Daily Archives

December 21, 2020

ଡ୍ରଗ୍ସ ଲିଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ ଏନସିବିରେ ହାଜର ହେଲେ ଅର୍ଜୁନ ରାମପାଲ ।  ବଲିଉଡ଼ ଅଭିନେତାଙ୍କୁ ଏନସିବିର…

କନକ ବ୍ୟୁରୋ : ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଆଜି ଏନସିବି କାର୍ଯ୍ୟାଳୟରେ ପହଂଚିଥିଲେ । ଡ଼୍ରଗ୍ସ କନେକ୍ସନ ନେଇ ପଚରା ଉଚରା କରିଛି ଏନସିବି । ପୂର୍ବରୁ ଡ଼ିସେମ୍ବର ୧୬ ତାରିଖରେ ଏନସିବିରେ ହାଜର ପାଇଁ ଅର୍ଜୁନ ରାମପାଲଙ୍କୁ ସମନ ଜାରି କରିଥିଲା ଏନସିବି । ତେବେ…

ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢେଇ, ବଦଳୁଥିବା ସମ୍ପର୍କକୁ ନେଇ…

କନକ ବ୍ୟୁରୋ : ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ଲଢେଇ । ଗୋଟିଏ ପଟେ ରାସ୍ତାକୁ ଓହ୍ଲାଇ ରଣହୁଂକାର ଦେଇଛି ବିଜେପି, ଅନ୍ୟପଟେ  ବିଜେପିକୁ ଟାର୍ଗେଟ କରି ଆକ୍ରମଣ କରୁଛି ବିଜେଡି । ଉଭୟ ଦଳର ଏହି ନୂଆ ରୂପ ଏବେ ରାଜନୈତିକ…

କଳିଙ୍ଗ ନଗରରୁ ଆସିଲା ରାଜପଥ ଲୁଟେରାଙ୍କ ଲୋମ ଟାଙ୍କୁରା ଚିତ୍ର । ଡୁବୁରି କଲେଜ ପାଖରେ କାର ଅଟକାଇ ଖଣ୍ଡାରେ କରୁଥିଲା…

କନକ ବ୍ୟୁରୋ : କାମ ସାରି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ରାତିରେ ରାଜପଥ ଉପରେ ଗାଡି ଲାଇଟରେ ଦେଖାଗଲେ କିଛି ଲୋକ । ସମସ୍ତେ ଗାଡି ଅଟକାଉଥିଲେ । ହାତରେ ଥିଲା ଖଣ୍ଡା, ଟର୍ଚ ଲାଇଟ୍ । ଗାଡି ଅଟକାଇ ମାଡି ଆସିଲେ ଦେଖୁ ଦେଖୁ । ଆଖି ପିଛୁଳାକେ ଜୀବନ ବଂଚାଇ ଗାଡି ଫେରାଇ ଆଣିଲେ ଗାଡି ଚାଳକ…

ପରୀ ହତ୍ୟା ମାମଲା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ । ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏସଆଇଟି । ମାମଲାର ଶୁଣାଣି ପକସୋ କୋର୍ଟରେ ହିଁ ଚାଲିବ । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର…

କରୋନାର ନୂଆ ଷ୍ଟ୍ରେନ ପାଇଁ ହାଇଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ ରାତ୍ରି କର୍ଫ୍ୟୁ

କନକ ବ୍ୟୁରୋ : କରୋନା ଭାଇରସର ନୂଆ ଷ୍ଟ୍ରେନ ପାଇଁ ହାଇ ଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରି କର୍ଫ୍ୟୁ ଲାଗୁ ହେବ । ମହାରାଷ୍ଟ୍ରରେ କାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା ଲାଗୁ ହେବ । ଏହି କଟକଣା ଜାନୁଆରୀ ୫ ତାରିଖ ଯାଏଁ…

ମହଙ୍ଗା ପଡିଲା ପେଟିଏମରେ ଟିଭି ରିଚାର୍ଜ । ରିଚାର୍ଜ କଲେ ୨୮୦ ଟଙ୍କା, ଆକାଉଂଟରୁ ଅନଲାଇନ୍ ଠକ ଲୁଟି ନେଲେ ଲକ୍ଷେ…

କନକ ବ୍ୟୁରୋ : ପେଟିଏମରେ ୨୮୦ ଟଙ୍କାରେ ଟିଭି ରିଚାର୍ଜ କରୁଥିଲେ । ଶିକାର ହୋଇଗଲେ ଅନଲାଇନ ଲୁଟର । କିଛି ଘଂଟାରେ ବ୍ୟାଙ୍କ ଖାତାରୁ କଟିଗଲା ୯୮ ହଜାର ଟଙ୍କା । ଅନଲାଇନ ଫ୍ରଡର ଏଭଳି ଘଟଣାର ଶିକାର ହୋଇଛନ୍ତି ରାଜଧାନୀର ଜଣେ ବ୍ୟକ୍ତି ।ଜମତରା ଗ୍ୟାଙ୍ଗର ଲୁଟ ଭଳି ଅନଲାଇନ ଲୁଟର ଏହି କାହାଣୀ…