Daily Archives

January 26, 2021

ରେଡ଼ିଓ ଚକଲେଟ ପକ୍ଷରୁ କାଇଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ । କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରିବା ଏହି…

କନକ ବ୍ୟୁରୋ : ରେଡ଼ିଓ ଚକଲେଟ ୧୦୪ FM ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ କାଇଟ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର…

ଚାଇନା ଟିକା : ଯେଉଁ ଦେଶ ନେଇଛି ସିଏ ପସ୍ତେଇଛି, ଭାରତ ପାଖରୁ ଟିକା କିଣିବାକୁ ଆଗ୍ରହ ଦେଖାଇଲେ ଅନେକ ଦେଶ ।

କନକ ବ୍ୟୁରୋ : କରୋନା ଭୁତାଣୁ ଚୀନରୁ ବାହାରି ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଚୀନ ଆଗୁଆ ଟିକା ବାହାର କରି ଓ କେତେକ ଦେଶକୁ ଯୋଗାଣ କରି ନିଜର ପାରିବାପଣିଆ ପ୍ରମାଣିତ କରିବାକୁ ବସିଥିଲା । ତେବେ ଚୀନର ଯୋଜନା ଫସର ଫାଟିଯାଇଛି । କାରଣ ଯିଏ ଚୀନଠାରୁ ଏହି ଟିକା କିଣିଛି ସେ…

କୋଭିଡ କଟକଣାରେ ଆରମ୍ଭ ହେଲା ଆଦିବାସୀ ମେଳା । ଭର୍ଚୁଆଲରେ ବି ଦେଖିପାରିବେ ମେଳା । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ…

କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ । ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଭୁ…

ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ…

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ରାଲିରେ ହିଂସା ଘଟିବା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ସିଙ୍ଗୁ ସୀମା, ଟିକରି ସୀମା, ଗାଜିପୁର ସୀମା, ମୁବାରକା ଚୌକ ଏବଂ ନାଙ୍ଗଲୋଇ ଆଦି ରହିଛି । ଏସବୁ…

ଜୟପୁର ଜେଲରେ କଏଦୀଙ୍କୁ ଶିଖାଯାଉଛି ଜୀବନ ଜିଇଁବାର କଳା । କଏଦୀ ପ୍ରସ୍ତୁତ କରୁଛନ୍ତି ହଳଦୀ ଗୁଣ୍ଡ ଓ ଫୁଲ ଝାଡୁ ।

କନକ ବ୍ୟୁରୋ : ଜେଲ ଭିତରେ ମିନି କାରଖାନା । ସଂସ୍କାର ସହିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କିଣିବା ପାଇଁ ଲୋକଙ୍କ ଭିଡ଼ । ଜେଲ ଭିତରକୁ ଯିଏ ଆସୁଛି ଯିବା ପାଇଁ ଇଚ୍ଛା କରୁନି । ଜେଲ ଯେ କେବଳ ଦଣ୍ଡ ବିଧାନର ଗୃହ ନୁହେଁ ସସ୍କାର ବି ଦେଇଥାଏ । ଜେଲ, ନାଁ ଶୁଣିଲେ ଯିଏ କେହି ବି ଭୟ କରନ୍ତି ।…

ବେକାବୁ ହେଲା କୃଷକ ଆନ୍ଦୋଳନ । ଦିଲ୍ଲୀ ଲାଲକିଲ୍ଲାକୁ କବଜା କରି ଶିଖ ସଂପ୍ରଦାୟର ପତାକା ଉଡାଇଲେ ଆନ୍ଦୋଳନକାରୀ ଚାଷୀ ।

କନକ ବ୍ୟୁରୋ : ବେକାବୁ ହେବାରେ ଲାଗିଛି ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ଆଜି ଦିଲ୍ଲୀରେ ୭୨ ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ରହିଥିଲା ସାରା ଦେଶର ନଜର । ପୂର୍ବ ଘୋଷଣା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ…