Daily Archives

November 12, 2020

ସାରୁଅ ଜମି କେଳେଙ୍କାରୀ ମାମଲାରେ ମୁହଁ ଖୋଲିଲେ ଡ୍ରାଇଭର ରବି ସେଠୀ । କହିଲେ, ମନା କରିବା ସତ୍ୱେ ତାଙ୍କ ନାଁରେ…

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ଆସିଲା ଚାଞ୍ଚଲ୍ୟକର ବୟାନ । ଡ୍ରାଇଭର ରବି ସେଠୀ, ଯାହାଙ୍କ ନାଁରେ ଜମି କିଣାଯାଇଛି ଆଜି ସେ କହିଛନ୍ତି, କିପରି ତାଙ୍କ ନାଁରେ ଜମି କିଣା ଯାଇଥିଲା । ତାଙ୍କ ନାଁରେ ଜମି କିଣିବାକୁ ସେ ମନାକରିଥିଲେ ମଧ୍ୟ କିପରି ତାଙ୍କୁ ଧମକାଇ ଏହି କାରବାର…

ଚାକିରି କିରାଣି, ହେଲେ ଧନରେ କୁବେର । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର କୋଟିପତି କିରାଣୀ ଉଦୟ ନାଥ…

କନକ ବ୍ୟୁରୋ : କିରାଣୀଙ୍କ ଦରମା ୫୦ ହଜାର । କିନ୍ତୁ କୋଟି କୋଟି ଟଙ୍କାର ମାଲିକ । କୁଆଡୁ ଆସିଲା ଏହି ସମ୍ପତି ସେନେଇ ଖୋଳତାଡ କରୁ କରୁ ଭିଜଲାନ୍ସର ନିଦ ହଜିଯାଇଛି । କିରାଣୀଙ୍କ ନାଁରେ ରହିଛି ୭ଟି ଜମି ଏବଂ ଲକ୍ଷାଧିକ ଟଙ୍କା । ଅନ୍ୟପକ୍ଷରେ ଏହି କିରାଣୀଙ୍କ ସଫେଇ ହେଲା, ଯିଏ ଯାହା ଦେଲା…

କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିରେ ପୁଣି ସଂଜୀବନୀ ଦେଲେ ମୋଦୀ ସରକାର । ସେପଟେ ସତର୍କବାଣୀ ଶୁଣାଇଲା…

କନକ ବ୍ୟୁରୋ : କରୋନା ମାଡ଼ରେ ମାନ୍ଦା ପଡ଼ିଥିବା ଦେଶର ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବାକୁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶେଷ କରି ନୂଆ ନିଯୁକ୍ତି ଓ ଗୃହ ନିର୍ମାଣକୁ ପ୍ରୋତ୍ସାହିତ…

ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଗ୍ରୀଡକୋ ଋଣ ପାଇଁ ଗ୍ୟାରେଣ୍ଟର ରହିବେ ରାଜ୍ୟ ସରକାର 

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ…

ବିଜୟ ପରେ ନୂଆ ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ଲୋକଙ୍କ ସମସ୍ୟା ବୁଝ,…

କନକ ବ୍ୟୁରୋ: ବାଲେଶ୍ୱର- ତିର୍ତ୍ତୋଲରେ ବିଜେଡିର ବିପୁଳ ବିଜୟ ପରେ ନବୀନଙ୍କ ସମ୍ବୋଧନ । ଦୁଇଟି ଆସନରେ ବିଜେଡିକୁ ବିଶ୍ୱାସ କରି ବିଜେତା କରିଥିବାରୁ ବାଲେଶ୍ୱର ଏବଂ ତିର୍ତ୍ତୋଲବାସୀଙ୍କୁ ଧନ୍ୟବାଦ ଦେବା ସହ ନବୀନ କହିଲେ ମୁଁ ଆପଣଙ୍କ ପାଖେ ଋଣୀ । ତେବେ ଭିଡିଓ କନଫରେନ୍ସରେ ଆଜି ଦୁଇ…

ତିର୍ତ୍ତୋଲ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ନୂଆ ବିଧାୟକ ବିଜୟ ଶଙ୍କରଙ୍କୁ ମନ୍ତ୍ର ଦେଲେ ନବୀନ । କହିଲେ,…

କନକ ବ୍ୟୁରୋ: ଉପ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ତିର୍ତ୍ତୋଲ ଓ ବାଲେଶ୍ୱରରେ ବିପୁଳ ବିଜୟ ପରେ ଦୁଇଟି ଆସନର ବିଜେତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ନବୀନ । ବିଜୟୀ ହୋଇଥିବା ନୂଆ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ତ୍ର ଦେଲେ ନବୀନ ।…