Daily Archives

December 21, 2020

ବିଜିୟୁ ପକ୍ଷରୁ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ । ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ଏହି ପାଠ୍ୟକ୍ରମ…

କନକ ବ୍ୟୁରୋ : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ ଡାଟା ଆନାଲିଟିକ୍ସ, ଫାଇନାନ୍ସିଆଲ ପ୍ଲାନିଂ ଓ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଗୋଠପାଟଣାସ୍ଥିତ ପରିସରରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ବିଜିୟୁ କୁଳପତି ଡକ୍ଟର…

ଅବହେଳିତ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପର୍ଯ୍ୟଟନ ସ୍ଥଳୀର ହୋଇପାରୁନି ରକ୍ଷଣାବେକ୍ଷଣ, ଚାରିଆଡେ ଖାଲି ଅଳିଆ ଆବର୍ଜନା…

କନକ ବୁରୋ : ଅବହେଳିତ ବଲାଙ୍ଗିରର ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଲାଙ୍ଗିର । ଜିଲ୍ଲାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର । ସ୍ଥାନଟିର ସୌନ୍ଦର୍ଯ୍ୟରେ ଲୋକେ ଯେତିକି ବିଭୋର ହୁଅନ୍ତି ତାଠାରୁ ଢେର ଅଧିକ ଆକର୍ଷିତ କରି ଏହାର ଆଧ୍ୟାତ୍ମିକ…

ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ନୂଆ ମୋଡ । ମାଲକାନଗିରି ପୁଲିସକୁ କାଠଗଡାକୁ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ କୁ ଏକ ବର୍ଷ ପୁରିବାକୁ ବସିଲାଣି । ତେବେ ଏ ଯାଏଁ ନ୍ୟାୟ ପାଇ ଜିଲ୍ଲାପାଳଙ୍କ ପରି ମାଲକାନଗିରି ଏସପି ଓ ପୁଲିସ କୁ ଟାରଗେଟ୍ କରିଛନ୍ତି ମୃତ ପିଏଙ୍କ ପତ୍ନୀ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ…

ଦାଦନ ମୁହାଁ ପଥର ଶିଳ୍ପୀ । ନୀର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ସାଜିଛନ୍ତି ଦାଦନ ।

କନକ ବ୍ୟୁରୋ : ଦାଦନ ମୁହାଁ ପଥର ଶିଳ୍ପୀ । ନୀର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଦାଦନ ସାଜିଛନ୍ତି । କରୋନା କାଳରେ ବ୍ୟବସାୟ ନଥିବାରୁ କୌଳିକ ବୃତି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଶିଳ୍ପୀ । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଅଛି ପଥର ଶିଳ୍ପି ଗାଁ…

କଟକ ପାଲଟିଛି ନକଲି କାରଖାନାର ହବ୍ । ପୁଣି ନକଲି ଘିଅ କାରଖାନା ଠାବ । କଟକ ପିଠାପୁରରୁ ନକଲି ଘିଅ କରାଖନା ଠାବ କଲା…

କନକ ବ୍ୟୁରୋ : କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା । ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ବାଦାମବାଡି ପୋଲିସ । ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।…

ବିନା ପାପୁଲିରେ ବିଲାତି ଚାଷ କରି ଚର୍ଚ୍ଚାରେ ବିଭୂତି । ଦିବ୍ୟାଙ୍ଗ ହୋଇ ବି ହାରି ନାହାନ୍ତି । ନିଜେ ସ୍ୱାବଲମ୍ବୀ…

କନକ ବ୍ୟୁରୋ: ଚାଷ କାମ ଯାହାର କେଡେ ସୁଖ ତାହାର... ଏ କଥାକୁ କେବଳ କଥାରେ ରହିବାକୁ ଦେଇନାହାନ୍ତି ଏ ବ୍ୟକ୍ତି । ଜନ୍ମରୁ ଦିବ୍ୟାଙ୍ଗ ହେଲେ ଏ ସବୁଜ ଫସଲ, ଏ ବିରାଟ କ୍ଷେତର ପନିପରିବା ଯେ ତାଙ୍କ ହାତର ସ୍ପର୍ଶରେ ଫଳିଛି ତାହା କେହି ବିଶ୍ୱାସ କରିବେନି । ଆଜ୍ଞା ହଁ, ହାତର ପାପୁଲି ନଥାଇ ବି…