Daily Archives

December 24, 2020

ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ବ୍ରିଟେନରୁ ଓଡିଶା ଫେରିଛନ୍ତି ୪୩ ଜଣ । ତଥ୍ୟ ଦେଲେ ସରକାର

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର ।  ଓଡିଶାକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଓଡିଶାକୁ ଆସିଛନ୍ତି ୪୩ ଜଣ  । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର…

ଆଇପିଏଲ ନେଇ ବିସିସିଆଇର ବଡ ନିଷ୍ପତ୍ତି । ୨୦୨୨ ଆଇପିଏଲ ଖେଳିବେ ୧୦ ଟିମ୍ ।

କନକ ବ୍ୟୁରୋ: ଆସନ୍ତା ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ୧୦ଟି ଟିମ ଖେଳିବେ । ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଂଜୁରୀ ଦିଆଯାଇଛି । ଅହମଦାବାଦ ଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି…

ସ୍ତ୍ରୀ କୁ ଓଡିଶାରେ ଛାଡି ଆମେରିକା ଚମ୍ପଟ ମାରିଲା ସ୍ୱାମୀ । ଲୁଚାଇଥିଲା ପ୍ରଥମ ବିବାହ , ଠକାମୀରେ ଶିକାର ହେଲା ଓଡିଆ…

କନକ ବ୍ୟୁରୋ : ସେ ହୋମବେଦୀର ଚାରିପଟେ ୭ ଘେରା ବୋଲି ସାତ ଜନ୍ମର ସାଥି ହେବାକୁ କଥା ଦେଇଥିଲା । ହେଲେ ସାତ ଜନ୍ମତ ପରର କଥା ମାତ୍ର ୭୦ ଦିନରେ ତୁଟାଇ ଦେଲା ଦେଇଥିବା କଥା । ଆମେରିକାରେ ଉଚ୍ଚ ପଦବୀରେ ଚାକିରୀ ସାଙ୍ଗକୁ ମୋଟା ଅଙ୍କର ଦରମା   । ସେ ଆକାଶରେ ଉଡାଇ ତାକୁ ନେଇଯିବ ଆମେରିକା ।…

ବ୍ରିଟେନ ଫେରନ୍ତାଙ୍କ ନମୂନାରେ ଷ୍ଟ୍ରେନ୍ ଅଛି ନାହିଁ ? ପରୀକ୍ଷା ପାଇଁ ସାମ୍ପଲ ପଠାଗଲା ପୁଣେ ।

କନକ ବ୍ୟୁରୋ: ଓଡ଼ିଶାରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ପାଇଁ ଏନଆଇଭି ପୁନେ ପଠାଗଲା ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ…

ଅଜିତ୍ ଅଗରକର ହେବେ ବିସିସିଆଇ ଚୟନ କମିଟିର ମୁଖ୍ୟ । କମିଟିର ତାଲିକାରେ ପ୍ରକାଶ ପାଇଲା ନାମ । ଓଡିଶାରୁ ଶିବସୁନ୍ଦର…

କନକ ବ୍ୟୁରୋ : ଭାରତୀୟ ଟିମ୍ ର ନୂଆ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବିସିସିଆଇର ପୂର୍ବ କ୍ରିକେଟର ଅଜିତ ଅଗରକରଙ୍କ ସମେତ ୫ ପୂର୍ବତନ ଖେଳାଳୀଙକ ନାମ ସିଲେକ୍ସନ କମିଟି ପାଇଁ ଚୟନ କରାଯାଇଛି । ବିସିସିଆଇ ଅଗରକରଙ୍କ ବ୍ୟତିତ ଚେତନ ଶର୍ମା, ମନିନ୍ଦର ସିଂ, ନୟମ…

ଓଡିଶା- ଆନ୍ଧ୍ର ସୀମା ବିବାଦ ବୈଠକରୁ ବାହାରିଲାନି ସମାଧାନ । ଆଲୋଚନା ବେଳେ ଚକମା ଦେଖାଇଲେ ଆନ୍ଧ୍ର ଅଧିକାରୀ, ଦ୍ୱିତୀୟ…

କନକ ବ୍ୟୁରୋ : ଚାଲ୍ ଖେଳୁଛନ୍ତି ଆନ୍ଧ୍ର ସରକାର । ସୀମା ବିବାଦ ନେଇ ଓଡିଶା- ଆନ୍ଧ୍ର ସୀମା ନିର୍ଦ୍ଧାରଣର ଚୁକ୍ତିନାମାରୁ ଓହରି ଯାଇଛି ଆନ୍ଧ୍ର । ଏହା ସହିତ ଅଧାବାଟରେ ରହିଗଲା ବିବାଦର ସମାଧାନ । ଦୀର୍ଘ ଦିନ ଧରି ଲାଗି ରହିଥିବା ଓଡିଶା-ଆନ୍ଧ୍ର ସୀମା ବିବାଦ ତୁଟିବାକୁ ଯାଉଥିବା ବେଳେ ପୁଣି…