Daily Archives

January 27, 2021

କରୋନା ସମୟରେ ମାଟ୍ରିକ ପିଲାଙ୍କ ଚାପ କମାଇବ ‘ପରୀକ୍ଷା ଦର୍ପଣ’ । ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି…

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ପରୀକ୍ଷା ଦର୍ପଣ । ସରକାର ଓ ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରାୟ ୭ଶହ ପୃଷ୍ଠାର ଏହି ପରୀକ୍ଷା ଦର୍ପଣ ସମସ୍ତ ୬ ଲକ୍ଷ ପିଲାଙ୍କୁ ବଣ୍ଟାଯିବ । କୋଭିଡ୍ ପାଇଁ ସ୍କୁଲ ବନ୍ଦ ରହିଥିଲା । ତେଣୁ ପାଠପଢା ବି ହୋଇ ପାରୁନଥିଲା । ଏଭଳି…

ମିଳିଲା ବେଲ୍, ହେଲେ ବାହାରିପାରିବେନି ଜେଲରୁ । ବହୁଚର୍ଚ୍ଚିତ ପାଠକ ବାପା ପୁଅଙ୍କୁ ମିଳିଲା ଜାମିନ୍, ବେଲ୍ ଦେଲେ…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ପାଠକ ବାପା-ପୁଅଙ୍କୁ ଜାମିନ୍ ମିଳିଛି । ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜାମିନ୍ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ୨ ଜଣ ଜାମିନଦାରଙ୍କ ବଳରେ ଉଭୟ…

ଯାଜପୁର ରାସ୍ତାକଡ଼ରୁ ମିଳିଲା ରମାଦେବୀରେ ପଢୁଥିବା ମୟୁରଭଞ୍ଜ ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରେ ଓହ୍ଲାଇବା ପରେ…

କନକ ବ୍ୟୁରୋ : ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଏକ ଅପରାଧ କାହାଣୀ । ରହସ୍ୟଜନକ ଭାବେ ରମାଦେବୀ କଲେଜର ଯୁକ୍ତ ୩ରେ ପାଠ ପଢୁଥିବା ଜଣେ ଝିଅଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱରରୁ ଯଶୀପୁର ଯାଉଥିବା ବେଳେ ବାଣୀବିହାରରେ ଓହ୍ଲାଇ ପଡିଥିଲେ ଯୁବତୀ ଜଣଙ୍କ । ଏହାପରେ ମେସେଜ୍ କରୁଥିଲେ, ସେ ଠିକ୍…

ଚାଷୀ ଆନ୍ଦୋଳନରେ ନୂଆ ମୋଡ । ଆନ୍ଦୋଳନରୁ ଓହରିଲେଣି କିଛି କୃଷକ ସଂଗଠନ । ଚାଷୀ ନେତା କହିଲେ, ଦେଶକୁ ବଦନାମ କରିବା…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ…

ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ – ସୁଇମିଂ ପୁଲ୍, ସିନେମା ହଲ୍ ଏବଂ ଥିଏଟର ପାଇଁ ଆସିବ ନୂଆ…

କନକ ବ୍ୟୁରୋ: ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫେବୃଆରୀ ମାସ ପାଇଁ ଘୋଷଣା କରିଛି ନୂଆ ଗାଇଡଲାଇନ୍ । ଏହି କଟକଣା ଫେବୃଆରୀ ପହିଲାରୁ ଆରମ୍ଭ ହୋଇ ଏହି ମାସର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଗାଇଡଲାଇନରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର…

ଦିନିକିଆରେ ପୁଣି ନମ୍ବର ୱାନ୍ କୋହଲି, ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା

କନକ ବ୍ୟୁରୋ: ଆଇସିସି ପକ୍ଷରୁ ଜାରି ହେଲା ନୂଆ ରାଙ୍କିଙ୍ଗ୍ । ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ନମ୍ବର ୱାନ୍ ସ୍ଥାନ ବଜାୟ ରଖିଲେ ବିରାଟ କୋହଲି । ତାଙ୍କ ସହିତ ହିଟ୍ ମ୍ୟାନ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛନ୍ତି । ବୁଧବାର ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ ପକ୍ଷରୁ ନୂଆ…