Daily Archives

December 21, 2020

ଧରାପଡିଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଏସଆଇଟି ମୁଖ୍ୟ ଅରୁଣ କହିଲେ, ଯøନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି…

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ଅଭିଯୁକ୍ତ ବିରୋଧରେ ତଦନ୍ତକାରୀ ଟିମ୍ ନିକଟରେ ଯଥେଷ୍ଟ ପ୍ରମାଣ ରହିଥିବା ଏସଆଇଟି ମୁଖ୍ୟ କହିଛନ୍ତି । ତେବେ ସେ ଏକା ଏହି ହତ୍ୟାକାଣ୍ଡ ଘଟାଇଥିଲା ନା ଏହା ପଛରେ…

କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବଢିଲା ସାରା ବିଶ୍ୱର ଚିନ୍ତା । ୭୦ ପ୍ରତିଶତ ଅଧିକ ବେଗରେ ହୋଇପାରେ ସଂକ୍ରମଣ ।…

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଭଲ ଖବର ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । କୋଭିଡ୍-୧୯ ଭୂତାଣୁ ୧୭ ପ୍ରକାଣ…

ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଲେ ମୁଖ୍ୟମନ୍ତ୍ରୀ । କହିଲେ ଦୁର୍ନୀତି ବିକାଶର ବଡ ଶତ୍ରୁ । ଯିଏ…

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ । ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ ।…

ସରକାରୀ ସ୍କୁଲରେ ପଢୁଥିଲେ ଖୁସିଖବର । ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ, ଅନୁମୋଦନ…

କନକ ବ୍ୟୁରୋ : ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ । ରାଜ୍ୟ ପରିଷଦ ବୈଠକରେ ଯେଉଁ ପ୍ରସ୍ତାବ ଆସିଛି ତାହା ମଧ୍ୟରୁ ସବୁଠୁ ବଡ…

ନେତା- ଅଫିସରଙ୍କ ସମ୍ପତ୍ତି କେତେ ? ଜନତା ଜାଣିବେ ସମ୍ପତ୍ତି ତାଲିକା । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ହେବ…

କନକ ବ୍ୟୁରୋ: ଜନତା ଜାଣିବେ ନେତା, ଅଫିସରଙ୍କ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମସ୍ତେ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବେ । ସାଧାରଣ ଲୋକଟିଏ ଜାଣିବ ନେତା, ବାବୁଙ୍କ ସମ୍ପତ୍ତି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜେଡି ରାଜ୍ୟ ପରିଷଦ…

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ କୋର୍ଟରେ ହାଜର । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କଲା ଏସଆଇଟି । 

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ନୟାଗଡ ପରୀ ହତ୍ୟା ମାମଲାରେ ଗତକାଲି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧,…