Daily Archives

December 30, 2020

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  ।…

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି  ।  ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ । …

ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ । ଡିସେମ୍ବର ୩୦, ୩୧ ଓ…

କନକ ବ୍ୟୁରୋ : କରୋନା କାଳରେ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ତାଗିଦ୍ । ସାରା ବିଶ୍ୱରେ ଏବେ କରୋନାର ନୂଆ ଷ୍ଟ୍ରେନ ଭୟ ବଢାଉଥିବା ବେଳେ ନୂଆ ବର୍ଷ ପାଳନ ଉପରେ ନଜର ରଖିବା ସହ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ…

କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି…

କନକ ବ୍ୟୁରୋ : କରୋନା ଲକ୍ଡାଉନ ସମୟରେ କୋଟି କୋଟି ଟଙ୍କାର କ୍ଷତି ସହିଛି ହୋଟେଲ ଉଦ୍ୟେଗ । ମେଁ ଫେୟାର ଗ୍ରୁଫ ୧୦୦ କୋଟିର କ୍ଷତି ସହିଥିବା ବେଳେ ଓଡିଶାରେ ପ୍ରାୟ ୧୬ଶହ ପଞ୍ଜିକୃତ ହୋଟେଲ ଅଢେଈ ହଜାର କୋଟିର କ୍ଷତି ସହିଛନ୍ତି । ବର୍ତମାନ ମାତ୍ର ୩୫ ପ୍ରତିଶତ ବୁକିଂ ହୋଟେଲ ମାନଙ୍କରେ ହେଉଛି…

ଗୁଣିଗାରେଡ଼ିରୁ ଜଘନ୍ୟ ହତ୍ୟାକାଣ୍ଡ । ମହିଳାଙ୍କ ବେକ କାଟି ଦୁଇ ଭାଇ ଫେରାର ।

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି । ଅତି ବିଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ବେକ କାଟି ହତ୍ୟା କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା…

ବିଜ୍ଞାନ ତାଙ୍କ ଜୀବନ, ବିଜ୍ଞାନ ପାଇଁ ସେ ଜନ୍ମ । ୧୦ ହଜାରୁ ଅଧିକ ସାଇନ୍ସ ପ୍ରକଳ୍ପ କରି ଲିମକା ବୁକ୍ ଅଫ ରେକର୍ଡରେ…

କନକ ବ୍ୟୁରୋ: ସେ ବିଜ୍ଞାନକୁ ଭଲ ପାଆନ୍ତି, ବିଜ୍ଞାନରେ ବଞ୍ଚନ୍ତି । ତାଙ୍କ ରକ୍ତରେ ବିଜ୍ଞାନ, ନିଶ୍ୱାସରେ ବିଜ୍ଞାନ । ସକାଳରୁ ସଞ୍ଜ ଖାଲି ସାଇନ୍ସ କଥା ହିଁ ଭାବନ୍ତି । ବୋଧେ ସେଇଥିପାଇଁ ତାଙ୍କୁ କେହି କେହି ବାଲେଶ୍ୱରର ବିଜ୍ଞାନ ମଣିଷ ବୋଲି ଡାକନ୍ତି ତ ପୁଣି କେହି ଓଡିଶାର ଆଇନ ଷ୍ଟାଇନ…

ସାହାଯ୍ୟ କରିଥିଲେ, ସମ୍ମାନ ପାଇଲେ । ଆଉଟଲୁକ ମାଗାଜିନ୍ ପର୍ସନ୍ସ ଅଫ ଦ ଇଅର ତାଲିକାରେ ସ୍ଥାନ ପାଇଲେ ପ୍ରଥମ ଓଡିଆ…

କନକ ବ୍ୟୁରୋ: ସେବା ପାଇଁ ସମ୍ମାନ । ପୁଣି ସବ୍ୟସାଚୀଙ୍କୁ ମିଳିବାକୁ ଯାଉଛି ଆଉ ଏକ ସମ୍ମାନ । ଆଉଟଲୁକ ମାଗାଜିନ ତରଫରୁ ଏହି ସମ୍ମାନ ମିଳିବାକୁ ଯାଉଥିବା ବେଳେ ସବ୍ୟଙ୍କ ନାମ ଘୋଷଣା କରାଯାଇଛି ତାସହ ମାଗାଜିନର କଭର ପେଜରେ ବି ଏ ଦରଦୀ ମଣିଷଙ୍କୁ ସ୍ଥାନୀତ କରାଯାଇଛି । ବର୍ଷ ୨୦୨୦ରେ ସବୁଠୁ…