Daily Archives

November 18, 2020

ବିରୋଧ ପରେ ବୁଦ୍ଧି ପଶିଲା । ସମ୍ବିତ କହିଲେ ପୁରୀ ପାଇଁ ମୁଁ ପାଇଛି ପରିଚୟ, ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ନେଇ…

କନକ ବ୍ୟୁରୋ :  ଦୁଇ ଦିନର ବିରୋଧ, ରାସ୍ତାରେ କୁଶପୁତ୍ତଳିକା ଦାହ ସାଙ୍ଗକୁ ଗିରଫ ଦାବି । ଆଉ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶ ଦେଖିବା ପରେ ବିଜେପି ନେତା ସମ୍ବିତ ପାତ୍ରଙ୍କର ବୁଦ୍ଧି ପଶିଛି । ସମ୍ବିତଙ୍କ ପାଇଁ ପୁରୀକୁ ଦେଶବାସୀ ଚିହ୍ନିଲେ ବୋଲି ଲେଖାଶ୍ରୀ ଦେଇଥିବା ବିବାଦୀୟ ବୟାନକୁ…

ମାଟ୍ରିକ ପରୀକ୍ଷା ନେଇ ଅନିଶ୍ଚିତତା ଭିତରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । କହିଲେ, ବିଳମ୍ବରେ ହେଲେ ବି କରାଯିବ…

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଉପରେ ପୂର୍ଣ୍ଣଚ୍ଛେଦ ଟାଣି ଆଜି ରାଜ୍ୟ ସରକାର କହିଛନ୍ତି, ମାଟ୍ରିକ ପରୀକ୍ଷା ନିଶ୍ଚିତ ହେବ, କିନ୍ତୁ ବିଳମ୍ବ ହୋଇପାରେ । ଆଉ ଗୋଟିଏ କଥା ଉପରେ ଜୋର ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଯଦି କେନ୍ଦ୍ର ସରକାର…

ହରିଆଣାରେ ନଭେମ୍ବର ୨୦ ରୁ କୋଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପ୍ରଥମ ଟିକା ନେବେ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରୁ ହରିଆଣାରେ କରୋନା ଟିକା କୋଭାକସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ଏନେଇ ହରିଆଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି କି ଏହି ଟିକା ନେବା ପାଇଁ ସ୍ୱେଚ୍ଛାସେବୀ ଭାବେ…

କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ । ମହିଳା କ୍ରିକେଟକୁ ଏହି ବଡ ଇଭେଣ୍ଟରେ ମିଳିଛି ସ୍ଥାନ ।

କନକ ବ୍ୟୁରୋ : କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ । ୨୦୨୨ ବ୍ରିମିଂହାମ ରେ ଅନୁଷ୍ଠିତ ହେବାକୁ ଯାଉଛି କମନୱେଲଥ ଗେମ୍ସ । ମହିଳା କ୍ରିକେଟକୁ ଏହି ବଡ ଇଭେଂଟ ରେ ସ୍ଥାନ ମିଳିଛି ଏହା ପୂର୍ବରୁ ୧୯୯୮ ରେ କ୍ରିକେଟକୁ ସାମିଲ କରାଯାଇଥିଲା । ୮ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ ଏବଂ ସମସ୍ତ…

ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ । ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ ଅମିତ୍ ଶାହା

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ଦେହାନ୍ତ । ତାଙ୍କ ଦେହାନ୍ତ ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅମିତ୍ ଶାହା…

ସୁସ୍ଥ ଅଧିକ ଆକ୍ରାନ୍ତ କମ । ଭୁବନେଶ୍ୱରରୁ ଆଜି ୫୭ ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୬୦ ଜଣ

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରୁ ଆଜି ୫୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି। ଏଥିସହିତ ୬୦ଜଣ କୋଭିଡ ପଜିଟିଭ ସୁସ୍ଥ ହୋଇଥିବା ବି ଜଣାପଡ଼ିଛି । ଭୁବନେଶ୍ୱରରୁ…