Daily Archives

January 24, 2021

ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଆନ୍ଦୋଳନ ପଛରେ ଅଛି କୌଣସି ଅଦୃଶ୍ୟ ଶକ୍ତି

କନକ ବ୍ୟୁରୋ: କୃଷକମାନେ କେବଳ ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଦାବି କରୁଛନ୍ତି । କେବେ ବି ଏହାର ଫାଇଦା ବିଷୟରେ ଚର୍ଚ୍ଚା କରୁନାହାନ୍ତି । ବୋଧହୁଏ ଚାଷୀ ଆନ୍ଦୋଳନ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଅଛି, ଯେଉଁ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁନି । ଜାତୀୟ ଗଣମାଧ୍ୟମର ଏକ…

ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହେଲା ନକଲି ପାଣି କାରଖାନା । ବ୍ରହ୍ମପୁର ବଡ଼ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର…

କନକ ବ୍ୟୁରୋ : ନାକେଦମ କଲାଣି ନକଲି ସାମଗ୍ରୀ । ସସ, ମସଲା ଓ ଅନ୍ୟ ସାମଗ୍ରୀ ପରେ ବ୍ରହ୍ମପୁରରେ ଏବେ ପଦାକୁ ଆସିଛି ନକଲି ପାଣି କାରଖାନା । ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଦ୍ୱିତୀୟ ଗଳିରେ ଥିବା ଏକ ନକଲି ପାଣି କାରଖନା ଉପରେ ପୁଲିସ ଚଢଉ କରିଛି । ୩ଟି ଭିନ୍ନ ଭିନ୍ନ…

ଆମେରିକାରେ ରହିଛି ଏକ ଅଭେଦ୍ୟ ଦୁର୍ଗ । ହ୍ୱାଇଟ୍ ହାଉସଠୁ ବି ଅଧିକ ଏହାର ସୁରକ୍ଷା ଦାୟିତ୍ୱ

କନକ ବ୍ୟୁରୋ: ଗୋଟିଏ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦେଶର ସବୁଠାରୁ ସୁରକ୍ଷିତ ଛାତ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଏମିତି ଏକ କୋଠା ବିଷୟରେ କହିବୁ ଯାହା କୌଣସି ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀଙ୍କ ବାସଭବନ ହୋଇନଥିଲେ ବି ତାକୁ ଭେଦ କରିବା କାଠିକର ପାଠ ।…

ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଭାରତକୁ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ…

କନକ ବ୍ୟୁରୋ : ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଗରିବି ଗଳିରୁ ଯେତେବେଳେ ଗୋଟିଏ ଉଦୀୟମାନ ପ୍ରତିଭା ଆଗକୁ ଆସିଥାଏ, ସେତେବେଳେ ଆନନ୍ଦ ମହିନ୍ଦ୍ରା ତାଙ୍କ ପାଇଁ ସିଡି ସଦୃଶ ଛିଡା ହୋଇଥାନ୍ତି । ଆଉ ତାଙ୍କୁ ଉପରକୁ ଉଠିବାକୁ ରାସ୍ତା ଦେଖାନ୍ତି । ଠିକ ଏଭଳି…

କୋଭାକ୍ସିନ ଟିକା ନେଉଥିଲେ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ । କହିଲେ, ସହବାସ ବେଳେ ରୁହନ୍ତୁ ସତର୍କ ।

କନକ ବ୍ୟୁରୋ : ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ…

ଓଡିଶାରୁ ନିର୍ବାଚନ ଲଢିବେ କି କେନ୍ଦ୍ରମନ୍ତ୍ରୀ ? ଗତକାଲି ଇସାରା ଇସାରାରେ କହିଥିଲେ ରାଜା ବାବୁ ଚାହିଁଲେ ସମ୍ବଲପୁରରୁ…

କନକ ବ୍ୟୁରୋ: ଓଡିଶାରୁ ନିର୍ବାଚନ ଲଢିବାକୁ ଆଗ୍ରହୀ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁରେ ଧର୍ମେନ୍ଦ୍ର ଦେଇଥିବା ଏକ ବୟାନ ଏଭଳି ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗତକାଲି ଧର୍ମେନ୍ଦ୍ର କହିଥିଲେ ରାଜା ଚାହିଁଲେ ସେ ସାଂସଦ…