କାଲି ଓଡିଶା ଆସୁଛନ୍ତି ମୋଦି । ଭୁବନେଶ୍ୱରରେ ରାତ୍ରି ରହଣି ପରେ ଯିବେ ବ୍ରହ୍ମପୁର ।

236

କନକବ୍ୟୁରୋ : ଆସୁଛନ୍ତି ମୋଦି । କାଲି ଓଡିଶା ଗସ୍ତରେ ଆସିବେ ମୋଦି । ରାତି ୯ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ । ଭୁବନେଶ୍ୱରରେ ରାତ୍ରି ରହଣି ପରେ ବ୍ରହ୍ଣପୁର ଯିବେ । ୬ ତାରିଖରେ ମୋଦୀଙ୍କର ଓଡ଼ିଶାରେ ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ଗସ୍ତ ବେଳେ ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାର ଆୟୋଜନ କରିବେ ।