Daily Archives

November 24, 2020

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦର୍ଶନ ଉପରେ ଲାଗିଲା କଟକଣା । ଛତିଶା ନିଯୋଗ ବୈଠକ ପରେ ପ୍ରଶାସନର…

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ ମନା । ରୀତି ନୀତି ଅନୁସାରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ କରାଯିବ । ସେବାୟତଙ୍କୁ ଛାଡି ଦେଲେ କେହି ମନ୍ଦିର ଭିତର ପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି…

ଅର୍ଜୁନ-ନାଗାର୍ଜୁନ ଯୁଦ୍ଧ କଥା : ଯୁଦ୍ଧର ଅନ୍ତିମ ପରିଣତି ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ

କନକ ବ୍ୟୁରୋ : ଆମ ଆଦିକବି ସାରଳା ଦାସଙ୍କ ‘ମହାଭାରତ’ ହେଉଛି କାହାଣୀର ଗନ୍ତାଘର । ଯୁଗେଯୁଗେ ଜନସମାଜରେ ପ୍ରଚଳିତ କାହାଣୀ, କିଂବଦନ୍ତିରୁ ସେ ଯେପରି ଉପାଦାନ ନେଇଛନ୍ତି, ସେହିପରି ମଧ୍ୟ, ତାଙ୍କ ରଚିତ ‘ମହାଭାରତ’ ଦ୍ୱାରା ଓଡ଼ିଶାର ଲୋକପରଂପରା ଓ ସଂସ୍କୃତି ପୁଷ୍ଟ ହୋଇଛି ।…

ଚାଇନା ଗାଲରେ ପୁଣି ଚାପୁଡା । ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ । ୪୩ ମୋବାଇଲ ଆପକୁ ବ୍ୟାନ କଲେ ଭାରତ…

କନକ ବ୍ୟୁରୋ: ପୁଣି ଚାଇନା ଗାଲରେ ଚାପୁଡା ମାରିଲା ଭାରତ । ଲୋକପ୍ରିୟ ଆପ ଟିକଟକ ପରେ ସ୍ନାକ ଭିଡିଓକୁ ବ୍ୟାନ କଲା ଭାରତ । ପୂର୍ବରୁ ଟିକଟକ ଉପରେ ଭାରତ କଟକଣା ଲଗାଇବା ପରେ ସ୍ନାକ ଭିଡିଓ ଆପରେ ନିଜ ମନ ପସନ୍ଦର ଭିଡିଓ କରି ଖୁସି ହେଉଥିଲେ ୟୁଜର୍ସ । ଆଉ ଟିକଟକ ପରେ ସ୍ନାକ ଭିଡିଓ ହିଁ…

ବଡ ଖବର । ଭାରତରେ ପୁଣି ବ୍ୟାନ ହେଲା ୪୩ ମୋବାଇଲ୍ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ କଲେ ଭାରତ ସରକାର ।

କନକ ବ୍ୟୁରୋ: ମୋବାଇଲ ୟୁଜର୍ସଙ୍କ ପାଇଁ ବଡ ଖବର । ଭାରତରେ ପୁଣି ବ୍ୟାନ ହେଲା ୪୩ ଆପ । ୪୩ଟି ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର । ଦେଶର ସୁରକ୍ଷା ଦୃଷ୍ଟିରୁ ଏ ସମସ୍ତ ୪୩ ଆପ୍ସକୁ ବ୍ୟାନ କଲେ ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ (କ) ଅନୁସାରେ ବଡ ପଦକ୍ଷେପ । ତେବେ…

କରୋନାଠାରୁ ଅଣକୋଭିଡ ମୃତ୍ୟୁ ସଂଖ୍ୟା ୮୫ ଗୁଣ ଅଧିକ । ୮ ମାସରେ ଗଲାଣି ୧ ଲକ୍ଷ ୪୧ ହଜାର ଲୋକଙ୍କ ଜୀବନ । ବିଧାନସଭାରେ…

କନକ ବ୍ୟୁରୋ : କରୋନାଠାରୁ ବଳିଗଲା ଅଣକୋଭିଡ ମୃତ୍ୟୁ ।ମହାମାରୀ ସମୟରେ ଭୂତାଣୁ ସଂକ୍ରମିତ ମୃତ୍ୟୁ ଠାରୁ ଅଣକୋଭିଡଙ୍କ ମୃତ୍ୟୁ ହାର  ୮୫ ଗୁଣ ଅଧିକ ରହିଛି । ଗତ ୮ ମାସରେ ୧ ଲକ୍ଷ ୪୧ ହଜାର କୋଭିଡ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କ ଜୀବନ ଯାଇଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି…

ନୟାଗଡ ଦୁର୍ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ଆଖି ବୁଜିଲା ଶିଶୁ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ସିରିଜ ଦୁର୍ଘଟଣାରେ…

କନକ ବ୍ୟୁରୋ: ନୟାଗଡ ସଡକ ଦୁର୍ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଦୁର୍ଘଟଣାରେ ଗୁରୁତର ଥିବା ଶିଶୁର ମୃତ୍ୟୁ । ଦୁର୍ଘଟଣା ପରେ ସଙ୍କଟାପନ୍ନ ଥିଲା ଅବସ୍ଥା ପରେ ଆଖି ବୁଜିଛି ଶିଶୁ । ତେବେ ଦୁର୍ଘଟଣାରେ ୨ ମହିଳା, ୩ ପୁରୁଷ ଓ ଜଣେ ଶିଶୁକୁ ଲଗାଇ ମୋଟ…