Daily Archives

November 24, 2020

ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତିଙ୍କ ରୁଲିଂ । କାଲି ଉତ୍ତର ରଖିବେ ମନ୍ତ୍ରୀ । ବିଧାନସଭା ଆଗରେ ଆତ୍ମହୁତି…

କନକ ବ୍ୟୁରୋ : ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତିଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ଏନେଇ କାଲି ଗୃହରେ ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ଦଳ ୪ଟି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । ବାପା, ମା’ ସୁରକ୍ଷ…

ଲୋକଙ୍କ ଉପରେ ମାଡିଗଲା ହାଇୱା । ସିରିଜ ଦୁର୍ଘଟଣା କରି ୫ ଜଣଙ୍କ ଜୀବନ ନେଲା ଟ୍ରକ । ନୟାଗଡରେ ଭୟଙ୍କର ଦୁର୍ଘଟଣା ।

କନକ ବ୍ୟୁରୋ: ହାଇୱା ଦୁର୍ଘଟଣାରେ ୫ ମୃତ । ନୟାଗଡ ଶରଣକୂଳରେ ମର୍ମନ୍ତୁଦ ଦୁର୍ଘଟଣା । ଭୟାନକ ଟ୍ରକ ଧକ୍କାରେ ଆଖି ବୁଜିଲେ ୫ ଜଣ । ମୃତକଙ୍କ ମଧ୍ୟରେ ୨ ମହିଳା, ୩ ଜଣ ପୁରୁଷ ଥିବାବେଳେ ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଶରଣକୂଳରେ ସିରିଜ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି…

ସୁପ୍ରିମକୋର୍ଟରେ ନାଗାର୍ଜୁନ ବେଶ ଦର୍ଶନ ଦାବି । କରୋନା ଗାଇଡଲାଇନ୍ ସହ ମନ୍ଦିର ଖୋଲି ଶ୍ରୀଜିଉଙ୍କ ଦୁର୍ଲଭ ବେଶର ସର୍ବ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦର୍ଶନ ଦାବି । ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ସର୍ବ ସାଧାରଣ ଦର୍ଶନ ଦାବି କରି ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି । ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଂଚ ପକ୍ଷରୁ ଏହି ଆବେଦନ କରାଯାଇଛି । କରୋନା ଗାଇଡଲାଇନ୍…

ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କ ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ 

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଛି । ତାଙ୍କର ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ । ଆୟ ବର୍ହିଭୁତ ସଂପତି ହେଉଛି ୧ କୋଟି ୮୮ ଲକ୍ଷ  ଟଙ୍କା, ଯାହା ହେଉଛି ୨୫୪ ପ୍ରତିଶତ ଅଧିକ । ଆୟ ବହିଭୂତ ସଂପତି ଠୁଳ…

ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର…

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଖୋଲିବ ଶ୍ରୀମନ୍ଦିର । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଛତିଶାନିଯୋଗ ର୍ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି ।…

ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ସେହିଦିନ ୨୪ ଘଂଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ…

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ଛତିଶା ନିଯୋଗ ବୈଠକ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ପୁରୀ ଜିଲ୍ଲା ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନାଗାର୍ଜୁନ…