Daily Archives

November 7, 2020

ସୁପାରି ଦେଲା ସାବତ ମାଆ । ନୟାଗଡ଼ ଇଟାମାଟି ଅଂଚଳରେ ଯୁବକଙ୍କୁ ମାରି, ଏସିଡ ପକାଇ ଜାଳିଦେଲେ ସୁପାରିକିଲର । ପାରିବାରିକ…

କନକ ବ୍ୟୁରୋ : ନୟାଗଡ ଜିଲ୍ଲାରୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡର ଖବର । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପୋଡି ଦେଇଛନ୍ତି ଦୁବୃର୍ତ୍ତ । ଆଉ ସବୁଠୁ ବଡ କଥା ହେଉଛି ଏହି ହତ୍ୟାକାଣ୍ଡ ପଛରେ ଯୁବକଙ୍କ ସାବତ ମାଙ୍କ ହାତ ଥିବା ସନ୍ଦେହ କରାଯାଉଛି । ନୟାଗଡ ଦର୍ପନାରାୟଣପୁର…

ବିଜୟର ନିକଟତର ହେଉଛନ୍ତି ବାଇଡେନ୍: ଜର୍ଜିଆ-ପେନସିଲଭାନିଆରେ ବି ଅଗ୍ରଣୀ; ଫଳାଫଳକୁ ଗ୍ରହଣ କରିବାକୁ ନାରାଜ ଟ୍ରମ୍ପ

କନକ ବ୍ୟୁରୋ: ଆମେରିକାର ଶାସନ କ୍ଷମତା ଆଡକୁ ଆଗେଇଲେ ଚାଲିଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ଜାରି ରହିଥିଲେ ମଧ୍ୟ ପେନସିଲଭାନିଆ, ନେଭାଡା ଓ ଜର୍ଜିଆରେ ବାଇଡେନ ବହୁ ଭୋଟରେ ଆଗୁଆ ରହିଛନ୍ତି । ଫଳରେ ବାଇଡେନଙ୍କ ବିଜୟ ସମ୍ଭାବନା ଆହୁରି…

ଆସିଲା ବିହାର ନିର୍ବାଚନର ବୁଥ୍ ବାହୁଡା ମତ । ଲୋକଙ୍କ ମୁଡ କହୁଛି, ତେଜ ଦେଖାଇବେ ତେଜସ୍ୱୀ, ବିହାରରେ ଜଳିବ ଲଣ୍ଠନ । 

କନକ ବ୍ୟୁରୋ : ବିହାରରୁ ଆସିଲା ବୁଥ୍ ବାହୁଡା ମତ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଆସିଛି ସର୍ଭେ ରିପୋର୍ଟ । କିଏ ହେବ ବିହାରର ବାଜିଗର, କାହା ନାଁରେ ମୋହର ମାରିଛନ୍ତି ବିହାରବାସୀ । ଏଭଳି ଅନେକ ପ୍ରଶ୍ନ ଉପରୁ ପରଦା ହଟାଇଛି ବୁଥ୍ ବାହୁଡା ମତ । ଚଳିତ ନିର୍ବାଚନରେ ସରକାର ଗଠନ ପାଇଁ…

ଆକାଶରେ ନଜର ରଖିବ ସାଟେଲାଇଟ୍: ଇଓଏସ-୦୧ ରାଡାର ଇମେଜିଂ ସାଟେଲାଇଟର ସଫଳ ଉତକ୍ଷେପଣ; ୯ଟି ବିଦେଶର ଉପଗ୍ରହକୁ ବି…

କନକ ବ୍ୟୁରୋ: ମହାକାଶରେ ଆଉ ଏକ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ  । ଇଓଏସ-୦୧ ଉପଗ୍ରହକୁ ସଫଳତାର ସହିତ କକ୍ଷପଥରେ ଅବସ୍ଥାପିତ କରିବା ସହ ୯ଟି ଉପଗ୍ରହକୁ ମଧ୍ୟ ସେମାନଙ୍କ କକ୍ଷ ପଥରେ ଛାଡିଛି ପିଏସଏଲଭି-ସି୩୯ । ଏହି ଉପଗ୍ରହ ରାଡାର ଇମେଜିଂ ସାଟେଲାଇଟ୍ ହୋଇଥିବାରୁ…

କେମିତି ହେବ ମାଟ୍ରିକ ପରୀକ୍ଷା? ଆଶା ଆଶଙ୍କାରେ ଛାତ୍ରଛାତ୍ରୀ: କାଲି ସ୍କୁଲ ବନ୍ଦ ଆଜି ମାଟ୍ରିକ ପରୀକ୍ଷା ଫର୍ମ ପୂରଣ…

କନକ ବ୍ୟୁରୋ: ମ୍ୟାଟ୍ରିକ ପରୀକ୍ଷାକୁ ନେଇ ଆଶା ଆଶଙ୍କା । ମହାମାରୀ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ କେମିତି ହେବ ମ୍ୟାଟ୍ରିକ ପରୀକ୍ଷା ଏହାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ୨୦୨୧ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ସରକାର । ଏନେଇ ମାଧ୍ୟମିକ…

ରାଜ୍ୟରେ ଫୁଟିବନି ବାଣ, କିନ୍ତୁ ଗଞ୍ଜାମରୁ ଜବତ ହେଲାଣି ୫୦ ଲକ୍ଷ ଟଙ୍କାର ବାଣ ଓ ବାରୁଦ । ୩ ଜଣଙ୍କୁ ଗିରଫ କଲା ପୋଲିସ…

କନକ ବ୍ୟୁରୋ : ଜବତ ହେଲା ୫୦ ଲକ୍ଷ ଟଙ୍କାର ବାଣ ଓ ବାରୁଦ । ଚଳିତ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଲଗାଇଥିବା ବେଳେ ଗଂଜାମ ନଳବଣ୍ଟା ଗାଁରେ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ ହୋଇଛି। ବାଣ ଜବତ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଚଢ଼ାଉ…