Daily Archives

November 14, 2020

ମଣ୍ଡି ନଥିବାରୁ ମକା ଚାଷୀଙ୍କୁ ମିଳୁନି ଏମଏସପି ଦର । ୧୮ ଶହ ଜାଗାରେ ୧୧ରୁ ୧୨ ଶହ ଟଙ୍କାରେ ମକା ବିକୁଛନ୍ତି…

କନକ ବ୍ୟୁରୋ : ଲୋକେ ପାରମ୍ପରିକ ଚାଷ କାମରୁ ଧିରେ ଧିରେ ବିଭିନ୍ନ ଅର୍ଥକାରୀ ଫସଲ ଆଡକୁ ମୁହାଁଉଛନ୍ତି । ହେଲେ ଫସଲ ଅମଳ ପରେ ଚାଷୀଙ୍କୁ ଚିନ୍ତାରେ ପକାଉଛି ବିକ୍ରୀ ସମସ୍ୟା । ବଲାଙ୍ଗିର ଜିଲ୍ଲାରେ ଜଳ ସେଚନର ଅଭାବ ଯୋଗୁଁ ପ୍ରାୟ ଅଧିକାଂଶ ଚାଷୀ କମ ସମୟରେ ଅଧିକ ଲାଭ ଆଶାରେ ମକା ଚାଷ କରି…

ଦୀପାବଳି ପୂର୍ବ ରାତିରେ ଅଘଟଣ । ପୁରୀ ସତ୍ୟବାଦୀରେ ନିଆଁରେ ଜଳିଗଲା ଘର । ପୋଡିଗଲା ବହି, ସାର୍ଟିର୍ଫିକେଟ ସମେତ ଘରର…

କନକ ବ୍ୟୁରୋ : ଆଲୋକର ପର୍ବ ଦିପାବଳୀକୁ ନେଇ ଲୋକଙ୍କ ମନରେ କେତେ କଣ ଉତ୍ସାହ । ଘର ଅଗଣା ଓ ଚଉରା ମୂଳେ ଦୀପ ଜଳିବ, ଆଉ ସେହି ନିଆଁରେ ଦୁଃଖ କଷ୍ଟ ଦୂର ହେବ । ହେଲେ ଦୀପାବଳୀ ପୂର୍ବ ରାତିରେ ଜଳିଥିବା ନିଆଁ, କାହା ଘର ଆଲୋକିତ କରିବା ବଦଳରେ ଅନ୍ଧକାର ନେଇ ଆସିଛି । ଘରେ ସମସ୍ତ ଶୋଇଥିବା…

ଜାଡରେ ଥରୁଛି ନିୟମଗିରି: ଶୀତରୁ ବର୍ତିବା ପାଇଁ ନିଆଁ ପୋଉଁଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ; ସନ୍ଧ୍ୟା ହେଲେ ମାଡି…

କନକ ବ୍ୟୁରୋ: ନିୟମଗିରିରେ ରାଜ କରୁଛି ଶୀତ । ସନ୍ଧ୍ୟା ନଇଲେ ବଦଳୁଛି ସମୁଦ୍ର ଠୁ ୪୫୦୦ ଫୁଟ ଉପରେ ଥିବା ନିୟମଗିରିର ଚିତ୍ର । ପିଲା ଠାରୁ ବୁଢା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା । ଜାଡରୁ ରକ୍ଷା ପାଇବା ପାଇଁ ସଂଜ ନଇଁବା କ୍ଷଣି ନିଅାଁ ଉମ୍ଭେଇ ପାଖରେ ବସି ରହୁଛନ୍ତି । ସହର…

କଟକରେ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଉପରେ ପୁଲିସର ଚଢାଉ: ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ; ବିନା…

କନକ ବ୍ୟୁରୋ: କଟକରେ ପୁଣି ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଜଗତପୁରରେ ଅପମିଶ୍ରିତ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଉପରେ କମିସନରେଟ ପୁଲିସ ଚଢାଉ କରିଛି । ବିନା ଲାଇସେନ୍ସରେ ଏହି କାରଖାନା ଚାଲୁଥିଲା । ପୁଲିସ ଖବର ପାଇ ଚଢାଉ କରି ବିପୁଳ ପରିମାଣର ହଳଦୀ ,ଲଙ୍କାଗୁଡ ଜବତ କରିଛି ।…

ବିରଜୁ ବଖାଣିଲେ ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ: ଅନ୍ଧାର କୋଠରୀ ଭିତରେ ମରାଯାଉଥିଲା ଚାବୁକ୍; ସାଥୀରେ ଥିବା…

କନକ ବ୍ୟୁରୋ: ଜନ୍ମମାଟିରେ ବିର୍ଜୁ ପହଚିଂବା ପରେ ପରିବାର ସହ ଗୋଟିଏ ଦିନ କାଟି ସାରିଛନ୍ତି ।  ଆଉ ଏହାରି ଭିତରେ ତାଙ୍କ ଠାରେ ଅନେକ ପରିବର୍ତନ ଦେଖାଦେଇଛି । ଗତକାଲି ଠିକ ସେ କଥା କହିପାରୁନଥିବା ବିର୍ଜୁ ଶନିବାର ଅର୍ଥାତ୍ ଆଜି ଅନେକ କଥା କହିଛନ୍ତି । ପାକିସ୍ତାନରେ କିଭଳି ନିର୍ଯାତନାର…

କଟକଣା ମାନୁନାହାନ୍ତି ବାଣ ବ୍ୟବସାୟୀ: ଲୁଚାଛପା ଚାଲିଛି ବାଣ କାରବାର; ନବରଙ୍ଗପୁରରେ ଲକ୍ଷାଧିକ ଟଙ୍କାର ବାଣ ଜବତ ସହ ୨…

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉମରକୋଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । କଟକଣାକୁ ନମାନି ବାଣ ବିକ୍ରି କରୁଥିବା ୨ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ପୁଲିସର ଏକ ଟିମ…