Daily Archives

January 13, 2021

ମାମଲା ଯେତିକି, ପ୍ରେମିକା ସେତିକି । ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣକୁ ନେଇ ଆସିଲା…

କନକ ବ୍ୟୁରୋ : ଏବେ ନଜର ପକାଇବା ଜଣେ ଅଭିଯୁକ୍ତର କଳା କାରନାମା ଉପରେ । ଲୁଟ କରିବା ପାଇଁ ହତ୍ୟା କରୁଥିବା ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ ମାମଲା ଯେତିକି ତାର ପ୍ରେମିକା ସଂଖ୍ୟା ସେତିକି । ଲୁଟ କରିବା ପଛର କାରଣ ଥିଲା, ଲୁଟ ଅଳଙ୍କାରକୁ ସେ ତା ପ୍ରେମିକାକୁ ଦେଉଥିଲା । ସିଧା ସିଧା…

ଖୋଲୁଛି ସ୍କୁଲ, ବଢୁଛି ପଜିଟିଭ । ଝାରସୁଗୁଡାର ୩ଟି ସ୍କୁଲରେ ୧୯ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ଓ ବେସରକାରୀ ଭାବରେ ୧୩ଟି ହାଇସ୍କୁଲ ରହିଛି । ଯେଉଁଥିରେ ମୋଟ ୭୭୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଆଠ ତାରିଖ ପ୍ରଥମ ଦିନ ୩୩୫ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା । ଯାହାକି ୪୩.୨୨% ଅଟେ । ଧୀରେଧୀରେ…

କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଜିତନ୍ତି ଅସହାୟ ଲୋକଙ୍କ…

କନକ ବ୍ୟୁରୋ : ଲୋକଙ୍କୁ ଜାଲ କାଗଜପତ୍ର ଦେଇ କିଡନୀ ପ୍ରତିରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଠକକୁ ଗିରଫ କରିଛି ପୋଲିସ । ୨ଜଣ ବ୍ୟକ୍ତିଙ୍କୁ କଥାରେ ଫୁଶୁଲାଇ ୯ଲକ୍ଷ ଟଙ୍କା ହଡପ କରିଛି । ବଡ ବଡ ହସ୍ପିଟାଲ ଏବଂ ବଡ ବଡ ଡାକ୍ତରଙ୍କ ନକଲି କାଗଡପତ୍ର ଦେଖାଇ ବିଶ୍ୱାସ ଜନ୍ମାଇବା…

ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସାଂସଦ ଓ ବିଏମସି ମଧ୍ୟରେ ଶୀତଳ ଯୁଦ୍ଧ । ରାସ୍ତାକଡ଼ରେ ମାଗଣା ଖାଦ୍ୟ ବଣ୍ଟନ ଉପରେ କଟକଣା…

କନକ ବ୍ୟୁରୋ : ଗତ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଲୋକର୍ପଣ ହୋଇଥିଲା । ୫ଟି ଅନୁଷ୍ଠାନର ସହଯୋଗରେ ଗଠିତ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟ ବୋଲି କହିଥିଲେ ଅପରାଜିତା । ପ୍ରଥମେ ଭୁବନେଶ୍ୱରରେ ଏହି…

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଭଦ୍ରକ ତିହିଡ଼ିରେ ତୁମୁଳକାଣ୍ଡ । ପୋଲିସ ଜିପ୍କୁ ଜାଳିଦେଲେ ଉତ୍ୟକ୍ତ ଲୋକ…

କନକ ବ୍ୟୁରୋ : ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କରି ଭଦ୍ରକ ତିହିଡ଼ି ଥାନା ଅନ୍ତର୍ଗତ ଅଲ୍ଲୀନଗର ଛକରେ ଘଟିଛି ଲଙ୍କାକାଣ୍ଡ । ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ଜିପ୍କୁ ଦେଖି ତାତି ଉଠିଥିଲେ ଉତ୍ୟକ୍ତ ଲୋକ । ପୁଲିସ ଗାଡ଼ିକୁ ପୋଡି ଦେବା…

୧୬ ତାରିଖରୁ ଓଡ଼ିଶାରେ ଦିଆଯିବ ଦୁଇ ପ୍ରକାରର ଟିକା । ଭୁବନେଶ୍ୱରରେ ଦିଆଯିବ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଅନ୍ୟ…

କନକ ବ୍ୟୁରୋ : ଅକ୍ସଫୋର୍ଡର କୋଭିସିଲ୍ଡ ଟିକା ପରେ ଓଡିଶାକୁ ଆସିଛି ସଂପୂର୍ଣ୍ଣ ଦେଶଟିକା କୋଭାକ୍ସିନ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ଭାରତ ବାୟୋଟେକର ଏହି ଟିକା କେବଳ ଭୁବନେଶ୍ୱରରେ ଦିଆଯିବ । ବାକି ଜିଲ୍ଲାଗୁଡିକରେ କୋଭିସିଲ୍ଡ ଟିକା ଦିଆଯିବ । କୋଭାକ୍ସିନର ୨୦ ହଜାର ଡୋଜ ଆସିବା…