Daily Archives

November 29, 2020

ବିଜେଡିରୁ ବହିଷ୍କାର ପରେ ଗଣମାଧ୍ୟମ ଆଗରେ ସଫେଇ ରଖିଲେ ପ୍ରଦୀପ ପାଣିଗ୍ରାହୀ । ପାଠକ ବାପାପୁଅଙ୍କୁ ଅତିଭଦ୍ରଲୋକ ବୋଲି…

କନକ ବ୍ୟୁରୋ : ପାଠକ ବାପା ପୁଅଙ୍କ ଅମାପ ସମ୍ପତି କଥା, ସାରା ଓଡିଶାରେ ହଇଚଇ ସୃଷ୍ଟି କରିବା ପରେ ଧୀରେ ଧୀରେ ସେହି ଜାଲ ଭିତରେ ଛନ୍ଦି ହୋଇଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାରଣ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ଝିଅ ବାହାଘର ହେବାର ଥିଲା ।…

ଚାର୍ଟର ପ୍ଲେନରେ ଅଭୟ ପାଠକଙ୍କ ପରିବାର ସହ ଆକାଶରେ ବୁଲୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପରିବାର । ତାଜ୍…

କନକ ବ୍ୟୁରୋ : କଳା ଧନରେ କୁବେର ସାଜିଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ଚାର୍ଟର ଫ୍ଲାଇଟ୍ ବା ସ୍ୱତନ୍ତ୍ର ବିମାନ ଭଡ଼ାରେ ନେଇ ପରିବାର ସହ ବୁଲୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨୦୨୦ ଅଗଷ୍ଟ ୫ ତାରିଖରେ ଫ୍ଲାଇଟ୍ ବୁକ୍ କରି ପୁନେରୁ ପାଟନା ଅଭିମୁଖେ…

ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ଦାଦାବାଟି, ରାହାଜାନି କରୁଥିବା ୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଆସିକା ପୁଲିସ ।…

କନକ ବ୍ୟୁରୋ : ଗଞ୍ଜାମ ପୁଲିସକୁ ବଡ଼ ସଫଳତା । ଏକାସହ ଏତେ ଅସ୍ତ୍ର ଜବତ କରିବାରେ ଆସିକା ପୁଲିସ ସକ୍ଷମ ହୋଇଛି । ଧରାକୋଟ, ବଡ଼ଗଡ଼,ଆସିବା ଅଂଚଳରେ ରାହାଜାନି, ଦାଦାବଟି ଆଦାୟ କରୁଥିବା ବେଳେ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି । ୩ ଥାନା ପୁଲିସର ମିଳିତ ଉଦ୍ୟମରେ ଏମାନଙ୍କୁ ଗିରଫ…

ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟ । ଦିନିକିଆ ସିରିଜ ହାରିଲା ଭାରତ

କନକ ବ୍ୟୁରୋ : ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତ ପରାଜୟ ଲାଭ କରିଛି । ଭାରତ ଏହି ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୫୧ରେ ପରାସ୍ତ ହୋଇଛି । ଫଳରେ ଏହି ପରାଜୟ ସହ ଭାରତ ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ପରାଜୟ ହୋଇଛି । ଏବେ ଅଷ୍ଟ୍ରେଲିଆ ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ଶେଷ…

ଗୋଟିଏ ବର୍ଷରେ ୨୩ ପିଲାର ବାପା ହେଲେ ଏହି ଯୁବକ । ଜାଣନ୍ତୁ କାହିଁକି ମହିଳା ମାନେ ତାଙ୍କୁ କରନ୍ତି ପସନ୍ଦ

କନକ ବ୍ୟୁରୋ : ଜଣେ ମହିଳା ଅତିବେଶିରେ ଗୋଟିଏ ବର୍ଷରେ ଗୋଟିଏ ପିଲାର ମା’ ହୋଇପାରିବ । ହେଲେ ଗୋଟିଏ ବର୍ଷରେ ଜଣେ ଯୁବକ ୨୩ ଟି ପିଲାର ବାପା ହୋଇଗଲେ । ବାସ୍ତବରେ ଏହି ଯୁବକ ଜଣକ ପ୍ରଥମରୁ ନିଜର ଶୁକ୍ରାଣୁ ଦାନ କରୁଥିଲେ । ମାତ୍ର ଏହାପରେ ଯୁବକ ଜଣକ ଏହାକୁ ଏକ ଚାକିରୀ ଭାବେ ଗ୍ରହଣ କରିନେଲେ…

କଟକ ଆଇଆଇଏଫଏଲ ଲୁଟ ଘଟଣାରେ ସଂସ୍ଥାର ସୁରକ୍ଷାକର୍ମୀ ଗିରଫ । ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଦେଇଥିଲେ ଏତଲା

କନକ ବ୍ୟୁରୋ : କଟକ ନୟାସଡ଼କ ଆଇଆଇଏଫଏଲ ଲୁଟ ଘଟଣାରେ ଆଉ ଜଣେ ଗିରଫ । ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଛି । ଲୁଟ ଦିନ ଜାଣିଶୁଣି ପୁଲିସ ପାଖେ ଏତଲା ଦେଇଥିଲା ସୁରକ୍ଷାକର୍ମୀ ହରମୋହନ ଦାସ । ଲୁଟ ପୂର୍ବରୁ ମାଷ୍ଟର ମାଇଣ୍ଡ ଲାଲା ସହ ଗୁପ୍ତରେ ଭେଟିଥିଲା । ପୂର୍ବରୁ ୧୦ ଜଣଙ୍କୁ…