Daily Archives

January 24, 2021

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ । ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ଚାଷୀ…

କନକ ବ୍ୟୁରୋ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ୫୮ ଦିନରେ ପହଁଚିଛି । ସରକାର ଚାଷୀ ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ସହ କିଛି ସଂଶୋଧନ କରିବାକୁ ଆନ୍ଦୋଳନକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ…

ଟେଷ୍ଟ କ୍ୟାପଟେନ ହେବାକୁ ନେଇ ମତ ରଖିଲେ ରାହାଣେ । କହିଲେ, କୋହଲିଙ୍କ ସହ କୌଣସି ଟକ୍କର ନାହିଁ

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ସହ କଙ୍ଗାରୁ ଦଳ ଘାଇଲା ହୋଇଥିଲା । ଭାରତୀୟ ଦଳ ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଯାହାର ନେତୃତ୍ୱ ନେଉଥିଲେ ଆଜିଙ୍କ୍ୟ ରାହାଣେ । ଦଳର ଏହି ବିଜୟ ପଛରେ ରାହାଣେଙ୍କ ଚତୁର ଚାଲ୍ ଥିଲା ବୋଲି ଅନେକ କ୍ରିକେଟ…

ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର । 

କନକ ବ୍ୟୁରୋ : କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଦର…

ମହାନଦୀ ପଠାରେ ଫଶିଲେ ହାତୀ ପଲ । ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ବାଙ୍କୀ କଇଁମୁଣ୍ଡି…

କନକ ବ୍ୟୁରୋ : ମହାନଦୀ ପଠାରେ ଫଶିଲେ ହାତୀ ପଲ । ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫଶିଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ…

କେନ୍ଦ୍ରାପଡାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ । ଟିକା ନେଇଥିବା କରୋନା ଯୋଦ୍ଧାଙ୍କ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ାଠାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଟିକା ନେଇଥିବା କୋରନା ଯୋଦ୍ଧା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା…

ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ଯୋଡି ହେଲେଣି ୩୬ ଜଣ

କନକ ବ୍ୟୁରୋ: ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଯୋଡି ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ । ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ…