Daily Archives

January 27, 2021

ରାଜଧାନୀ ଦିଲ୍ଲୀ ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ ଚାଷୀ ଆନ୍ଦୋଳନକୁ ଝଟକା । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ…

କନକ ବ୍ୟୁରୋ:  ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ…

ଗଣତନ୍ତ୍ର ଦିବସରେ ଅରାଜକତା ପରେ ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଲାଲକିଲ୍ଲା । ସଂସ୍କୃତି ମନ୍ତ୍ରୀଙ୍କ ସ୍ଥିତି…

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଦିଲ୍ଲର ଛାତିରେ ଯାହା ଘଟଣା ଘଟିଲା ତାହା ସାରା ଦେଶ ଦେଖିଲା । କୃଷି ଆଇନକୁ ବିରୋଧ ନାଁରେ ଟ୍ରାକ୍ଟର ରାଲିରେ ସାମିଲ ହୋଇ ହଜାର ହଜାର ଚାଷୀ ଆଇନ ଭାଙ୍ଗିଲେ । ଏପରିକି ଲାଲ କିଲ୍ଲା ଉପରକୁ ଯାଇ ଶିଖ ଧର୍ମୀୟ ପତାକା ଲଗାଇଲେ । ଅନୁମତି…

ଦକ୍ଷିଣ ଆଫ୍ରିକାରେ ମହାଦେବ-ମହାବୀରଙ୍କ ବାହୁବଳୀ ଭକ୍ତ । ମହାଦେବଙ୍କୁ କରୁଛନ୍ତି ଜଳଲାଗି । ନିଜକୁ କହୁଛନ୍ତି…

ବିଶ୍ୱର ଅନେକ ଲୋକ ରହିଛନ୍ତି ଯେଉଁମାନେ ହିନ୍ଦୁ ଧର୍ମର ବେଶ ପ୍ରଶଂସକ । ଅନ୍ୟ ଧର୍ମର ହୋଇ ମଧ୍ୟ ସେମାନେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ତେବେ ଆଜି ଆମେ ସେହିଭଳି ଜଣେ ଲୋକଙ୍କ କଥା କହିବୁ, ଯିଏକି ଅନ୍ୟ ଧର୍ମ ଓ ଅନ୍ୟ ଦେଶର ହୋଇ ମଧ୍ୟ ହିନ୍ଦୁ ଧର୍ମର ଜଣେ ବହୁତ ବଡ ପ୍ରଶଂସକ ।…

ନିଦହାସ ଟ୍ରଫିର ହିରୋ ଦିନେଶ କାର୍ତ୍ତିକ । ଭାରତକୁ ଦେଇଥିଲେ ଚମତ୍କାର ବିଜୟ । ଏହାସହ ସମାଲୋଚନାରୁ ବଞ୍ଚାଇଥିଲେ ରୋହିତ…

କନକ ବ୍ୟୁରୋ: ୨୦୧୮ ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ । ଏହା ଏଭଳି ଏକ ମ୍ୟାଚ ଯାହାକୁ କେବେ ବି ଭୁଲି ପାରିବେନି ଲୋକେ । ଏହି ମ୍ୟାଚର ହିରୋ ଥିଲେ ଦିନେଶ କାର୍ତ୍ତିକ । କାର୍ତ୍ତିକ ଏହି ମ୍ୟାଚରେ ଏକ ଅବିଶ୍ୱସନୀୟ ପାଳି ଖେଳିଥିଲେ । ଫଳରେ ଏହି ମ୍ୟାଚରେ ବାଂଲାଦେଶକୁ ଚିତପତାଙ୍ଗ କରିଦେଇଥିଲା…

ଅନୁଗୁଳ ନାଲକୋର ହେବ ସମ୍ପ୍ରସାରଣ । ଧର୍ମେନ୍ଦ୍ରଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ…

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାର ନାଲକୋ ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନେଉଛନ୍ତି । ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତରରେ ଦେଇ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ…

ପୋଖରୀରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର । ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର କାନ୍ଦିଲିବେଡା ଠାରେ ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଢ଼ୀ ଏବଂ ଶୁକଦେବ ବାରିକ କାନ୍ଦିଲିବେଡାରେ ଥିବା ଏକ ପୋଖରୀକୁ ଲିଜ୍ ସୂତ୍ରରେ ନେଇଛନ୍ତି । ଆଜି ବିକ୍ରି ଉଦ୍ଦେଶ୍ୟରେ ମାଛ ଧରିବା…