Daily Archives

November 17, 2020

ଛତିଶଗଡ଼ରୁ ଓଡ଼ିଶା ଆସୁଛି କି ଧାନ? ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି ପରେ ପ୍ରଶ୍ନ ଉଠାଇଲେ ବିରୋଧୀ:…

କନକ ବ୍ୟୁରୋ: ଅସାଧୁ ବ୍ୟବସାୟୀଙ୍କୁ ରୋକିବା ପାଇଁ ଛତିଶଗଡ ଧାନ ଉପରେ ରୋକ ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାର ଚିଠି ଲେଖିବା ପରେ ରାଜନୀତି ସରଗରମ ହୋଇଛି । ବିରୋଧୀ କହିଛନ୍ତି ଛତିଶଗଡରୁ ଧାନ ଓଡିଶାକୁ ଆସେନାହିଁ । ଏପଟେ ବିଜେଡି…

ବାବୁ ଥିଲେ ବାବୁ ରହିଲେ, ଆଇଏଏସଙ୍କ ପାଇଁ କ’ଣ ସବୁ ମାଫ୍: ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ମାମଲାରେ ମାଲକାନଗିରିର…

କନକ ବ୍ୟୁରୋ: ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁରେ ହତ୍ୟା ମାମଲା ଦାୟର ହୋଇଥିବା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କୁ ମୃତ୍ୟୁ ମାମଲାରେ ପଚରା ଉଚରା କରାଯିବ କି ନାହିଁ । ନା ଜଣେ ବଡ ବାବୁ ହୋଇଥିବାରୁ ପୁଲିସ ତାଙ୍କୁ ପଚରା ଉଚାର କରିବାକୁ ସାହାସ କରିବ ନାହିଁ । ଏମିତି ଅନେକ ପ୍ରଶ୍ନକୁ ନେଇ…

ହୁଣ୍ଡିରେ ପଡୁନି ଦାନ, ଆୟ ଶୂନ । କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତ ଆସୁନଥିବାରୁ ଆସୁନି ଆୟ, ବଢୁଛି ବ୍ୟୟ ।…

କନକ ବ୍ୟୁରୋ: ଗତ ୭ ମାସ ଧରି କରୋନା କଟକଣା ଯୋଗୁଁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଥିବାରୁ ମନ୍ଦିର ଭିତରେ ଥିବା ହୁଣ୍ଡିରେ ଟଙ୍କା ପଡୁନି । କହିବାକୁ ଗଲେ ଆୟ ଏକ ପ୍ରକାର ବନ୍ଦ ହୋଇଯାଇଛି । କିନ୍ତୁ ଶ୍ରୀମନ୍ଦିରର ବ୍ୟୟ…

ଦିଲ୍ଲୀରେ ପୁଣି ଫେରିପାରେ ତାଲାବନ୍ଦ! ଚିନ୍ତା ବଢ଼ାଇଲା କରୋନାର ୩ୟ ପର୍ଯ୍ୟାୟ ସଂକ୍ରମଣ । ସଂକ୍ରମଣ ବଢୁଥିବା ଅଂଚଳରେ…

କନକ ବ୍ୟୁରୋ: କରୋନା ଧିରେ ଧିରେ ଚାଲିଯାଉଛି ବୋଲି ଅନେକ ଚିନ୍ତା କରୁଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି । ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ । କରୋନା ସଂକ୍ରମଣର ଜଟିଳ ସ୍ଥିତିକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସ୍ତାବ…

କିଏ ପୁରୀକୁ ଦେଲା ପରିଚୟ ? ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବୟାନକୁ ନେଇ ଓଡିଶା ରାଜନୀତିରେ ଝଡ । ଘେରିଲେ ବିରୋଧୀ,…

କନକ ବ୍ୟୁରୋ: ଲେଖାଶ୍ରୀଙ୍କ ବୟାନ ପରେ ଉଠିଲା ଝଡ । ପୁରୀକୁ ପରିଚୟ ସମ୍ବିତ ପାତ୍ର ଦେଲେ ବୋଲି ଲେଖାଶ୍ରୀଙ୍କ ବୟାନ ଓଡିଶା ରାଜନୀତିରେ ଝଡ ସୃଷ୍ଟି କରିଛି । ବିଜେଡି ଏହାକୁ ଏକ ସୁଯୋଗ ବୋଲି ବିଚାର କରି ଜୋରଦାର ଆକ୍ରମଣ କରିଛି । ସେପଟେ ବିଜେପି ନେତା ମଧ୍ୟ ଏହି ମାମଲାରେ ଲେଖାଶ୍ରୀଙ୍କ…

ନଦୀରେ ଭାସିଗଲା ଭୋଜିର ଖୁସି… ଚୋରାବାଲିରେ ଖସି ଜଳସମାଧି ନେଲେ ୩ ସାଙ୍ଗ । ମୃତ୍ୟୁ ପୂର୍ବରୁ ହୋଇଥିଲା ମସ୍ତି,…

କନକ ବ୍ୟୁରୋ: ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟବିଦାରକ ଘଟଣା । ବଣଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ, ଆଉ ଅଳ୍ପକେ ବର୍ତି ଯାଇଛନ୍ତି ୨ ଜଣ । ସମସ୍ତେ ଗୋଟିଏ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଗୋଟିଏ କ୍ଲାସରେ ମଧ୍ୟ ପଢୁଥିଲେ । ଆଉ ମୃତ୍ୟୁ ପରେ…