Daily Archives

January 10, 2021

ଗଞ୍ଜେଇ ଚାଲାଣର ମାଫିଆ ଲିଙ୍କ୍ ଖୋଜି ଖୋଜି ଓଡିଶାରେ ମୁମ୍ବାଇ ଆଣ୍ଟି ଟେରରିଜିମ ସ୍କୁଆଡ୍ । ଜୟପୁରରୁ ନାଗପୁର ଯାଉଛି…

କନକ ବ୍ୟୁରୋ: ଗଞ୍ଜେଇ ପାଇଁ ଓଡିଶାରେ ଛାନଭିନ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜଇ । ମାଫିଆର ଲିଙ୍କ୍ ଖୋଜି ଖୋଜି ଜୟପୁରରେ ପହଁଚିଛି ମୁମ୍ୱାଇ ଆଂଟି ଟେରରିଜିମ୍ ସ୍କୁଆଡ୍ । ଗଂଜେଇ ଚାଲାଣକାରୀ ମାଫିଆକୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଛି । ଗିରଫ ଗଂଜେଇ ମାଫିଆ ଜୟପୁର ସହର ନିକଟ…

ସୂଚନା ଅଧିକାର କର୍ମୀଙ୍କ ବଡ ଖୁଲାସା । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ…

କନକ ବ୍ୟୁରୋ : ଭୋଟ ପାଇଁ ଯୋଜନା ନା ବିକାଶ ପାଇଁ ଯୋଜନା । ଗୋଟିଏ ପଟେ ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ସହାୟତା କୃଷକ ମାନଙ୍କୁ ଦିଆଯାଉଛି…

ରାଜ୍ୟରେ ୧୬୦ ସ୍ଥାନରେ ହେବ ଟିକାକରଣ । ସରକାରୀ ଡାକ୍ତରଖାନା ସହିତ ସିଏଚସି, ପିଏଚସି ଓ ଘରୋଇ ଡାକ୍ତରଖାନାରେ ଦିଆଯିବ…

କନକ ବ୍ୟୁରୋ : ରାଜ୍ୟକୁ କରୋନା ଟିକା ଆସିଲେ କିପରି କରାଯିବ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ୧୬୦ଟି ସେସନ ସାଇଟରେ କରାଯିବ ଟିକାକରଣ । ସେସନ ସାଇଟ୍ ନିର୍ଦ୍ଧାରଣ…

କରୋନା କାଳର କୋଟିପତି ମାଉସୀ । କ୍ଷୀର ଖୋଲିଦେଲା ଭାଗ୍ୟ, କ୍ଷୀର ବିକି କୋଟିପତି ବନିଲେ ୬୨ ବର୍ଷର ବୁଢୀ ମା’ ।

କନକ ବ୍ୟୁରୋ : କ୍ଷୀର ଖୋଲିଦେଲା ଭାଗ୍ୟ । କରୋନା କାଳର କୋଟିପତି ମାଉସୀ । ଲକଡାଉନ୍ ସମୟରେ କ୍ଷୀର ବିକ୍ରି କରି କୋଟିପତି ବନିଲେ ବୃଦ୍ଧା । କୁହାଯାଏ, କୌଣସି ବି କାମ ଛୋଟ କିମ୍ବା ବଡ ହୋଇନଥାଏ । ଆପଣଙ୍କୁ କେବଳ ସେହି କାମର ମହତ୍ୱ ଜାଣିବା ଆବଶ୍ୟକ । ସବୁ କାମର ଆରମ୍ଭ ସବୁବେଳେ ଛୋଟରୁ ହିଁ…

ସୁବର୍ଣ୍ଣପୁରରେ ଚାଲିଛି ବେଆଇନ୍ ବାଲିଚାଲାଣ । ବିନା ଟେଣ୍ଡରରେ ମହାନଦୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ ବାଲି, ସବୁ…

କନକ ବ୍ୟୁରୋ : ସୁବର୍ଣ୍ଣପୁରରେ ଚାଲିଛି ଖୁଲମଖୁଲା ବାଲି ଚୋରାଚାଲାଣ । ଦିନ ଦ୍ୱିପହରରେ ମହାନଦୀ ପଠାରୁ ମାଫିଆ ଲୁଟି ନେଉଛନ୍ତି ଟ୍ରକ ଟ୍ରକ୍ ବାଲି । ସବୁ ଚାଲାଣ ହେଉଛି ବାହାର ଜିଲ୍ଲାକୁ । ସବୁକିଛି ଦିନରେ ଚାଲିଥିଲେ ମଧ୍ୟ ବୀରମହାରାଜପୁର ତହସିଲଦାର ଏହାକୁ ରୋକିବାରେ ବିଫଳ ହୋଇଥିବା…

କୁନି ଝିଅର ବଡ଼ କମାଲ୍ । ପବନ ହୋଇଯିବ ପାଣି, ୯ ବର୍ଷର କୁନି ଝିଅ ଆବିଷ୍କାର କଲା ସ୍ୱତନ୍ତ୍ର ଡିଭାଇସ୍ ।

କନକ ବ୍ୟୁରୋ : ପବନ ହୋଇଯିବ ପାଣି । ଏହି କଥା ଶୁଣିକି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ଡିଭାଇସ୍ ବିଷୟରେ କହିବୁ, ଯାହା ସାହାଯ୍ୟରେ ବାୟୁକୁ ପାଣିରେ ପରିବର୍ତନ କରାଯାଇପାରିବ । ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ…