Daily Archives

November 9, 2020

ପାକିସ୍ତାନରୁ ଫେରୁଛି ଓଡ଼ିଆ ପୁଅ । ୨୫ ବର୍ଷ ଜେଲରେ ରହିବା ପରେ ସୁନ୍ଦରଗଡକୁ ଫେରୁଛନ୍ତି ବିରଜୁ, ପ୍ରଶ୍ନ, ଗାଁକୁ…

କନକ ବ୍ୟୁରୋ : ବିଦେଶ ମାଟିରୁ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ । ପାକିସ୍ତାନର କାଳ କୋଠରୀରେ ଅନିଶ୍ଚିତତା ଭିତରେ ଦିନ କାଟୁଥିବା ସୁନ୍ଦରଗଡର ବିରଜୁ ଶେଷରେ ୨୫ ବର୍ଷ ପରେ ଭାରତ ଫେରୁଛନ୍ତି । ଲାହୋର ଜେଲରୁ ପଞ୍ଜାବ ଅମୃତସରରେ ପହଞ୍ଚିବା ପରେ ତାଙ୍କ ଓଡିଶା ଆଣିବା ପାଇଁ ସେଠି ପହଞ୍ଚିଛି…

ରାଜ୍ୟରେ ଆରମ୍ଭ ହେଲା ଖରିଫ ଧାନ କିଣା ପ୍ରକ୍ରିୟା । ଆଜିଠୁ ବରଗଡ଼ରେ ଆରମ୍ଭ, ୧୨ ତାରିଖରେ ଧାନ ବିକିବେ ସମ୍ବଲପୁର ଚାଷୀ…

କନକ ବ୍ୟୁରୋ : ଶୁଭ ମୁହୁର୍ତ୍ତ ଦେଖି ନଡ଼ିଆ ଭାଙ୍ଗି ଆରମ୍ଭ ହୋଇଛି ଧାନ କିଣା । ବରଗଡ଼ ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲାର ଅତାବିରା, ପଦ୍ମପୁର ଏବଂ ବରଗଡ଼ ଆରଏମ୍ସି ଅଧିନରେ ୧୮୫ଟି କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ…

ଇଭିଏମ୍ ଖୋଲିବ, ଜନତାଙ୍କ ରାୟ ସାମ୍ନାକୁ ଆସିବ । କିଏ ସାଜିବ ବାଲେଶ୍ୱରର ବାଜିଗର, ତିର୍ତ୍ତୋଲର ତାଜ୍ ପିନ୍ଧିବ କିଏ?…

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ  ଜନତାଙ୍କ ନିଷ୍ପତ୍ତି କାଲି ସାମ୍ନାକୁ ଆସିବ । କିଏ ଜିତିବ, କିଏ ହାରିବ, ତା’ର ଫୈସଲା ହେବ । ସରକାର କେମିତି କୋଭିଡ ପରିଚାଳନା କରିଛନ୍ତି, ଏଥିରେ ଲୋକ ଖୁସି ଅଛନ୍ତି କି ନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅତୁଟ ଅଛି କି ନାହିଁ,…

ଏଯାଏଁ ପରାଜୟକୁ ମାନୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ ଛାଡ଼ିବେ ନା ନାହିଁ ବଢ଼ୁଛି ଦ୍ୱନ୍ଦ୍ୱ । ପଦ ନଛାଡିଲେ…

କନକ ବ୍ୟୁରୋ : ଆମେରିକା ନିର୍ବାଚନ ଜିତିବା ପରେ ଜୋ-ବାଇଡେନ୍ ଓ ତାଙ୍କ ଡେପୁଟି କମଳା ହାରିସ୍ ବିଜୟ ଅଭିଭାଷଣ ଦେଇସାରିଲେଣି । ସାରା ବିଶ୍ୱର ନେତାମାନେ ନୂଆ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ସାରିଲେଣି । ନିର୍ବାଚନ ସରିବାର ତିନି ଦିନ ବିତି ସାରିଲାଣି, ହେଲେ ପରାଜୟକୁ…

୪୮ ଘଣ୍ଟା ବିତିଗଲା, ଅପହୃତ ରାଉରକେଲା କ୍ରସର ମାଲିକଙ୍କ ମିଳୁନି ପତ୍ତା । ଫୋନ କରି କୋଟିଏ ଟଙ୍କା ମାଗୁଛନ୍ତି…

କନକ ବ୍ୟୁରୋ : ରାଉରକେଲା ରାଜପଥ ଉପରୁ କ୍ରସର ମାଲିକଙ୍କୁ ରହସ୍ୟମୟ ଅପହରଣର ୪୮ ଘଂଟା ବିତି ଗଲାଣି । ହେଲେ ସୁନ୍ଦରଗଡ ପୁଲିସର ହାତ ଖାଲି । ନା ଅପରାଧୀଙ୍କ ପାଖରେ ପୁଲିସ ପହଂଚି ପାରିଛି, ନା ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କୁ ଠାବ କରିପାରିଛି । ଅନ୍ୟପଟେ ପ୍ରଦୀପ କୁଣ୍ଡୁଙ୍କ…

ବାଇଡେନଙ୍କ ବିଜୟରେ ଖୁସି ନାହାନ୍ତି କି ବିଶ୍ୱର ଦୁଇ ମହାଶକ୍ତି? ଶୁଭେଚ୍ଛା ଜଣାଇବାକୁ ମନା କଲା ଚୀନ୍, ଋଷ ଏଯାଏଁ…

କନକ ବ୍ୟୁରୋ : ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ବାଇଡେନ ନିର୍ବାଚିତ ହୋଇଛନ୍ତି । ହ୍ୱାଇଟ ହାଉସ ରେସରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଟ ଟ୍ରମ୍ପଙ୍କୁ ମାତ୍ ଦେଇ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ଏହି ବଡ ବିଜୟ ହାସଲ କରିଛନ୍ତି । ଆଉ ଏଥିପାଇଁ ଦେଶ ବିଦେଶରୁ ବାଇଡେନଙ୍କ ନିକଟକୁ…