Daily Archives

January 26, 2021

ଜବତ ହେଲା ନକଲି କୋଲଡ୍ରିଙ୍କସ । ଲକ୍ଷାଧିକ ଟଙ୍କାର ମେସିନ୍ ଜବତ, ପୂର୍ବରୁ ମିଳିଥିଲା ନକଲି ହଳଦୀ, ଖାଇବା ତେଲ ଓ ପାଣି…

କନକ ବ୍ୟୁରୋ : ନକଲି ନକଲି, ସବୁ ନକଲି । ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ପ୍ରତିଦିନ ନକଲି ସାମଗ୍ରୀ ଠାବ କରାଯାଉଛି । ହଳଦୀ,…

ସାମ୍ନାକୁ ଆସିଲା କାଲିମେଳା ତହସିଲ ଦୁର୍ନୀତିର ଆଉ ଏକ ସାଂଘାତିକ ସତ । ବଡବଡିଆଙ୍କୁ ସରକାରୀ ଜମି ପଟ୍ଟା ଦେବାକୁ…

କନକ ବ୍ୟୁରୋ : ଟଙ୍କା ଦିଅ ପଟ୍ଟା ନିଅ । ଉପାନ୍ତ ଅଞ୍ଚଳରେ କେମିତି ଚଞ୍ଚକତା କରି ବଡ ବଡିଆଙ୍କୁ ପଟ୍ଟା ପ୍ରଦାନ କରାଯାଉଛି । ତାହାର ନିଚ୍ଛକ ପ୍ରମାଣ ଆସିଛି ପୁଣି ସେଇ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ଯ୍ୟାଳୟରୁ । ଗରିବ ଗୁରୁବା ଓ ଭୂମିହୀନଙ୍କୁ ଥଇଥାନ କରିବା ଲାଗି ରାଜ୍ୟ…

ଆମେରିକାରେ ବାଇଡେନ୍ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନ ନଯିବାକୁ ଆମେରିକାବାସୀଙ୍କ ପାଇଁ ଜାରି…

କନକ ବ୍ୟୁରୋ : ଆମେରିକାରେ ବାଇଡେନ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା ଲାଗିଛି । ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡଭାଇଜାରି ଜାରି କରିଛି । ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି । ଟ୍ରାଭେଲ ଆଡଭାଇଜାରି…

ଦିଲ୍ଲୀରେ କୃଷକଙ୍କ ରାଲି ବେଳେ ଓଲଟିଗଲା ଟ୍ରାକ୍ଟର । ଚାଲିଗଲା ଜଣେ ଚାଷୀଙ୍କ ଜୀବନ ।

କନକ ବ୍ୟୁରୋ : ଦିଲ୍ଲୀର ସୀମାନ୍ତରେ ହଜାର ହଜାର କୃଷକ ବ୍ୟାରିକେଡ୍‌ ଭାଙ୍ଗି ପୁଲିସ ସହ ସଂଘର୍ଷ କରି ଜାତୀୟ ରାଜଧାନୀ ମଧ୍ୟକୁ ପ୍ରବେଶ ପାଇଁ ଉଦ୍ୟମ କଲାବେଳେ ହିଂସା ସୃଷ୍ଟି ହେବା ସହ ପରିସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଛି । ଆଜି ଆନ୍ଦୋଳନରତ କୃଷକମାନେ ସରକାରଙ୍କର ନୂତନ କୃଷି ନିୟମ…

ନୂଆ ସକାଳ ଦେଖିଲା ସ୍ୱାଭିମାନ ଅଞ୍ଚଳ । ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଯବାନଙ୍କ ସହ ମିଶି…

କନକ ବ୍ୟୁରୋ : ପ୍ରଥମ ଥର କରି ମାଓ ଉପତ୍ୟାକାରେ ଉଡିଲା ଜାତୀୟ ପତାକା । ଗଣତନ୍ତ୍ର ଭାରତର ୭୨ ବର୍ଷ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡାଇଲେ ସ୍ୱାଭିମାନ ଅଂଚଳବାସୀ । ଚିତ୍ରକୋଣ୍ଡା ବ୍ଲକର ତିନୋଟି ପଞ୍ଚାୟତର ଲୋକେ ଯୋଡାମ୍ବ ଓ ଗୋରାସେତୁ କ୍ୟାମ୍ପରେ ଯବାନଙ୍କ…

କୁହୁଡି ପୋଡି ଦେଉଛି ଫସଲ । ହେକ୍ଟର ହେକ୍ଟର ଜମିରେ ପନିପରିବା ଚାଷ ନଷ୍ଟ, ନାଲି ପଡିଯାଉଛି ଫୁଲକୋବି, ଜଳି ଯାଉଛି…

କନକ ବ୍ୟୁରୋ : ଘନକୁହୁଡି ପରିବା ଚାଷୀଙ୍କ ଭେଳା ବୁଡାଇଲାଣି । ୧୫ ଦିନ ହେବ ଘନ କୁହୁଡ଼ି ଯୋଗୁଁ  ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍କା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାତି ୯ଟାରୁ ସକାଳ ୯ଟା ଯାଏଁ କୁହୁଡ଼ି ଯୋଗୁଁ ପନିପରିବା ଚାଷ ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ପୋଡି…