Daily Archives

December 24, 2020

ଓଡ଼ିଶାକୁ ଆସିଛି କି ବ୍ରିଟେନ୍ ଭୂତାଣୁ ? ନମୂନା ପରୀକ୍ଷା ପରେ ସ୍ପଷ୍ଟ ହେବ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ…

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଠାରେ ଅଛି କେଉଁ ଷ୍ଟ୍ରେନ ? ପରୀକ୍ଷା ପାଇଁ ପୁନେ ପଠାଗଲା ନମୂନା । ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମନରେ ଭୟ ପ୍ରବେଶ କରିଛି । ସଂପୃକ୍ତ ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ନା ନୁହଁନ୍ତି ସ୍ପଷ୍ଟ ହୋଇ ନାହିଁ । ତେଣୁ ବ୍ରିଟେନ…

ପରୀ ଗାଁରେ ପହଁଚିଲା ବିଜେପିର ପଦଯାତ୍ରା । ପରୀ ପାଇଁ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ।

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ୫ଦିନ ଧରି ଚାଲିଥିବା ବିଜେପିର ପଦଯାତ୍ରା ଆଜି ଯଦୁପୁରରେ ପହଂଚିଛି । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଯଦୁପୁରରେ ପହଂଚିବା ପରେ ଏକ ବଡ ସଭାର ଆୟୋଜନ କରାଯାଇଥିଲା ଏବଂ ବିଜେପି ନେତାମାନେ କହିଥିଲେ, ପରୀ ପାଇଁ ଏହି ଲଢେଇ ଜାରି ରହିବ । ଅନ୍ୟ…

ପାପ କରିବା ପରେ ‘ପରୀ’ ଖବର ଉପରେ ନଜର ରଖୁଥିଲା ଅଭିଯୁକ୍ତ । ଟାଟା ସ୍କାଏ ରିଚାର୍ଜ ପାଇଁ କରୁଥିଲା ଜିଦ । ଏସଆଇଟି…

କନକ ବ୍ୟୁରୋ: ଯେତେବେଳେ ପରୀ ମାମଲାରେ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସେତେବେଳେ ଅଭିଯୁକ୍ତ ସରୋଜ ସେଠୀ କରୁଥିଲା କଣ ? ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ଏସଆଇଟି ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରୁଥିଲା ସରୋଜ । ଖାଲି ସେତିକି ନୁହେଁ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା…

କେମିତି ହୋଇଥିଲା ପରୀ ହତ୍ୟା ? ପିଶାଚ କହିଲା ପାପ କାହାଣୀ ! ଅପରାଧର ଆମୂଳଚୂଳ ଦେଖାଇଲା ଅଭିଯୁକ୍ତ ।

କନକ ବ୍ୟୁରୋ: କେମିତି ହୋଇଥିଲା ‘ପରୀ’ର ହତ୍ୟା...? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ଯେଉଁ ଜଘନ୍ୟ ହତ୍ୟାକାଣ୍ଡ, ସାରା ରାଜ୍ୟକୁ ଦୋହଲାଇ ଦେଇଛି, ଯେଉଁ ଛାତିଥରା ଘଟଣା ଉପରେ ସାରା ରାଜ୍ୟର ନଜର ରହିଛି, ସେହି ନାରକୀୟ କାଣ୍ଡକୁ…

ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ…

କନକ ବ୍ୟୁରୋ: ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ଯଦୁପୁର ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଆଜି ନୟାଗଡ ଯଦୁପୁରରେ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଲୋକ ଆକ୍ରମଣ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ…

ବ୍ରିଟେନ ଫେରନ୍ତାଙ୍କ ଭିତରୁ ଭୁବନେଶ୍ୱରରୁ ସର୍ବାଧିକ । ମୋଟ ୪୩ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୨୧ ।

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଭିତରେ ଭୁବନେଶ୍ୱରରୁ ସର୍ବାଧିକ । ଫେରିଥିବା ୪୩ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୧ । ସେହିପରି ଖୋର୍ଦ୍ଧା-୨, କଟକ-୫, କୋରାପୁଟ-୩, ବ୍ରହ୍ମପୁର-୩ । ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ୨ ଜଣ ଲେଖାଏଁ ଫେରିଛନ୍ତି । ଯାଜପୁର-୧, ରାଜଗାଙ୍ଗପୁର-୧,…