Daily Archives

December 26, 2020

ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ,…

କନକ ବ୍ୟୁରୋ : ବଲିଉଡ ଫିଲ୍ମ ଭଳି ଡନ୍, ଡି-ବ୍ରଦର୍ସଙ୍କ ଘରେ ଗୋପନରେ ଲୁଚାଯାଇଥିଲା ଅସ୍ତ୍ରଶସ୍ତ୍ର । ଚଢାଉ ସମୟ ବନ୍ଧୁକ ଲୁଚାଇଥିବା ସ୍ଥାନ ଦେଖି ରେଡ କରୁଥିବା କର୍ମଚାରୀ ତାଜୁବ ହୋଇଥିଲେ । ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିସନରେଟ ପୁଲିସ କଟକ ସିଡିଏ ସ୍ଥିତ…

ସିବିଏସଇ ବୋର୍ଡ ପରୀକ୍ଷା ନେଇ ଡିସେମ୍ବର ୩୧ରେ ହେବ ଘୋଷଣା । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଗତ ମଙ୍ଗଳବାରଦିନ ଏକ…

ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ…

କନକ ବ୍ୟୁରୋ : ନୟାଗଡରେ ୫ ବର୍ଷର ଶିଶୁ ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସରୋଜ ସେଠୀ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି ଯାଂଚକାରୀ ସଂସ୍ଥା । ଆଉ ଏତିକିବେଳେ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର…

ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ…

କନକ ବ୍ୟୁରୋ: ଲକ କଡାଉନ ପରେ ଖୋଲିଛି କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଡୋକରୀ ଚଂଚରା । ସୁନ୍ଦର ପରିବେଶ ସାଙ୍ଗକୁ ପ୍ରକୃତିର ଅପରୂପ ଆନନ୍ଦ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ଯିଏ ଥରେ ଏଠାକୁ ଆସିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରେ । ପ୍ରକୃତିରାଣୀ ଭାବେ ପରିଚିତ ଡୋକରୀ ଚଂଚରା…

୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର…

କନକ ବ୍ୟୁରୋ: ୬ ମାସ ହେଲା ମିଳୁନି କୁନି ପୁଅର ପତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରାର ପରିବାର । ଦିନେ ଛୁଆର ହସକାନ୍ଦରେ ପୁରି ଉଠୁଥିଲା ଘର । ହେଲେ ଘର ପଛପଟେ ଖେଳୁଥିବା ବେଳେ ନିିଖୋଜ ହୋଇଯାଇଛି ଦେଢ ବର୍ଷର ପୁଅ ଲିପୁନ୍ । ପୁଅ ନିଖୋଜ ହେବା…

କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର…

କନକ ବ୍ୟୁରୋ: ଆର୍ଯ୍ୟାଙ୍କ ଉପରେ ସାରା ଦେଶର ନଜର । କମ ବୟସରୁ ଲୋକଙ୍କୁ ବୁଝିଛନ୍ତି, ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ସେଇଥିପାଇଁ ତ ଏତେ କମ ବୟସରେ ମେୟର ବନିବାକୁ ଯାଉଛନ୍ତି ଆର୍ଯ୍ୟା । ମାତ୍ର ୨୧ ବର୍ଷ ବୟସରେ ଆର୍ଯ୍ୟା ରାଜେନ୍ଦ୍ରନ ମେୟର ହେବାକୁ ଯାଉଛନ୍ତି ଯାହା ଦେଶର ସର୍ବକନିଷ୍ଠ…