Daily Archives

January 15, 2021

ରାଜ୍ୟରେ ସକ୍ରିୟ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଫୋନ ପେ’, ଗୁଗୁଲ ପେ’ ସଂସ୍ଥାର ଅଧିକାରୀ କହି କରୁଛନ୍ତି ଫୋନ୍ ।…

କନକ ବ୍ୟୁରୋ : ଗଞ୍ଜାମର ଜଣେ ଯୁବକଙ୍କ ପାଖକୁ ଆସୁଛି ଏକ ଫୋନକଲ । ଯେଉଁ ଫୋନକଲରେ ୪ହଜାର ୯୯୯ଟଙ୍କା ଦେବା ପାଇଁ କୁହାଯାଉଛି । ଏବଂ ଫୋନପେର ଏକ ଲିଙ୍କ ଉପରେ କ୍ଲିକ କରିବା ପାଇଁ କୁହାଯାଉଛି । କିନ୍ତୁ ଫୋନ ଗଞ୍ଜାମ ଯୁବକ ଜଣଙ୍କ ଲିଙ୍କ ଉପରେ କ୍ଲିକ କରୁନାହାନ୍ତି । ଆଉ ଅଳ୍ପକେ ବର୍ତି…

ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ…

କନକ ବ୍ୟୁରୋ : ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଦେଶ୍-କା-ମୁଡ୍ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ, ସେନେଇ ଏବିପି ନ୍ୟୁଜ୍…

ସମ୍ବାଦର ବ୍ରାଣ୍ଡ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଆବଶ୍ୟକତାକୁ ପୂରଣ…

କନକ ବ୍ୟୁରୋ: ଓଡ଼ିଶା ମାଟିରୁ ଜନ୍ମ ନେଇ ଦେଶରେ ଖ୍ୟାତି ଓ ବିଦେଶରେ ଯଶ ଅର୍ଜନ କରିଥିବା ଉଦ୍ୟୋଗକୁ ସମ୍ମାନିତ କରିବାର ପ୍ରୟାସର ନାଁ ହେଉଛି-ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ । ବ୍ୟବସାୟକୁ ଉତ୍ସାହିତ ଏବଂ ବ୍ୟବସାୟୀଙ୍କୁ ସମ୍ମାନିତ କରିବାର…

ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ସାଂଘାତିକ ସତ । ଥରେ ଦୁଷ୍କର୍ମ ପରେ ଲୋକଲଜ୍ଜା ଭୟରେ ହୋଇଥିଲା ଆପୋଷ ସମାଧାନ,…

କନକ ବ୍ୟୁରୋ : ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣେ ନରପିଶାଚ, କିଭଳି ନିଜ ପ୍ରବୃତି ଛାଡି ପାରେ ନାହିଁ, ତାହାର ଉଦାହରଣ ବାରିପଦାରେ ଦେଖିବାକୁ ମିଳିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ଅପରାଧୀ ସୋନୁ ସିଂ ଦ୍ୱିତୀୟ ଥର ଏଭଳି ନାରକୀୟ କାଣ୍ଡ…

ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଲା ଶ୍ୟାମ ମେଟାଲିକ୍ସ । ୨୦୦ ଲୋକଙ୍କୁ ବାଣ୍ଟିଲା କମ୍ବଳ 

କନକ ବ୍ୟୁରୋ : ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଛି ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି । କମ୍ପାନୀ ତରଫରୁ ପ୍ରାୟ ୨୦୦ ଅଭାବି ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ବଲପୁର ନିସାନଭଙ୍ଗା ପଞ୍ଚାୟତ ଅଫିସ ପରିସରରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । କମ୍ପାନୀର ନିର୍ଦ୍ଦେଶକ…

କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢେ ୧୦ଟାରେ…

କନକ ବ୍ୟୁରୋ : ଆସନ୍ତାକାଲି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ…