Daily Archives

January 5, 2021

ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କଲା ପୁଲିସ । ଘଟଣାସ୍ଥଳରେ ଦୃଶ୍ୟର ପୁନରାବୃତି କଲେ ଅଭିଯୁକ୍ତ…

କନକ ବ୍ୟୁରୋ : ସାରା ରାଜ୍ୟର ନଜରରେ ଥିବା ମହାଙ୍ଗାର ଡବଲ୍ ମର୍ଡର ଘଟଣା କେମିତି ଘଟିଥିଲା, କେଉଁ ସବୁ ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ କିଭଳି ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୂପ ଦିଆଯାଇଥିଲା?ଏହି ସବୁ ପ୍ରଶ୍ନର ଉତର ଖୋଜିିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ଧରି ଘଟଣାର ରିକ୍ରିୟସନ୍ କରିଛି ପୁଲିସ୍ ।…

ମହାପ୍ରଭୁଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରୁଛି ଭକ୍ତ । ୧୦ଜଣ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା…

କନକ ବ୍ୟୁରୋ : ଛତିଶଗଡରୁ ଆସିଥିବା ଏହି ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ଭାବବିହ୍ୱଳ ପରିବେଶ । କୋଭିଡ ନେଗେଟିଭ ରିପୋର୍ଟ ନଥିବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । କେବଳ ଏହି ଭକ୍ତମାନେ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ…

କୋଭିଡ କଟକଣା ଭିତରେ ସିନେମା ହଲ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୮ରୁ ଖୋଲିବ କେଶରୀ ଟକିଜ । ହଲକୁ…

କନକ ବ୍ୟୁରୋ : ଖୁବ ଶୀଘ୍ର ହଲରେ ସିନେମା ଦେଖିବେ ଦର୍ଶକ । ରାଜଧାନୀରେ ଆସନ୍ତା ୮ ତାରିଖରେ ଖୋଲୁଛି କେଶରୀ ଟକିଜ । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ପରେ ପୁଣି ବଡ ପରଦାରେ ଫିଲ୍ମ ଦେଖିପାରିବେ ରାଜଧାନୀ ବାସୀ । ୫୦ ପ୍ରତିଶତଙ୍କୁ ନେଇ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ…

ଅଭିଯୁକ୍ତ ସରୋଜ ସେଠୀକୁ ‘ନାବାଳକ’ ବୋଲି କହିଲେ ପକ୍ସୋ କୋର୍ଟ । ହେଲେ ବୟସ ନେଇ ଅଧିସ ଅନୁସନ୍ଧାନ କରିବ ଜୁଭେନାଇଲ୍…

କନକ ବ୍ୟୁରୋ : ସାରା ରାଜ୍ୟକୁ ଯେଉଁ ଘଟଣା ଦୋହଲାଇଦେଇଥିଲା ଏବଂ ଯାହାକୁ ନେଇ ଓଡିଶା ରଜାନୀତିରେ ହଲଚଲ ଆସିଥିଲା, ଇଏ ହେଉଛି ସେହି ବହୁ ଚର୍ଚ୍ଚିତ ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । କିନ୍ତୁ ସରୋଜ ଜଣେ ‘ନାବାଳକ’ ବୋଲି ଦର୍ଶାଇଛନ୍ତି ପକ୍ସୋ କୋର୍ଟ । ବୟସ ଦର୍ଶାଇବା ପାଇଁ…

ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ…

କନକ ବ୍ୟୁରୋ : କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଟିକାକରଣ ପାଇଁ ଅନୁମତି ମିଳିଥିବାରୁ ଏହାର ୧୦ ଦିନ ଭିତରେ ଟିକା ଦିଆଯାଇପାରିବ । ଏଥିସହ ସେ କହିଛନ୍ତି ପୁରା ଟିକାକରଣ ପ୍ରକ୍ରିୟାର…

ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ…

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ପ୍ରକୃତ କାରଣ କ’ଣ? ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । କିଏ ରାଜନୈତିକ ବିବାଦର ପରିମାଣ କହୁଛି, ତ ଆଉ କିଏ କହୁଛି ବ୍ୟକ୍ତିଗତ ବିବାଦର ଫଳ । ପ୍ରକୃତ କାରଣ ନେଇ ପୁଲିସ୍ ତଦନ୍ତ…