Daily Archives

January 3, 2021

ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ…

କନକ ବ୍ୟୁରୋ : ଭୁବନେଶ୍ୱରରୁ ଆପଣଙ୍କ ଫୋନ ଚୋରି ହୋଇଛି କି? ଯଦି ହଁ, ତାହେଲେ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଫେରି ପାଇପାରିବେ ଆପଣଙ୍କ ଫୋନ୍ । ଆପଣଙ୍କ ଫୋନର ଆଇଏମଇଆଇ ମ୍ୟାଚ କରିଗଲେ ଫେରି ପାଇବେ ଆପଣଙ୍କ ଫୋନ୍ । ଚୋରି ଯାଇଥିବା ଆଇଫୋନ, ସାମସଙ୍ଗ, ୱାନପ୍ଲସ, ଓପ୍ପୋ, ଭିଭୋ ଭଳି ଦାମି…

ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନଯାକର କୋଳାହଳ ଥମିଗଲା ପରେ ରାତିର ଅନ୍ଧାରରେ ଖୁବଜୋରରେ ନିଶ୍ୱାସ ନେଉଛି ନିର୍ଦ୍ଦିଷ୍ଟ କିଛି ଆପାର୍ଟମେଂଟ । ଅଜଗର ପରି ଗର୍ଜନ, ନିର୍ଜନ ରାତିକୁ ଚିରି ଶବ୍ଦ କରୁଥିଲେ ମଧ୍ୟ- ଏହା ଗାଢ ନିଦରେ ଶୋଇଥିବା କ୍ୟାପିଟାଲବାସୀଙ୍କୁ ବ୍ୟତିବସ୍ତ କରୁନାହିଁ…

କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ…

କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦…

ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା…

କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ ପ୍ରକ୍ରିୟା । କାରଣ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏକ କୋଟିରୁ ଅଧିକ ଲୋକ…

କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।

କନକ ବ୍ୟୁରୋ : ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ସବୁଜ ସଂକେତ ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ବିରୋଧରେ ଟିକା ନିର୍ମାଣ ପାଇଁ ସାରା ବିଶ୍ୱର ବଡ଼ ବଡ଼ କଂପାନୀ ମଧ୍ୟରେ ପ୍ରତିଯୋଗୀତା…

ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍…

କନକ ବ୍ୟୁରୋ : ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହ ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିଲେ । ଶୀତ ଦିନିଆ ସନ୍ଧ୍ୟା ଥିବାରୁ ଚାରିଆଡେ ଅନ୍ଧାର ଥିଲା । ଠିକ୍ ଏହି ସମୟରେ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା…