Daily Archives

November 28, 2020

ଆକାଶରେ ଉଡୁଥିବା ଆକାଶ ପାଠକଙ୍କ ଆଉ ଏକ କାରନାମା: ଟାଟା ନାଁରେ ମିଛରେ ଦେଉଥିଲେ ନିଯୁକ୍ତି ପତ୍ର! ଚଂଚକତାରେ ଆସିଲା…

କନକ ବ୍ୟୁରୋ: ପାଠକ ବାପ ପୁଅ କିଭଳି ଏତେ ସଂପତ୍ତିର ଅଧିକାରୀ ହେଲେ, କିଭଳି ରାଜକୀୟ ଜୀବନ ବଂଚୁଥିଲେ? ଏହି ଉତ୍ତର ଖୋଜିଲା ବେଳେ ଖିଅ ଯାଇ ପହଁଚିଲାଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଯାଏଁ । ମିଳିଥିବା ସୂଚନା ଅନୁସାରେ, ଆକାଶ ପାଠକ ନିଜକୁ ଟାଟା କଂପାନୀର ବରିଷ୍ଠ ଅଧିକାରୀ…

ବାପାଙ୍କୁ ଅନୁସରଣ କରୁଛନ୍ତି ଚିରାଗ । ଭବିଷ୍ୟବାଣୀ କରି କହିଲେ, ୨୦୨୫ ପର୍ଯ୍ୟନ୍ତ ରହିବ ନାହିଁ ନିତୀଶ ସରକାର

କନକ ବ୍ୟୁରୋ : ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଜମୁଇ ସାଂସଦ ଚିରାଗ ପାଶୱାନ ସ୍ୱର୍ଗତ ପିତା ରାମବିଳାଶ ପାଶୱାନଙ୍କ ଭଳି ଭବିଷ୍ୟବାଣୀ କରିବା ଆରମ୍ଭ କରିଦେଇଛନ୍ତି । ସେ ଭବିଷ୍ୟବାଣୀ କରିଛନ୍ତି କି ବିହାରରେ ନିତୀଶ ସରକାର ସମ୍ପୁର୍ଣ୍ଣ କାର୍ଯ୍ୟକାଳ ଯାଏଁ ତିଷ୍ଟି ପାରିବ…

ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ ।…

କନକ ବ୍ୟୁରୋ : ଟ୍ୱିନସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ମାସ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଦୃଷ୍ଟି…

ଉଡାଜାହାଜରେ ଆସିଲା କରୋନା ଟିକା । ଫାଇଜର କମ୍ପାନିର ଯୋଜନା, ଦିନକୁ ୨୦ ବିମାନରେ ଆସିବ କରୋନା ଟିକା ।

କନକ ବ୍ୟୁରୋ :ଆମେରିକାରେ କରୋନା ଟିକା ବିତରଣ ପାଇଁ ଚାର୍ଟର ବିମାନ ଉଡ଼ାଣ ଆରମ୍ଭ କରାଯାଇଛି। ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଦ୍ୱାରା ଫାଇଜର କରୋନା ଟିକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଛି। କିଛି ଦିନ ପୂର୍ବରୁ ଫାଇଜର କହିଥିଲା ଯେ, ଏହାର କରୋନା ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ…

ସମୁଦ୍ର ବାଲିରୁ ମିଳୁଛି ସୁନା । ସଂଗ୍ରହ କରିବାକୁ ବେଳାଭୂମିରେ ଭିଡ ଜମାଉଛନ୍ତି ଶହ ଶହ ଲୋକ

କନକ ବ୍ୟୁରୋ : ସମୁଦ୍ର ବାଲିରେ ଚମକୁଛି ସୁନା କଣିକା । ଏକଥା ଆପଣ ମାନଙ୍କୁ ଅବିଶ୍ୱାସ ଲାଗିପାରେ । ହେଲେ କଥାଟି ସତ । ଏହା ପୁଣି କେଉଁ ବିଦେଶର ବେଳାଭୂମି ନୁହେଁ । ଖୋଦ ଭାରତର ଏକ ବେଳାଭୂମିରେ ମିଳୁଛି ସୁନା । ଆଉ ତାହାକୁ ଗୋଟାଇବାକୁ ବେଳାଭୂମିରେ ଭିଡ ଲଗାଇଛନ୍ତି ଶହ ଶହ ମହିଳା ଓ ପୁରୁଷ…

‘କାଳକ’ ଦୁଃଖ ବୁଝିଲେ ସରକାର । ଅପହଞ୍ଚ ଇଲାକାରେ ପହଁଚିବ ସବୁ ସୁବିଧା, ଦ୍ୱିପାଂଚଳର ଦୁଃଖ ଦୂର କରିବ ‘କାଳକ…

କନକ ବ୍ୟୁରୋ: କାହିଁ କେଉଁ କାଳରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । କଟକ ଜିଲ୍ଲା ନିଆଳୀର ଅପହଁଚ ଦ୍ବୀପାଞ୍ଚଳ କାଳକ ମୌଜାକୁ ଗମାନାଗମନ ସମ୍ବବ କରିବାକୁ ଯୋଗାଇ ଦେଇଛନ୍ତି ଆବଶ୍ୟକୀୟ ଅର୍ଥ। ଆଉ ନିର୍ମାଣ ପଥେ ଆଗେଇ ଚାଲିଛି କାଳକ ବିଜୁ ସେତୁ। କାଳକ…