Daily Archives

January 19, 2021

ଅବହେଳିତ ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ । ପାଇକ ବୀରଙ୍କ ବୀରତ୍ୱ ଗାଥାର ମୁକସାକ୍ଷୀ ଆଜି ଭଗ୍ନସ୍ତୁପ, ଖୋଲା ଆକାଶ…

କନକ ବ୍ୟୁରୋ : ଇଂରେଜ ଶାସନ ସମୟର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ ଆଜି ଅବହେଳିତ । ବୀର ପାଇକଙ୍କ ବୀରତ୍ୱ ଗାଥାର ସ୍ୱାକ୍ଷର ବହନ କରୁଥିବା ଏହି ଐତିହାସିକ ଗଡ ଭଗ୍ନସ୍ତୁପରେ ପରିଣତ ହୋଇଛି । ଗଡ, ପୋଖରୀ ଓ ଅନ୍ୟ ଐତିହାସିକ କିର୍ତ୍ତୀରାଜି ଜରାଜୀର୍ଣ୍ଣ ହୋଇ ପଡିରହିଛି । ବୀର…

ରାଉରକେଲାରେ ହେବ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ । ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ…

କନକ ବ୍ୟୁରୋ: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ । ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର…

୮୦ ବର୍ଷ ବୟସରେ ବି ସେ ଥକିପଡିନାହାନ୍ତି । ପରିଣତ ବୟସରେ ପୁରୁଣା ସାଇକେଲରେ ରଙ୍ଗ ବେରଙ୍ଗର ଚୂଡି ବିକୁଛନ୍ତି ବୁଢା…

କନକ ବ୍ୟୁରୋ : ବୟସ ୮୦ ଡେଇଁଲାଣି । ବାର୍ଦ୍ଧକ୍ୟରେ ନଇଁଗଲାଣି ଅଣ୍ଟା । ପୁରୁଣା ସାଇକେଲରେ ଶଙ୍ଖା, ରଙ୍ଗ ବେରଙ୍ଗର ଚୂଡି ପେଟି ବୋଝେଇ କରି ଗାଁକୁ ଗାଁ ବୁଲୁଛି ବୁଢା ଶଙ୍ଖାରୀ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସେ ସମସ୍ତଙ୍କ ପ୍ରିୟର ଲକ୍ଷ୍ମୀଧର ମଉସା । ଲକ୍ଷ୍ମୀଧର ଦାସଙ୍କ ପାଖରେ ସତେ…

କରୋନା କଟକଣା ସତ୍ୱେ କଳାହାଣ୍ଡିରେ ପାଳିତ ହେଲା ଟୋକି ପରବ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସ୍ଥା ଓ…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାବୁ କେନ୍ଦୁଗୁଡାରେ ପାଳିତ ହୋଇଯାଇଛି ଆଦିବାସୀଙ୍କ ପର୍ବ ଟୋକି ପରବ । ଏହି ଟୋକି ପରବରେ କନ୍ଧଙ୍କ ମେଳି ଦେଖିବାକୁ ଦୂରଦୁରାନ୍ତରୁ ଆସିଥିଲେ ଶହ ଶହ ଲୋକ । ହେଲେ କେହି ସାମାଜିକ ଦୂରତା ରକ୍ଷା କରିନଥିଲେ, ଏବଂ ମାସ୍କ ବି ପିନ୍ଧିଥିବା…

ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଘଟଣାସ୍ଥଳକୁ କମିଟି ଯାଇ ସ୍ଥିତି ଅନୁଧ୍ୟାନ…

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଗୃହ କମିଟି ସୀମା ବିବାଦ ରହିଥିବା ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଝାଡଖଣ୍ଡ,…

ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଓସିଏଲ୍ ଏବଂ ଉତ୍ତର…

କନକ ବ୍ୟୁରୋ : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତୁରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର…