Daily Archives

November 14, 2020

ଶହେ ଦିନ ଭିତରେ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ: କୃଷି ମନ୍ତ୍ରୀ କହିଲେ, ସରକାରୀ ଯୋଜନାରେ ସାମିଲ ହେବା ଏଣିକି…

କନକ ବ୍ୟୁରୋ: ୧୦୦ ଦିନ ଭିତରେ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ । ଏଣିକି ସରକାରୀ ଯୋଜନାରେ ସାମିଲ ହେବା ସହଜ ହେବ । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ୭୬ ଲକ୍ଷ କୃଷକ ପଂଜୀକୃତ ହେବେ । ଓଡ଼ିଶା ଡାଟାବେସରେ ୭୬ ଲକ୍ଷ କୃଷକ ପଂଜୀକୃତ ହେବେ ବୋଲି କୃଷି ମନ୍ତ୍ରୀ…

କଟକଣା ମାନୁନାହାନ୍ତି ବାଣ ବ୍ୟବସାୟୀ : ଲୁଚାଛପା ଚାଲିଛି ବାଣ କାରବାର; ଯାଜପୁର ବାଲିପଦାରୁ ଲକ୍ଷାଧିକ ଟଙ୍କାର ବାଣ…

କନକ ବ୍ୟୁରୋ : ଆଜି ଦୀପାବଳୀ ଅବସରରେ ବାଣ ବ୍ୟାନ ଥିବା ବେଳେ ଗ୍ରାମାଂଚଳରେ ଚୋରାରେ ଚାଲିଛି ବାଣ ବ୍ୟବସାୟ । ଯାଜପୁର ପୋଲିସ ପକ୍ଷରୁ ବାଲିପଦା ଛକ ନିକଟ ଅଭୟ କୁମାର ଦାସ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରୁ ବିପୁଳ ପରିମାଣରେ ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଛି । ଜବତ ବାଣର…

କୋଭିଡ୍ କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି କାଳିପୂଜା : ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ଉତ୍ସାହ

କନକ ବ୍ୟୁରୋ : ଆଜି ହେଉଛି ପବିିିତ୍ର ଆଲୋକର ପର୍ବ ଦୀପାବଳୀ । କୋଭିଡ କଟକଣାକୁ ମାନି ରାଜ୍ୟରେ ପାଳନ ହେଉଛି ଦୀପାବଳି ପର୍ବ । ମନ୍ଦିର ଗୁଡ଼ିକରେ ଭିଡ଼କୁ ନଜରରେ ରଖି ରାଜ୍ୟ ସରକାର କଡ଼ା ନିୟମାବଳୀ ଜାରି କରିଛନ୍ତି । ମନ୍ଦିର ଗୁଡ଼ିକରେ ମଧ୍ୟ ସରକାରୀ ନିୟମକୁ  ପାଳନ କରୁଥିବାର ଦେଖିବାକୁ…

ରାଜ୍ୟରେ ୯୦୨ ନୂଆ ଆକ୍ରାନ୍ତ ଚିହ୍ନଟ,୧୫ ମୃତ : ସଙ୍ଗରୋଧରୁ ୫୨୩ ଓ ସ୍ଥାନୀୟ ଅଞ୍ଚଳରୁ ୩୭୯

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ…

ଯବାନଙ୍କ ସହ ଦୀପାବଳି ପାଳୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ସୀମାରେ ଥାଇ ବି ଚୀନକୁ ଦେଲେ କଡା ବାର୍ତ୍ତା; କହିଲେ, ବୀର…

କନକ ବ୍ୟୁରୋ: ସୀମାରୁ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଭାରତୀୟ ସୀମା ଉପରେ ନଜର ପକାଉଥିବା ବିଦେଶୀ ଶକ୍ତିଗୁଡ଼ିକ ପାଇଁ କଡ଼ା ବାର୍ତା ଦେଇଛନ୍ତି ନରେନ୍ଦ୍ର ମୋଦି । ଲଙ୍ଗେୱାଲା ଲଢ଼େଇର କଥା କହି ଭାରତୀୟ ବୀର ଯବାନଙ୍କ ସାହସର ଓ ଧର୍ଯ୍ୟକୁ…

ଟ୍ରାକ୍ଟର ଚଲାଇଲେ,ଲକ୍ଷ୍ମୀମାତାଙ୍କୁ ପୂଜା କଲେ : ଜମିରେ ୨୦ ମିନିଟ ଟ୍ରାକ୍ଟର ଚଲାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ବି ଆସିଛି ଏଭଳି ଏକ ଚିତ୍ର । ଯେଉଁଠି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚାଷ କରୁଛନ୍ତି । ନିଜେ ଟ୍ରାକ୍ଟର ଚଢ଼ି ବିଲରେ ଚାଷ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ଉପ ନିର୍ବାଚନରେ ଶିବରାଂଜ ସିଂ ସରକାରକୁ ମିଳିଛି ବଡ଼ ସଫଳତା । ଉପନିର୍ବାଚନରେ…