Daily Archives

November 23, 2020

‘ସୁନ୍ଦରୀ’ କାହାର? ଓଡିଶାର ନା ମଧ୍ୟପ୍ରଦେଶର ? ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ । ସାତକୋଶିଆ ସ୍ଥିତି ସ୍ୱାଭାବିକ…

କନକ ବ୍ୟୁରୋ : କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ଏତେ ଛୋଟ ଏକକ୍ଲୋଜରରେ ରହିପାରିବନି ବାଘୁଣୀ । ତୁରନ୍ତ ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା ସେଂଟରରେ ଛଡାଯାଉ ।…

ସୁନା ଋଣ ସଂସ୍ଥାରୁ ଲୁଟକୁ ନେଇ ବଢୁଛି ସନ୍ଦେହ । ୪ ବର୍ଷ ତଳେ ସମାନ ଢଙ୍ଗରେ ରାଉରକେଲା ଆଇଆଇଏଫଏଲରୁ ଚୋରି ହୋଇଥିଲା ୨…

କନକ ବ୍ୟୁରୋ : କଟକ ସ୍ଥିତ ଇଣ୍ଡିଆ ଇନଫୋ ଲାଇନ ଫାଇନାନ୍ସ ଲିମିଟେଡ୍ ବା ଆଇଆଇଏଫଏଲ ଋଣ ସଂସ୍ଥାରୁ ଯେଭଳି ଲୁଟ ହୋଇଛି , ଗତ ୪ ବର୍ଷ ତଳେ ଠିକ ଏହି ଢଙ୍ଗରେ ରାଉରକେଲାର ଆଇଆଇଏଫଏଲ ଶାଖାରୁ ଚୋରି ହୋଇଥିଲା । ଲୁଟ ହୋଇଥିବା ସୁନା ମୂଲ୍ୟ ସେତେବେଳେ ୨ କୋଟି ଟଙ୍କା ହେବ ବୋଲି ସଂସ୍ଥା ପକ୍ଷରୁ…

ଭାରତ ପାଇଁ ଭଲ ଖବର । ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ଅକ୍ସଫୋର୍ଡ ଟିକା ଦାବି କଲେ ଟିକା ନିର୍ମାତା

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଘୋଷଣା କରିଛି, ଯେ ସେମାନେ ବିକଶିତ କରୁଥିବା ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରେ । କେବଳ ସେତିକି ନୁହେଁ, ଏହି ଟିକାର କୌଣସି ବଡ଼ ଧରଣର ପାଶ୍ୱର୍-ପ୍ରତିକ୍ରିୟା ପରିଲଖିତ ହୋଇନାହିଁ ବୋଲି…

‘ନାଗାର୍ଜୁନ’ ବେଶରେ ‘ଦାମୋଦର’ । ଶ୍ରୀ ଜଗନ୍ନାଥଙ୍କ କାର୍ତ୍ତିକ ମାସର ନାଁ ଦାମୋଦର । ଜାଣନ୍ତୁ, କାହିଁକି?

କନକ ବ୍ୟୁରୋ : ବାରମାସପାଇଁ ଶ୍ରୀଜଗନ୍ନାଥଙ୍କର ବାରଟି ସ୍ୱତନ୍ତ୍ର ନାମ ଅଛି । ସେହି ଅନୁସାରେ, ତାଙ୍କର କାର୍ତ୍ତିକ ମାସର ନାମ ‘ଦାମୋଦର’ । ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି । ‘ଉଦର’ର ଅର୍ଥ ପେଟ । ଦ୍ୱାପର ଯୁଗରେ, ବାଳକ ଶ୍ରୀକୃଷ୍ଣ ଦୁଷ୍ଟ ହେବାରୁ, ତାଙ୍କର ଅଣ୍ଟା (ବା ପେଟ)ରେ ଦଉଡ଼ି…

ଯୋଦ୍ଧା ବେଶରେ ଶ୍ରୀଜଗନ୍ନାଥ । ନାଗାର୍ଜୁନ ବେଶକୁ କାହିଁକି କୁହାଯାଏ ଯୋଦ୍ଧା ବେଶ?

କନକ ବ୍ୟୁରୋ : ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ୟ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ । କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର…

ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ? ଏ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ 

କନକ ବ୍ୟୁରୋ : କାର୍ତ୍ତିକ ପଞ୍ଚକର ମଳ ତିଥିରେ ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ? ଏ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ । ତାହା ଅନୁସାରେ, ଦ୍ୱାପର ଯୁଗରେ ନର୍ମଦା ତଟରେ ଥିଲା ହୈହୟ ନାମକ ଏକ ରାଜ୍ୟ । ତାହାର ରାଜଧାନୀ ଥିଲା ମାହିଷ୍ମତୀ । ସେହି ରାଜ୍ୟର ରାଜା…