Daily Archives

February 7, 2021

ହୃଦୟଥରା ହିମସ୍ଖଳନ । ତପୋବନ ଡ୍ୟାମ ଅଞ୍ଚଳରୁ ୧୦ ମୃତଦେହ ଉଦ୍ଧାର । ଟନେଲରେ ଫଶିଥିବା ୧୬ ଜଣଙ୍କୁ ଉଦ୍ଧାର କଲେ…

କନକ ବ୍ୟୁରୋ: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଧଉଳି ଗଙ୍ଗା ନଦୀରୁ…

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ,…

କନକ ବ୍ୟୁରୋ: ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି।…

ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୫ ଗିରଫ ।

କନକ ବ୍ଯୁରୋ: ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରା । ସୁରେଶ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ବନ୍ଧା ହୋଇଛି । ଏହାସହ ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ଦାସ,…

ଉତ୍ତରାଖଣ୍ଡ ଜଳପ୍ରଳୟକୁ ନେଇ ମତ ରଖିଲେ ମୋଦି । କହିଲେ, ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ।

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିିତି ଉପରେ ମୁଁ ଲଗାତାର ନଜର ରଖିଛି । ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡା ହେଇଛି । ଫସି ରହିଥିବା ପ୍ରତିଟି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମୁଁ କଥାବାର୍ତ୍ତା…

ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଜଳପ୍ରଳୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ଜଳପ୍ରଳୟକୁ…

ମାଓବାଦୀଙ୍କ ବଡ ଷଡଯନ୍ତ୍ର ବିଫଳ । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମାଓବାଦୀଙ୍କ ମରଣ ଯନ୍ତାରୁ ବର୍ତ୍ତିଲେ ଯବାନ ।

କନକ ବ୍ୟୁରୋ: ବିଫଳ ହେଲା ରକ୍ତମୁଖା ମାଓବାଦୀଙ୍କ ବଡ ଷଡଯନ୍ତ୍ର । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମରଣ ଯନ୍ତାରୁ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲା ପୋଲମପାଲି ଥାନା ଅନ୍ତର୍ଗତ ପଲମଡାଗୁ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ କଂଟା ଜାଲ ବିଛାଇ ଦେଇଥିଲେ । ମାଟି ଖୋଳି ଲୁହା…