Daily Archives

December 30, 2020

ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । 

କନକ ବ୍ୟୁରୋ : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜାନୁଆରୀ ମାସରେ ରାଜ୍ୟରେ ଖୋଲିବ ସିନେମା ହଲ ଓ ଥିଏଟର । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ଜାନୁଆରୀ ଡିସେମ୍ବର ୩୧ ଓ ୧ ତାରିଖରେ…

ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ…

କନକ ବ୍ୟୁରୋ : ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଘୋଷଣା କଲେ…

ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ…

କନକ ବ୍ୟୁରୋ : ଏଣିକି କ୍ରିକେଟ ମୈଦାନରେ ଚମକିବେ ଲାଲଗଡର ଝିଅ । ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରିକେଟ ଖେଳିବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଏଥିପାଇଁ ମାଲକାନଗିରି ଜିଲ୍ଲାର ୩୦ ରୁ ଅଧିକ ଝିଅ ଙ୍କ ମାଲକାନଗିରି ଆଣି ପ୍ରଶିକ୍ଷଣ ଦେଉଛି ମାଲକାନଗିରି କ୍ରିକେଟ ଆସୋସିଏଶନ ।…

ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ…

କନକ ବ୍ୟୁରୋ : ବଡିଭୋରୁ ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ମେସିନ ସାହାଯ୍ୟରେ ନଇ ମଝିରୁ ବାଲି ବୁହା ଚାଲିଛି । ଗୋଟିଏ କି' ଦୁଇଟି ସ୍ଥାନରେ ନୁହେଁ, ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ବାଲିଘାଟ ମଧ୍ୟରୁ ୫୦ପ୍ରତିଶତ ବାଲିଘାଟରେ ସମାନ ସ୍ଥିତି। ବିଶ୍ରା, ରାଉରକେଲା, କୁଆଁରମୁଣ୍ଡା,…

ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି ।…

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରେ ଧାନକିଣା ଆମମ୍ଭରୁ ହିଁ ମଣ୍ଡିରେ ଅବ୍ୟବସ୍ଥା ନେଇ ବିବାଦ ଲାଗି ରହିଛି । ଏବେ ମଣ୍ଡିରେ ମିଲରଙ୍କ ପାଦୁର୍ଭାବ ଏବଂ ଦୁଇରୁ ତିନି କେଜି କଟନୀ ଛଟନୀକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଭଲ ଧାନକୁ ଖରାପ ଦର୍ଶାଇ ପ୍ରତ୍ୟାଖାନ କରୁଥିବାରୁ ମିଲରଙ୍କ…

ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଆଜି ହିଁ ଭାରତରେ ଅକ୍ସଫୋର୍ଡ଼ ଟିକାକୁ ଅନୁମତି ମିଳିପାରେ । ପ୍ରଥମରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିପାରେ । ଆଜି କରୋନା ଟିକା ସହ ଜଡ଼ିତ ବିଶେଷଜ୍ଞ କମିଟିର ଏକ ବୈଠକ ବସିବ । ବୈଠକରେ ଭାରତରେ…