Daily Archives

November 24, 2020

ଏଣିକି ଦଶମ ପାସ୍ କରିଥିବା ବ୍ୟକ୍ତି ବି ବନିବେ ଡିଷ୍ଟ୍ରିବ୍ୟୁଟର! ଘରେ ବସି ଗ୍ୟାସ୍ ଏଜେନ୍ସି ପାଇଁ ଏଭଳି କରନ୍ତୁ…

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସତେ ଯେମିତି ଦୋହଲି ଯାଇଛି । ଛୋଟିଆ ଦୋକାନୀଠୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ , ବେସରକାରୀ ଚାକିଆଙ୍କଠାରୁ ନେଇ ସରକାରୀ ଚାକିରିଆ ପର୍ଯ୍ୟନ୍ତ କେହି ଜଣେ ହେଲେବି ଏହି ମହମାରୀ ପ୍ରକୋପରୁ ବାଦ ପଡିନାହାନ୍ତି । ଇତି ମଧ୍ୟରେ ଯଦି…

କଟକ ଆଇଆଇଏଫଏଲ ସୁନା ଲୁଟର ପର୍ଦ୍ଦାଫାସ : ଲୁଟର ମୁଖ୍ୟ ସୂତ୍ରଧର ହେଉଛନ୍ତି ସଂସ୍ଥାର ୨ କର୍ମଚାରୀ; ୪ ଅଭିଯୁକ୍ତ ଅଟକ

କନକ ବ୍ୟୁରୋ : କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟର ପର୍ଦ୍ଦାଫାସ । ୬ ଦିନ ଭିତରେ ପୁଲିସକୁ ଏହି ଘଟଣାରେ ବଡ଼ ସଫଳତା ମିଳିଛି । ଏନେଇ ଆଜି ପ୍ରେସମିଟ କରି ସିପି ସୂଚନା ଦେଇଛନ୍ତି । ଲୁଟର ମୁଖ୍ୟ ସୂତ୍ରଧର ହେଉଛନ୍ତି ଆଇଆଇଏଫଏଲ କର୍ମଚାରୀ । ୨ କର୍ମଚାରୀ ହେଉଛନ୍ତି କିଷାନ ଓ ଲାଲ ଅମ୍ରିତ ରାୟ…

ଭୀଷଣ ରୂପ ନେଉଛି ବାତ୍ୟା ‘ନିଭାର୍’ : ଅଶାନ୍ତ ହେଉଛି ସମୁଦ୍ର; ପୁଡୁଚେରୀରେ ନଭେମ୍ବର ୨୬ପର୍ଯ୍ୟନ୍ତ ୧୪୪ଧାରା ଜାରି

କନକ ବ୍ୟୁରୋ : ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ପୁଡୁଚେରୀରେ ନଭେମ୍ବର ୨୬ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି । ଆଜି ରାତି ୯ଟାରୁ ନଭେମ୍ବର ୨୬ର ସକାଳ ୬ଟା ପର୍ଯ୍ୟନ୍ତ ପୁଡୁଚେରୀରେ ୧୪୪ଧାରା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନ ବନ୍ଦ…

କିରୋସିନି ଢ଼ାଳି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ : ସ୍ୱାମୀ ସ୍ତ୍ରୀଙ୍କୁ କାବୁ କଲା ପୋଲିସ; ସେପଟେ ବିଧାନସଭାରେ ଉଠିଲା…

କନକ ବ୍ୟୁରୋ : ବିଧାସଭା ଆଗରେ ହାଇଡ୍ରାମା । କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହୁତି ଉଦ୍ୟମ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଥିବା ବେଳେ କିରୋସିନ ଓ ଦିଆସିଲ ଜବତ…

ପୁରୀ ହାଜତ ମୃତ୍ୟୁର ହେବ ବିଚାର ବିଭାଗୀୟ ତଦନ୍ତ : ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ; ଗୃହରାଷ୍ଟ୍ରମନ୍ତ୍ରୀଙ୍କ…

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଆଜି ପୁଣି ଉଠିଥିଲା ହାଜତ ମୃତ୍ୟୁ ପ୍ରସଙ୍ଗ । ମୁଲତବୀ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ଏ ନେଇ ସେ ରାଜ୍ୟ ସରକାରଙ୍କୁ…

ବିଧାନସଭାରେ କଟକ ସୁନା ଲୁଟ ଘଟଣାର ଉତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ: କହିଲେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ରଖାଯାଇଛି…

କନକ ବ୍ୟୁରୋ: କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟର ପର୍ଦ୍ଦାଫାସ । ୬ ଦିନ ଭିତରେ ପୁଲିସକୁ ଏହି ଘଟଣାରେ ବଡ଼ ସଫଳତା ମିଳିଛି । ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ଅଟକ କରାଯାଇଥିବା ନେଇ ସିପି ଟୁଇଟ କରି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଲୁଟ ହୋଇଥିବା ସୁନା…