Daily Archives

January 10, 2021

ଭାରତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

କନକ ବ୍ୟୁରୋ : ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ୨୬ ଜାନୁଆରୀରେ ଭାରତୀୟ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟ ସହ ଯୋଡି ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।  ସୂଚନା ଥାଉକି ବ୍ରିଟେନ…

ଓଡିଶାର କାଶ୍ମୀର… ଦି’ କପ ଚା’ ପିଇ ଦାରିଙ୍ଗବାଡ଼ି ବୁଲୁଛି ଶୀତ, ସଞ୍ଜ ନଇଁଲେ ପ୍ରକୃତି ଗାଉଛି…

କନକ ବ୍ୟୁରୋ : ଗୋଟେ ସିନ୍ଦୁରାଫଟା ଆକାଶ, ଗୋଟେ ଉଇଁ ଆସୁଥିବା ସୂର୍ଯ୍ୟ, ଗୋଟେ କାକରଭିଜା ରୋମାଣ୍ଟିକ ସକାଳ, ସେ ଶୀତୁଆ ସକାଳରେ ସୁନେଲି କିରଣ ପହୁଁଥିବା ଗୋଟେ ଫୁଲେଇ ଝିଅ, ପ୍ରେମର ପଣକିଆ ଡାକୁଥିବା ମାଳମାଳ ପାଇନ ଗଛ, ଆଉ ଦୂରରୁ ଆ କହୁଥିବା ସବୁଜ ପାହାଡ ମାନେ ତ ଦାରିଙ୍ଗିବାଡି... ହଁ…

କାଳିଆକୁ ଦେଖିବା ପାଇଁ କଟକଣା କୋହଳ: ୨୧ରୁ ହଟିବ କୋଭିଡ୍ ରିପୋର୍ଟ କଟକଣା ; ୮ଟା ପରିବର୍ତ୍ତେ ସକାଳ ୭ଟାରୁ ଦର୍ଶନ…

କନକ ବ୍ୟୁରୋ: କୋହଳ ହେଲା କାଳିଆ ଦର୍ଶନ କଟକଣା । । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ଆରମ୍ଭ ହୋଇଛି । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନ ହୋଇଛି । ଜାନୁୟାରୀ ୨୧ରୁ ମନ୍ଦିରରେ ଜଗା ଦର୍ଶନ ପାଈଁ କରୋନା ରିପୋର୍ଟ ଆବଶ୍ୟକ ନାହିଁ । ବିଶେଷ କରି ସାଧାରଣ…

ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ: ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କଲା କ୍ରିକେଟ…

କନକ ବ୍ୟୁରୋ: ସିଡନୀ ଟେଷ୍ଟରୁ ଆସିଛି କ୍ରିକେଟ ପାଇଁ ଲଜ୍ଜାଜନକ ଘଟଣା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଏବେ ଚର୍ଚା ସୃଷ୍ଟି କରିଛି । ଗତକାଲି ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟ ଖେଳାଳିଙ୍କୁ ଜାତିଆଣ…

ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦…

କନକ ବ୍ୟୁରୋ : ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଲା ଖୁସିଖବର । ଜାନୁଆରୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ  ମହାପ୍ରଭୂଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି । ଧିରେ ଧିରେ କରୋନା କଟକଣା ହଟାଇ…

ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ…

କନକ ବ୍ୟୁରୋ: ହରିୟଣାରେ କୃଷକଙ୍କ ଉପରେ ଲାଠିଚାର୍ଜ କରିଛି । ରାଜ୍ୟର କର୍ଣ୍ଣାଲରେ ପ୍ରଦର୍ଶନକାରୀଙ୍କ ଉପରେ ଏହି ବଳପ୍ରୟୋଗ କରିଛି ପୁଲିସ । ଜିଲ୍ଲାରେ କୌମାଲ ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେଇ…