Daily Archives

December 26, 2020

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ…

କନକ ବ୍ୟୁରୋ : ଅବସର ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ଦଳର ଜନ୍ମ ଦିନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭା, ଲୋକସଭା, ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ । ନବୀନ…

ହୋମିଓପାଥି ଛାତ୍ରଛାତ୍ରୀଙ୍କୁ ହାତବଢ଼ାଇଲା ଶ୍ୟାମ୍ ମେଟାଲିକ୍ସ । ଆକ୍ୱାଗାର୍ଡ ଓ କୁଲର ପ୍ରଦାନ କରି ଦୀର୍ଘଦିନର ସମସ୍ୟା…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସିଲେ କମ୍ପାନୀ କର୍ତ୍ତୁପକ୍ଷ । ମେଡିକାଲ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ସମସ୍ୟା ଦୂରକଲା ରେଙ୍ଗାଲୀ ସ୍ଥିତ ଶ୍ୟାମ୍ ମେଟାଲକ୍ସ ଆଣ୍ଡ୍ ଏନର୍ଜୀ ଲିମିଟେଡ । ସମ୍ବଲପୁର ସ୍ଥିତ ଓଡ଼ିଶା ମେଡିକାଲ କଲେଜ ଅଫ୍ ହୋମିଓପାଥି ଆଣ୍ଡ…

ସବ୍ୟ ଥିଲେ ଶୀତରେ ଥରିବେନି ଅସହାୟ । ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ । ଭିଡିଓ କଲରେ…

କନକ ବ୍ୟୁରୋ : ସବ୍ୟସାଚୀ, ଏହି ନାଁ ସହିତ ଏବେ ସମସ୍ତେ ପରିଚିତ । ନିଜ ମହାନ କାମ ପାଇଁ ଏବେ ଘରେ ଘରେ ପରିଚିତ ସବ୍ୟସାଚୀ । ଏବେ ପୁଣି ଗରିବଙ୍କ ସହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସବ୍ୟ । ଏବେ ଅସହାୟଙ୍କ ଦୁଃଖ ବୁଝିଛନ୍ତି ଏହି ରିୟଲ ହିରୋ । ଅସହାୟ ଲୋକଙ୍କ ଦୁଃଖ ଦୂର କରିବାକୁ ଆଗେଇ…

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପାଲଟା ଜବାବ୍ । ମହିଳାଙ୍କ ପାଇଁ କ’ଣ କରିଛନ୍ତି ମୋଦି ସରକାର, କଡ଼ାଗଣ୍ଡା କରି ହିସାବ ଦେଲେ…

କନକ ବ୍ୟୁରୋ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଧାନମନ୍ତ୍ରୀ ମୋଦି ମହିଳା ବିରୋଧୀ’ କହୁଥିବା ବେଳେ ବାସ୍ତବରେ ପ୍ରଧାନମନ୍ତ୍ରୀ ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ…

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୩ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ…

ଆଉ ଅଳିଆ ହେଉନି ଅନୁଗୁଳ ସହର । ସହରର ସବୁ ଅଳିଆ ସଂଗ୍ରହ କରି ଜୈବିକ ଖତ ପ୍ରସ୍ତୁତ କରୁଛି ଅନୁଗୁଳ ପୌର ପ୍ରଶାସନ । 

କନକ ବ୍ୟୁରୋ: ଅନୁଗୋଳ ସହରର ଆବର୍ଜନା ପୌରପାଳିକା ପାଇଁ ମୁଣ୍ଡବ୍ୟଥା ର କାରଣ ସାଜିଥିଲା । ଅନେକ ସମୟରେ ଆଳିହା ପକାଇବାକୁ ନେଇ ବାଦବିବାଦ ଦେଖାଦେଉଥିଲା।କିନ୍ତୁ ଏବେ ଓଦା ଅଳିଆ ଆଉ ଡ଼ମ୍ପୟାର୍ଡରେ ପଡୁନାହିଁ । ବରଂ ସେଥିରେ ତିଆରି ହେଉଛି ଜୈବିକ ଖତ ଏହାକୁ ବ୍ୟବସାୟ କରି ସ୍ଥାନୀୟ…