Daily Archives

November 15, 2020

ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଓଲିଉଡ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ । ଥାନାରେ ପହଞ୍ଚି ସ୍ତ୍ରୀଙ୍କୁ ଆଣିବାକୁ…

କନକ ବ୍ୟୁରୋ : ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହେଲେ ଓଲିଉଡ ଅଭିନେତା ଅମ୍ଲାନ ଦାସଙ୍କ ସ୍ତ୍ରୀ । ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଲା ପୋଲିସ । ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କ ଆଣିବାକୁ ଗଲେ ଅଭିନେତା ଅମ୍ଲାନ । ସିଡିଏ ମଧୁସୂଦନ…

ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ । ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା ପୋଲିସ । ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତକଙ୍କ ପରିବାର । ଆଇପିଏସ…

ବାରଣ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । ସମ୍ବଲପୁର ସହରାଞ୍ଚଳରେ ବାଣ ଫୁଟାଇବାରୁ ଥାନାରେ ମାମଲା, ୬ ଜଣଙ୍କୁ…

କନକ ବ୍ୟୁରୋ : ସରକାରଙ୍କ କଡା ନର୍ଦ୍ଦେଶ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । କରୋନା କାଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନର ବାରଣ ସତ୍ୱେ ସମ୍ବଲପୁର ସହରାଂଚଳରେ କିଛି ଅମାନିଆ ବ୍ୟବସାୟୀ ବାଣ ବିକ୍ରି କରିବା ସହ କିଛି ଅମାନିଆ ଲୋକ ବାଣ ଫୁଟାଇଛନ୍ତି । ଏନେଇ ଅଇଁଠାପାଲି…

ମଣିଷ ଦେଖାଇଲା ମହାନତା: ବିଦ୍ୟୁତ୍ ବାହୁରେ ଆସି ଛଟପଟ ହୋଇ ମରିଗଲା ମାଙ୍କଡ଼ ମା’ । ଛୁଆ ମାଙ୍କଡ଼କୁ ଦେଖି ବୁଝିଲାନି ମନ,…

କନକ ବ୍ୟୁରୋ: ଡାକୁଛି ଛୁଆ, ଉଠୁନି ମାଆ... ଚୁଁ ଚୁଁ ଶବ୍ଦ କରି ଯେତେ ଚିକ୍ରାର କଲେ ବି ମାଟିରୁ ଉଠୁନି କି ପିଲାର କାନ୍ଦ ଶୁଣି ତାକୁ କୋଳେଇ ନେଉନି ମାଆ । ଜୀବନ ଥିଲେ ତ ମାଆ ଜାଣି ପାରନ୍ତା ତା ଛୁଆର ବ୍ୟସ୍ତତା, ଶୁଣି ପାରନ୍ତା ତା ସୁନା ଧନର ଡାକ । ହେଲେ ମାଆ ତ ମରିଯାଇଛି, ସବୁଦିନ ପାଇଁ…

ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି…

କନକ ବ୍ୟୁରୋ : ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ପାଣିକୁ ଡେଇଁବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ…

ଭାରତ କବାଟ ବାହାରେ ଠକ୍ ଠକ୍ କରୁଛି ଟିକଟକ୍ ! ପବଜି ପରେ କମବ୍ୟାକ୍ କରିପାରେ ଏହି ଲୋକପ୍ରିୟ ଭିଡିଓ ଆପ୍ ।

କନକ ବ୍ୟୁରୋ : ପବଜି ପରେ ଟିକଟକ୍ । ଭାରତକୁ ଫେରିପାରେ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ଆପ୍ ଟିକଟକ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲୋକପ୍ରିୟ ଚାଇନା ଆପ୍ ଭାରତକୁ କମବ୍ୟାକ୍ କରିପାରେ । ଟିକଟକ୍ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧି ଭାରତରେ ଟିକଟକ୍ କର୍ମଚାରୀମାନଙ୍କୁ ଏକ…