Daily Archives

November 20, 2020

ଦେଶରେ ଫେବ୍ରୁଆରୀ ମାସରେ ଦିଆଯିବ ପ୍ରଥମ ପର୍ଯ୍ୟାୟ ଅକ୍ସଫୋର୍ଡ ଟିକା । ପୁନାୱାଲା କହିଲେ ଦୁଇ ଡୋଜକୁ ପଡ଼ିବ ହଜାରେ…

କନକ ବ୍ୟୁରୋ : ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଆଷ୍ଟାଜେନିକା ଟିକାର ଦୁଇଟି ଡୋଜ୍ । ଏନେଇ ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ଅନ୍ୟପଟେ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଆରମ୍ଭ ହୋଇଛି । ଆଉ ଏହି…

୩୦ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ପୋଲିସ ହାବୁଡରେ ପଡ଼ିଲେ ସନ୍ଦିଗ୍ଧ । କେଉଁଠୁ ଆସିଲା ଟଙ୍କା, ହିସାବ ଦେଇ ପାରିଲେନି…

କନକ ବ୍ୟୁରୋ : ରାଜଧାନୀରେ ରହସ୍ୟ ସୃଷ୍ଟି କରିଛି ଏହି ଜରି ବ୍ୟାଗ ଭିତରେ ଥିବା ବିଡା ବିଡା ଟଙ୍କା । ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଦିନ ସାରା ଲାଗି ରହିଥିଲା ଚର୍ଚ୍ଚା । ଏସବୁ ଭିତରେ ଟଙ୍କାକୁ ନେଇ ଯାଉଥିବା ଯୁବକକୁ ଅଟକ ରଖି ଖୋଳତାଡ ଆରମ୍ଭ କରିଛି କମିଶନରେଟ୍ ।…

ଅଭିଯୋଗ ଶୁଣିଲେନି ଅଧିକାରୀ, ଅଫିସ ଜାଳିଦେଲେ ଯୁବକ । ସମ୍ବଲପୁର ରେଙ୍ଗାଲି ତହସିଲରେ ନିଆଁ ଲଗାଇ ଦେଲେ ଠେଲକୋଲି…

କନକ ବ୍ୟୁରୋ : ତହସିଲ ଅଫିସରେ ନିଆଁ ଲଗାଇଦେଲେ ଯୁବକ । ବାରମ୍ବାର ଅଭିଯୋଗ ପରେ କୌଣସି ପଦକ୍ଷେପ ନ ନିଆଯିବାରୁ ଏପରି ଚରମ ନିଷ୍ପତି ନେଇଛନ୍ତି ଠେଲକୋଲି ଘିଚିମୁରା ଗାଁର ରାଜୀବ କିଶାନ । ତହସିଲ ଅଫିସରେ ନିଆଁ ଲାଗିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିଯାଇଛି । କମ୍ପ୍ୟୁଟର ଓ…

ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଜଗି ମଙ୍ଗତ ପଣ୍ଡାଙ୍କ ଅଡୁଆ । ହଟିଗଲା ଅନ୍ତରୀଣ ସୁରକ୍ଷା, ଇଡି ତଦନ୍ତ ପାଇଁ…

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଓଟିମ୍ ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ । କାରଣ, ଅନ୍ତରୀକ୍ଷ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ । ଜମି କିଣାବିକା ଆର୍ଥିକ କାରବାରର ଇଡି ଦ୍ୱାରା ତଦନ୍ତ ନିର୍ଦ୍ଦେଶକକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର…

ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା । ସରକାରଙ୍କୁ ରିପୋର୍ଟ ତଲବ, ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣୀ

କନକ ବ୍ୟୁରୋ : ଗୋଟିଏ ଘଟଣାର ଇଏ ହେଉଛି ଏକାଧିକ ପ୍ରତିକ୍ରିୟା । ବିଚାର ପୂର୍ବରୁ ପୁଲିସ୍ ହେପାଜତ୍ରେ ଅପରାଧୀଙ୍କ ମୃତ୍ୟୁ ଘଟଣା, ପୁରୀରୁ କଟକ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀରେ ପହଂଚିଯାଇଛି । ଘଟଣା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ୍ ରିପୋର୍ଟ ସହ…

ବିକାଶ ଅଟକାଇଛି ଅଧାଗଢା ପୋଲ । ୨୦୧୨ରୁ ଆରମ୍ଭ ହୋଇ ଆଜି ଯାଏଁ ସରୁନି ପୋଲ ନିର୍ମାଣ । ମହେନ୍ଦ୍ର ତନୟା ନଦୀରେ ପାଣି…

କନକ ବ୍ୟୁରୋ : ନଦୀପାର ନହେଲେ ନଚଳେ ସଂସାର । ଜୀବନକୁ ବାଜିରେ ଲାଗାଇ ପାଣିରେ ପସି ନଦୀପାର ହୁଅନ୍ତି ଲୋକେ । ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଟ ବଜାର , ମେଡିକାଲ , କଲେଜ, ଯେକୈାଣଶି ସ୍ଥାନକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡେ । ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ହେଉ ବା ରୋଗୀ…