Daily Archives

January 30, 2021

ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ନିର୍ମାଣ ସୌଧ ଅଫିସରେ ପୂର୍ତ୍ତ ବିଭାଗ…

କନକ ବ୍ୟୁରୋ: ଗତ ୨୭ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ସିଭିଲ୍ କାର୍ଯ୍ୟାଳୟ ପକ୍ଷରୁ ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ ପୂର୍ତ ବିଭାଗର ଉପସଚିବ…

ଚିନ୍ତା ବଢ଼ାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ । ସର୍ବନିମ୍ନ ଆବଶ୍ୟକତା ସୂଚୀରେ ପଛରେ ପଡ଼ିଲା ଓଡ଼ିଶା

କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତା ପୂରଣ କ୍ଷେତ୍ରରେ ପଛରେ ପଡ଼ିଛନ୍ତି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ । ୨୦୧୨ରେ ୧୧ଟି ରାଜ୍ୟର ସ୍ଥିତି ଭଲ ନଥିଲା, ତେବେ ୨୦୧୮ରେ ଏଥିରୁ ୬ଟି ରାଜ୍ୟରେ ଆଖିଦୃଶିଆ ଉନ୍ନତି ଘଟିଛି । ଶୂନ ଦଶମିକ ୫ରୁ କମ୍ ସ୍କୋର କରି ଓଡ଼ିଶା ସମେତ…

ଏସିଆନ କ୍ରିକେଟ କାଉନସିଲର ସଭାପତି ହେଲେ ଜୟ ଶାହା । ଟ୍ୱିଟ କରି ସୂଚନା ଦେଲା ଏସିଆନ କ୍ରିକେଟ କାଉନସିଲ ।

କନକ ବ୍ୟୁରୋ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)ର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ନାଜମୁଲ ହାସନ ପାପନଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ “ଏସିଆନ୍…

ନକଲି କାରବାର କରି ଗିରଫ ହୋଇଛନ୍ତି ସୁବାଷ ଘିଅର ମାଲିକ ସୁବାଷ ମଲିକ । ନକଲି ଘିଅ କାରବାର ଅଭିଯୋଗରେ ଗିରଫ କଲା ପୋଲିସ

କନକ ବ୍ୟୁରୋ: ଆପଣ ଠାକୁର ଘରେ ସୁବାଷ ଘିଅରେ ଦୀପ ଜାଳୁଛନ୍ତି କି, ସତର୍କ ରୁହନ୍ତୁ । ସେ ଘିଅ ନକଲି । କାରଣ ନକଲି ଘିଅ କାରବାର ଅଭିଯୋଗରେ ସୁବାଷ ଘିଅର ମାଲିକ, ସୁବାଷ ମଲିକଙ୍କୁ ଗିରଫ କରିଛି ଜଗତପୁର ପୁଲିସ । ଅନ୍ୟମାନେ ଲୁଚା ଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାଷ ଘିଅ ଏକ ଲୋକାଲ…

ରମାଦେବୀ ଛାତ୍ରୀ ଝରାଫୁଲର ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ହେଲେ ତାଙ୍କର ମୃତ୍ୟୁ କେମିତି ହେଲା ସେ ନେଇ ଛାନଭିନ୍…

କନକ ବ୍ୟୁରୋ: ୨୬ ତାରିଖ, ଝାଡ଼େଶ୍ୱର ବସରେ ଜୟଦେବ ବିହାରରୁ ଚଢ଼ିବା ପରେ ବାଣୀବିହାରରେ ଓହ୍ଲାଇଯାଇଥିଲା ଝରାଫୁଲ । ବାଣୀବିହାରେ ଓହ୍ଲାଇବା ପରେ ମୋତେ ଫୋନ୍ କରିଥିଲା । ମୁଁ ଅପେକ୍ଷା କରିବା ପାଇଁ କହିବା ଭିତରେ ବାଣୀବିହାରରୁ ରୁପାଲି ଛକ ଯାଏଁ ଆସିଯାଇଥିଲା । ମୁଁ ଝରାଫୁଲ ପାଖରେ ପହଂଚିବା…

ଶତ୍ରୁଙ୍କୁ ସହଜରେ ଛାଡେନି ମୋସାଦ, ଫୋନ ବମ, ବିଷ ଛୁଞ୍ଚିକୁ ଅସ୍ତ୍ର କରି ଶତ୍ରୁକୁ କରେ ନାଶ । ଇସ୍ରାଏଲ ଦୂତାବାସ…

କନକ ବ୍ୟୁରୋ : ଭାରତକୁ ଆସିପାରନ୍ତି ବିଶ୍ୱର ସବୁଠୁ ଦୁର୍ଦ୍ଦଷ ଗୁଇନ୍ଦା ଏଜେନ୍ସି ମୋସାଦ । ଯିଏ ଶତ୍ରୁଙ୍କୁ ଖୋଜିବା ସହ ହତ୍ୟା କରିବାକୁ ପଛାଇ ନଥାଏ । ଇସ୍ରାଏଲ ଦୂତାବାସ ବାହାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଏହାକୁ ଗୁରୁତ୍ୱର ସହ ନେଇଛି ଇସ୍ରାଏଲ । କୁହାଯାଉଛି ଯେ ଏହି…