Daily Archives

November 26, 2020

କେଉଁଠି କେତେ ସମ୍ପତ୍ତି ରଖିଥିଲେ ସରକାରୀ ବାବୁ ? ଆଇଏଫଏସ୍ ଅଭୟ ପାଠକଙ୍କ ଅମାପ ସମ୍ପତ୍ତିର ତଥ୍ୟ ଦେଲା ଭିଜିଲାନ୍ସ ।

କନକ ବ୍ୟୁରୋ : ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କ ଠାରୁ ଯେଉଁ ସମ୍ପତି ଜବତ ହୋଇଛି, ତାର ତାଲିକା ବେଶ ଲମ୍ବା ରହିଛି । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩…

କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ରାଉରକେଲା ଲୁଟ୍ ଘଟଣାର ଖିଅ ଖୋଜୁଛି ପୁଲିସ୍ । କେମିତି ଧରାପଡ଼ିଲେ ଲୁଟେରା,…

କନକ ବ୍ୟୁରୋ : କଟକ ନୟାସଡକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ୪ ବର୍ଷ ତଳେ ରାଉରକେଲାରେ ହୋଇଥିବା ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଫାଇଲ ଖୋଲିଛି ପୁଲିସ । ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ କେଉଁ ତରିକା ଆପଣାଇଲା, ସେନେଇ କଥାବାର୍ତ୍ତା ଜାରି ରଖିଛି ରାଉରକେଲା ପୁଲିସ । ଦୁଇଟି…

ରାତିରୁ ପୁରୀ ଶ୍ରୀମନ୍ଦିରରେ ରୀତିନୀତି, କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଆଜି ରାତି ୨ଟାରୁ ୧୪୪ ଧାରା,…

କନକ ବ୍ୟୁରୋ : ରାତିପାହିଲେ ମହାପ୍ରଭୁଙ୍କ ବିରଳ ଯୋଦ୍ଧା ବେଶ, ନାଗାର୍ଜୁନ ବେଶ । ଏନେଇ ପବିତ୍ର ବିଜୟା ଦଶମୀରୁ ଅନୁକୁଳ ହୋଇଥିଲା ବେଶର ନିର୍ମାଣ କାର୍ଯ୍ୟ । ଆଜି ଶୁଭ ମୂହୁର୍ତ୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିବ ମହାପ୍ରଭୁଙ୍କ ପାଇଁ ତିଆରି…

ପରୀ ହତ୍ୟା ମାମଲାକୁ ନେଇ ଦିନ ତମାମ ବନ୍ଦ ରହିଲା ବିଧାନସଭା । ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ରହିଲେ ବିରୋଧୀ ।…

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗୃହରେ ବିବୃତି ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ପରୀ ମୃତ୍ୟୁ ପ୍ରସଙ୍ଗରେ ଅଭିଯୁକ୍ତ ବାବୁଲି ନାୟକକୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରି ଆଜି ବିରୋଧୀ ତାଙ୍କର ଇସ୍ତଫା ଦାବି କରିଥିଲେ । ଗୃହରେ ଉତ୍ତର ରଖି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,…

କର୍ମଚାରୀଙ୍କୁ କରିଦେଲେ କମ୍ପାନୀର ମାଲିକ । ଅଂଶଧନର ଲାଭାଂଶ ବାଣ୍ଟିଦେଲେ କର୍ମଚାରୀଙ୍କ ମଧ୍ୟରେ । ଏବେ ପ୍ରତି…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କିଛି କମ୍ପାନୀ ସେମାନଙ୍କର କର୍ମଚାରୀଙ୍କୁ ବାହାର କରିଦେଲେଣି ତ କେହି ଦରମା ଦେଇ ନପାରି ଲୁଚିଲେଣି । କେହି କେହି କର୍ମଚାରୀଙ୍କୁ ଦରମା ନଦେଇ ଜୋର ଜବରଦସ୍ତ କମ୍ପାନୀରୁ ବାହାର କରିଦେଲେଣି । ଏଭଳି ସ୍ଥିିତିରେ ଏମିତି ଏକ ଖବର ଆସିଛି କି ଜଣେ କମ୍ପାନୀର…

IFS ଅଭୟଙ୍କ ପୁଅ ଆକାଶଙ୍କୁ ହେପାଜତକୁ ନେଲା ଭିଜିଲାନ୍ସ । ରାଜସ୍ଥାନରରେ ରାଜକୀୟ ଠାଣିରେ ବାହାଘର ପାଇଁ ବୁକ୍ ହୋଇଥିଲା…

କନକ ବ୍ୟୁରୋ : ବାପା ପଇସାରେ ଅଏସ କରୁଥିବା ପୁଅ ଆକାଶ ପାଠକକୁ ହେପାଜତରେ ନେଲା ଭିଜିଲାନ୍ସ । ଆଉ କିଛି ସମୟ ପରେ ତାଙ୍କୁ ନେଇ ଭୁବନେଶ୍ୱର ପହଞ୍ଚିବ ଭିଜିଲାନ୍ସ । ବାପା ଅଭୟ ପାଠକ ଓ ପୁଅ ଆକାଶ ପାଠକର କଳାକାରନାମା ଦେଖି ଭିଜିଲାନ୍ସର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୁଅ ଆକାଶ…