Daily Archives

January 16, 2021

ଟୀକାକରଣର ପ୍ରଥମଦିନ: ଓଡ଼ିଶାରେ ଟାର୍ଗେଟର ୮୧ ପ୍ରତିଶତ ହେଲା ଟୀକାକରଣ, ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ନେଲେ…

କନକ ବ୍ୟୁରୋ: ଟୀକାକରଣର ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇଛନ୍ତି । ଯାହା କି ଟୀକାକରଣ ଟାର୍ଗେଟର ୮୧ ପ୍ରତିଶତ…

ଟିକାକରଣ ବେଳେ ନେତାଙ୍କ ଦାଦାଗିରି । ନିୟମ ଭାଙ୍ଗି ଜୋର ଜବରଦସ୍ତ ଟିକା ନେଲେ ୨ ବିଧାୟକ । ହୋଇପାରେ ମାମଲା ରୁଜୁ

କନକ ବ୍ୟୁରୋ : ଯେଉଁଠି ଦେଖ ନେତା । ସେ ଠିକାଦାରୀ ହେଉ କି ଟିକାକରଣ ହେଉ ସବୁଠି ରାଜନେତାଙ୍କ ପ୍ରଭାବ । ଦୈନିକ ସଭାସମିତିରେ ନିୟମର ପାଠ ପଢାଉଥିବା ନେତା ମାନେ ବ୍ୟକ୍ତିଗତ ଜୀବନରେ ତାହାକୁ କେମିତି ପାଳନ କରନ୍ତି ତାହା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏଠାରେ ଦୁଇଜଣ ତୃଣମୂଳ କଂଗ୍ରେସ…

ଫିଲ୍ମ ଷ୍ଟାଇଲରେ ଡକାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର କୁଟାସିଂହା ଗାଁ ନିକଟ ଜଙ୍ଗଲରେ ପୁଲିସ ଡକାୟତ…

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର…

ଲାଲଗଡ଼ ଛାତିରେ ଉଡ଼ିଲା ତ୍ରିରଙ୍ଗା: ବଣ୍ଡାଘାଟିରେ ସ୍ଥାପନ ହେଲା ବିଏସଏଫ୍ କ୍ୟାମ୍ପ୍

କନକ ବ୍ୟୁରୋ: ବଣ୍ଡାଘାଟିରେ ଉଡିଲା ତ୍ରିରଙ୍ଗା । ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ । ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡରେ କ୍ୟାମ୍ପ ଗଢିଲେ ଯବାନ । ଲାଲଗଡରେ ସୁରକ୍ଷା ବାହିନୀର ବଡ ସଫଳତା । ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ…

କେଉଁଠି ନେଲେ କେତେ ଟୀକା? ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ହୋଇଛି ଟୀକାକରଣ । ଗଞ୍ଜାମରେ ସର୍ବାଧିକ…

କନକ ବ୍ୟୁରୋ: କେଉଁଠି ନେଲେ କେତେ ଟିକା । ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ଟିକାକରଣ ହୋଇଛି । ପ୍ରଥମ ଦିନରେ ୧୬ ହଜାର ୩୪୭ ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ରାଜ୍ୟର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା…

ଟିକା କରଣ ବେଳେ ହରିଆଣାରୁ ଆସିଲା ଅଭାବନୀୟ ଚିତ୍ର । ଟିକାଦାନ କେନ୍ଦ୍ରରୁ ବିଧାୟକଙ୍କ ସମେତ ସ୍ୱାସ୍ଥ୍ୟକର୍ମୀଙ୍କୁ…

କନକ ବ୍ୟୁରୋ : ଆଜି ସାରାଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ହରିଆଣାର କୈଥଲ ଠାରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ଉତ୍ୟକ୍ତ କୃଷକ ମାନେ ଟିକାକେନ୍ଦ୍ରକୁ ଆସିଥିବା ସ୍ଥାନୀୟ ବିଜେପି ବିଧାୟକ ଲିଲାରାମଙ୍କୁ ବିରୋଧ କରି…