Daily Archives

November 8, 2020

ଆମେରିକା ରାଷ୍ଟ୍ରପତି ବନିବେ ଜୋ-ବାଇଡେନ୍ । ହେଲେ ପରାଜୟ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ, ଏବେ ବି କହୁଛନ୍ତି ସେ…

କନକ ବ୍ୟୁରୋ : ଆମେରିକା ନିର୍ବାଚନରେ ଜୋ ବାଇଡେନ ବିଜୟ ହାସଲ କରିବା ପରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ରାଷ୍ଟ୍ରପତି ଟ୍ରମ୍ପ ଏଯାଏଁ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ନଭେମ୍ବର ୭ ତାରିଖ ରାତି ୯ଟା ୬ରେ ଟ୍ରମ୍ପ ଟୁଇଟ କରି କହିଛନ୍ତି, ବିପୁଳ ଭୋଟରେ ସେ ବିଜୟୀ…

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର । ସମ୍ମାନିତ ହେବେ ସ୍ନେହା ସୋରେନ ଓ ଋତୁପର୍ଣ୍ଣା…

କନକ ବ୍ୟୁରୋ : ଅର୍ନ୍ତଜାତୀୟ ହକି ଖେଳାଳି ନମିତା ଟୋପ୍ପୋଙ୍କୁ ୨୦୨୦ ମସିହା ପାଇଁ ସମ୍ମାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। କୋଭିଡ୍‌ କଟକଣାର…

ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ଆଜି ବି ରିଜର୍ଭ ବ୍ୟାଙ୍କର ତଥ୍ୟ ଅସ୍ପଷ୍ଟ । ବିଜେପି କହିଲା ସଂଯୋଗ, ବିରୋଧୀଙ୍କ ମତ…

କନକ ବ୍ୟୁରୋ :ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ୪ ବର୍ଷ ତଳେ ଅର୍ଥାତ ନଭେମ୍ବର ୮ ତାରିଖ ୨୦୧୬ ମସିହା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଘୋଷଣା କରିଥିଲେ କି ଆଉ ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଚଳିବ ନାହିଁ । ଏହାର ଉର୍ଦ୍ଦେଶ୍ୟ ବାବଦରେ ସେ କହିଥିଲେ କି ଏପରି କରିବା…

ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ : ଟସ୍ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

କନକ ବ୍ୟୁରୋ : ଆଜି ଆଇପିଏଲର ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ ଦଳ । ଏହି ମ୍ୟାଚ ଉଭୟ…

ଆଖିରେ ଲଙ୍କାଗୁଣ୍ଡ ପକାଇ ଅଭିନବ ଉପାୟରେ ଲୁଟ୍ । ବାଲେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ଆଖିରେ ଲଙ୍କାଗୁଣ୍ଡ ପକାଇ ଅଭିନବ ଉପାୟରେ ଲୁଟ୍ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଭଗିଆ ଉଭରବ୍ରିଜ୍ ନିକଟରେ ମୋଟର ସାଇକେଲରେ ଘରକୁ ଫେରୁଥିବା ଜଣେ ବ୍ୟବସାୟୀଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟଙ୍କଠୁ ୪୦…

ଜେଲ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇର ତଲୋଜା ଜେଲକୁ ପଠାଇଲା ମହାରାଷ୍ଟ୍ର ପୋଲିସ…

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ ପଠାଇ ଦିଆଯାଇଛି । ତାଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଛି ମହାରାଷ୍ଟ୍ର ପୋଲିସ । ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ…