Daily Archives

December 2, 2020

ବିଶ୍ୱରେ ପ୍ରଥମ କୋଭିଡ୍ ଟିକା ଆଣିବାକୁ ଯାଉଛି ଫାଇଜର । ଆସନ୍ତା ୭ ତାରିଖରେ ବ୍ରିଟେନରେ ଆରମ୍ଭ ହେବ ଟିକାକରଣ ।

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଅନୁଭବ ହେଉଛି ଯେ, କରୋନା ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ବିଶ୍ୱର ପ୍ରଥମ କୋଭିଡ୍ ଟିକା ଆଣିବାକୁ ଯାଉଛି ଆମେରିକାର ଫାଇଜର କମ୍ପାନୀ । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଫାଇଜର ନିର୍ମିତ କୋଭିଡ୍ ଭ୍ୟାକସିନକୁ ବ୍ୟବହାର ପାଇଁ ଅନୁମତି ଦେଇଛି ।…

ଖୋଲୁଛି ଆକାଶ ପାଠକଙ୍କ ଜାଲ୍ ସାମ୍ରାଜ୍ୟର ଗୁମର । ସାମ୍ନାକୁ ଆସିଲା, ଟାଟା କମ୍ପାନୀର ନାଁ ଜାଲ ନିଯୁକ୍ତି ପତ୍ରର…

କନକ ବ୍ୟୁରୋ : ଆକାଶ ପାଠକର କାହାଣି ଯେତେ ଲମ୍ବୁଛି ସେତେ ନୂଆ ନୂଆ କଥା ସାମନାକୁ ଆସୁଛି । ଏମିତି ତଥ୍ୟ ସାମନାକୁ ଆସୁଛି, ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଜି କନକ ନ୍ୟୁଜ୍ ହାତରେ ଆକାଶ ପାଠକର ଅନେକ ଗୁରୁତ୍ୱପୂର୍ଣ୍ଣ ଚିଠି ଲାଗିଛି । ଟାଟା କମ୍ପାନୀର ଏମଡି ଭାବେ ନିଜକୁ…

ହୀରାକୁଦ ଜଳଭଣ୍ଡାରରେ ଲାଗିଛି ବିଦେଶ ପକ୍ଷୀଙ୍କ ଭିଡ । ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ମାଲଦୀପରୁ ଉଡି ଜଳକ୍ରୀଡା…

କନକ ବ୍ୟୁରୋ: ହୀରାକୁଦ ନଦୀବନ୍ଧ ବିସ୍ତାର ଜଳରାଶିକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହେଲାଣି । ହୀରାକୁଦ ନଦୀବନ୍ଧ ଜଳରାଶିକୁ ଲାଗି ରହିଥିବା ବିଭିନ୍ନ ଅଂଚଳରେ ବିଦେଶୀ ପକ୍ଷୀ ଦେଖା ଗଲେଣି । ଏପଟେ ସେମାନଙ୍କୁ ସୁରକ୍ଷା ଯୋଗାଇବା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ । ଆସନ୍ତା ଜାନୁଆରୀ…

କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଚିଠି ଲେଖିଲେ ଅତିରିକ୍ତ…

କନକ ବ୍ୟୁରୋ : କରୋନା ମୁକାବିଲା ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ଘରୋଇ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ବିଏମସି କିମ୍ବା ମ୍ୟୁନିସପାଲଟି ପକ୍ଷରୁ କୌଣସି ପୋଷ୍ଟର ଲଗାଯିବନାହିଁ । ଏନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ…

‘ଅଳସୀ’ ଡାକୁଛି ଆ… କୁହୁଡିର ଚାଦର ପିନ୍ଧି କୋରାପୁଟ ଛାତିରେ ଝୁଲିଝୁଲି ଶୀତୁଆ ସକାଳର ସୂର୍ଯ୍ୟ…

କନକ ବ୍ୟୁରୋ: ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ । ଆଉ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପଯ୍ୟଟକଙ୍କୁ ମତୁଆଲା କରୁଛି । ପଯ୍ୟଟକ ହୁଅନ୍ତୁ କି ପଥଚାରୀ । ସମସ୍ତଙ୍କ ଆଳସ୍ୟକୁ ଦୂର କରି ଆନମନା କରୁଛି ଅଳସୀ ଫୁଲର ଅପୂର୍ବ ସମ୍ଭାର । ମୁଁ ଅଳସୀ, ଅନ୍ୟଙ୍କ ଆଳସ୍ୟ ଭାଙ୍ଗେ,…

କରୋନା ଭାଇରସ୍ କଲରଟ୍ୟୁନରୁ କେମିତି ପାଇବେ ମୁକ୍ତି । ଜାଣନ୍ତୁ କେଉଁ ଫୋନରୁ କେମିତି କରିବେ ଏହି କଲରଟ୍ୟୁନ୍ ବନ୍ଦ

କନକ ବ୍ୟୁରୋ : କରୋନା ମହାମାରୀ ଆସିବା ଦିନ ଠାରୁ ଆପଣ ଯାହାକୁ ବି କଲ୍ କରନ୍ତୁ ଆପଣଙ୍କୁ ଅମିତାଭ ବଚ୍ଚନଙ୍କ ସଚେତନତା ବାର୍ତ୍ତା ବାରମ୍ବାର ବିରକ୍ତ କରିଦେଉଛି । ଆପଣ କିଛି ଜରୁରୀ କାମରେ ଫୋନ୍ କରୁଥିଲେ ଆପଣଙ୍କୁ ପ୍ରଥମେ ୧ ମିନଟ୍ ଯାଏ ଏହି ସଚେତନତା ବାର୍ତ୍ତା ଶୁଣାଉଛି ଆପଣଙ୍କ ସିମ୍…