Daily Archives

January 16, 2021

ରାସ୍ତାକୁ ଓହ୍ଲାଇଲେ ଚାଷୀ: ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ । ମାସମାସ ଧରି ମଣ୍ଡିରେ…

କନକ ବ୍ୟୁରୋ: ସରୁନି ମଣ୍ଡି ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ । ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି ଶତାଧିକ ଚାଷୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି । ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ମାସ ମାସ…

କାକଟପୁରରେ କାୟାକଳ୍ପ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ! ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ…

କନକ ବ୍ୟୁରୋ: କାୟାକଳ୍ପ ପ୍ରକଳ୍ପରେ ପୁରୀ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳିଛି । କାକଟପୁର ବ୍ଳକର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ପାଇଁ ଔଷଧିୟ ବୃକ୍ଷ ଲାଗିଛି, କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କା ହୋଇଛି । ହେଲେ ପ୍ରକଳ୍ପ…

କନକ ନ୍ୟୁଜର ମହାପ୍ରଭାବ: ସ୍ୱାଭିମାନ ଅଂଚଳ ପାଇଖାନା ମହାଦୁର୍ନୀତି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ।…

କନକ ବ୍ୟୁରୋ: ନିଲମ୍ବିତ ହେଲେ ଚିତ୍ରକୋଣ୍ଡା ବିଡିଓ । କନକ ନ୍ୟୁଜର ମହା ପ୍ରଭାବ । ସ୍ୱାଭିମାନ ଅଂଚଳରେ ପାଇଖାନାର ମହା ଦୁର୍ନୀତି ନେଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଳମ୍ବରେ ହେଉ ପଛେ ଚିତ୍ରକୋଣ୍ଡା ଲରିମନ୍ ଖର୍ସେଲଙ୍କୁ କାର୍ଯ୍ୟରୁ ନିଲମ୍ବନ…

ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ…

କନକ ବ୍ୟୁରୋ: ଏକ ଭୟଙ୍କର ରାତିରେ ମୃତ୍ୟୁ ସହ ଭେଟାଭେଟି ହୋଇଥିଲା ଜୀବନ । ମୃତ୍ୟୁର ମୁହଁରୁ ଜୀବନ ସିନା ସୂତେ ସୂତେରେ ବଞ୍ଚିଗଲା ହେଲେ ଯନ୍ତ୍ରଣାର ଜୁଇରେ ଜାଳି ଦେଇଗଲା ଯମ । ଆଉ ତାପରେ ପଙ୍ଗୁ ପାଲଟିଗଲା ପଶୁ । ଦେହରେ ଆତ୍ମା ଅଛି ସତ ହେଲେ ଅଙ୍ଗ ଅକାମୀ ହୋଇଛି । ଅଣ୍ଟା ଉପରେ କାର…

ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର…

କନକ ବ୍ୟୁରୋ : ଦୁନିଆର ସବୁଠାରୁ ବେସି ପୋଲିସ ଅତ୍ୟାଚରରେ ଶିକାର ହେଉଥିବା କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରୀ    । ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା…

ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ ଏବଂ ତାପରେ ତାପମାତ୍ରା ୩ ରୁ ୪ ଡିଗ୍ରି ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଶୀତର ପ୍ରକୋପ…