Daily Archives

February 7, 2021

ଖାଣ୍ଟି ଓଡ଼ିଆ ଗୀତର ଅନନ୍ୟ ଅନୁଭୂତି ଦେବାକୁ ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ପ୍ରୟାସ । ଓଲିଉଡର ୧୫ ଜଣ…

କନକ ବ୍ୟୁରୋ : ଓଡିଆଙ୍କ ଅସ୍ମିତାକୁ ନେଇ ଗୀତ । ଓଲିଉଡ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଭିବ ଓଡିଶାର ପରମ୍ପରା, ଭାଷା ଓ ସଂସ୍କୃତି ଓ ପରମ୍ପରାର ସଙ୍ଗୀତ । ଓଡିଶା ଓ ଓଡିଆଙ୍କୁ ନେଇ ଏକ ଭିନ୍ନ ଧରଣର ଗୀତ ପ୍ରସ୍ତୁତ କରାଯାଇଛି । ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ, ଏଥିରେ ସଙ୍ଗୀତ ନିର୍ଦ୍ଦେଶନା…

ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମତୃକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ସରକାର ୪ ଲକ୍ଷ ଲେଖାଏଁ ଟଙ୍କା ଦେବେ ବୋଲି ଘୋଷଣା…

ଆସନ୍ତାକାଲି ଠାରୁ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ । ରାଜସ୍ଥାନରେ ପହଂଚିଲେ ଆମେରିକୀୟ ସେନା । ଦୁଇ ସପ୍ତାହ…

କନକ ବ୍ୟୁରୋ : ସୋମବାରଠାରୁ ପାକିସ୍ତାନ ସୀମାନ୍ତରେ ଭାରତ-ଆମେରିକାର ସୈନ୍ୟମାନେ ଦୁଇ ସପ୍ତାହ ଧରି ମିଳିତ ସମରାଭ୍ୟାସ କରିବେ । ଏନେଇ ରବିବାର ଦିନ ଆମେରିକାର ସୈନ୍ୟମାନେ ରାଜସ୍ଥାନରେ ପହଂଚିଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୭୦ ଜଣ…

ଯେବେ ଅନୀଲ କୁମ୍ବଲେ କରିଥିଲେ କମାଲ । ନିଜ ବୋଲିଂରେ ପୋଛି ଦେଇଥିଲେ ପୂରା ପାକିସ୍ତାନ ଟିମକୁ । ଗୋଟିଏ ଇଂନିସରେ ଏକାକୀ…

କନକ ବ୍ୟୁରୋ : ଯେତେବେଳେ ତାଙ୍କ ହାତରେ ଥାଏ ବଲ । ନିଜ ସ୍ପିନର ଯାଦୁଗରିରେ ସେ ଦେଖାନ୍ତି କମାଲ । ଭାରତୀୟ କ୍ରିକେଟ ଜଗତରେ ସେ ହେଉଛନ୍ତି ଜଣେ କିମ୍ବଦନ୍ତୀ ଖେଳାଳି । ଅନୀଲ କୁମ୍ବଲେ ଦିନ ଥିଲା ନିଜେ ଏକାକୀ ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିବାର ଦକ୍ଷତା ରଖୁଥିଲେ । ନିଜ ବୋଲିଂରେ ବଡ ବଡ…

ପିଏମ କିଷାନ ଯୋଜନାରୁ ବାଦ ପଡିବେ ୩୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ । ପାଇଥିବା ଟଙ୍କା ଫେରସ୍ତ ନେବାକୁ କେନ୍ଦ୍ର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଏହି ଯୋଜନାରୁ ଲାଭ ପାଉଥିବା ଅଯୋଗ୍ୟ ଚାଷୀଙ୍କୁ ସ୍କାନରକୁ ଆଣିଛନ୍ତି କେନ୍ଦ୍ର ସରକାର । ଯେଉଁ ଅଯୋଗ୍ୟ ବ୍ୟକ୍ତି ମାନେ ନିଜକୁ ଚାଷୀ ବୋଲି କହି ଏହି ଯୋଜନାରୁ ଲାଭ ଉଠାଇଛନ୍ତି ସେମାନେ ଆଗାମୀ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଶତକରୁ ବଞ୍ଚିଲେ ରିଷଭ ପନ୍ତ । ତୃତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆର ସ୍କୋର ୨୫୭

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଲଢିଛି ଟିମ୍ ଇଣ୍ଡିଆ । ରିଷଭ ପନ୍ତ ଓ ଚିତେଶ୍ୱର ପୂଜାରାଙ୍କ ଇଂନିସ ବଳରେ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଛି । ହାତରେ ଏବେ ମାତ୍ର ୪ଟି ୱିକେଟ୍ ବାକି ଥିଲେ ବି ଦଳ…