Daily Archives

November 7, 2020

ଭଗବାନ ! ଆମେ ବଞ୍ଚିବୁ କେମିତି । ଆରପାରିରେ ଭାଇ, ରୋଗଶଯ୍ୟାରେ ବାପାମାଆ । ପେଟ ପୋଷିବାକୁ ସ୍ମାଟସିଟି ରାଉରକେଲାରେ…

କନକ ବ୍ୟୁରୋ: ପାଖରେ ନାହିଁ ବାସଗୃହ କି ସମ୍ବଳ ତଥାବି ବଂଚିବାର ରାହା ଖୋଜୁଛନ୍ତି ୩ ଭଉଣୀ । ବାପା,ମା ରୋଗାଗ୍ରସ୍ତ । ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ବଡ଼ ଭାଇ ସେ ବି ଆରପାରରେ । ପରିବାର ପ୍ରତିପୋଷଣ ପାଇଁ ଅଂଟା ଭିଡ଼ିଛନ୍ତି ଏହି ୩ ଝିଅ । ହେଲେ ଉପାର୍ଜିତ ଅର୍ଥ ସମୁଦ୍ରକୁ…

ରାଜଧାନୀରେ ଦୈନିକ ସଂକ୍ରମଣ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୬୪ ଜଣ ସଂକ୍ରମିତ ଚିହ୍ନଟ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୪୭ ଜଣ…

ଥାନା ପ୍ରତି ଲୋକଙ୍କ ମନରୁ ଭୟ ଦୂର କରିବାକୁ ଅଭିନବ ପ୍ରୟାସ: ସମ୍ବଲପୁରର ସପ୍ତାପୁରୀ ଶାଢ଼ି ଡ଼ିଜାଇନରେ ସଜେଇ ହୋଇଛି…

କନକ ବ୍ୟୁରୋ: ସମ୍ବଲପୁରୀ ଶାଢ଼ି ଡିଜାଇନରେ ସଜେଇ ହୋଇଛି ସମ୍ବଲପୁର ଅଇଁଠାପାଲି ଥାନା । ଅର୍ଗାନିକ ଗାର୍ଡ଼େନ ସାଙ୍ଗକୁ ସମ୍ବଲପୁରୀ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ଏହି ଥାନାରେ । ସମ୍ବଲପୁରୀ ଶାଢି ଡିଜାଇନରେ ସଜେଇ ହୋଇଛି ଥାନା । ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଥାନା…

ଖରସ୍ରୋତାରେ ଜଳ ଯୋଗାଣ ପ୍ରକଳ୍ପକୁ ନେଇ ସପକ୍ଷ ଓ ବିପକ୍ଷବାଦୀ ମୁହାମୁହିଁ: ଭଦ୍ରକକୁ ପାଣି ଦେବାକୁ ଦାବି କଲା ଆଳି…

କନକ ବ୍ୟୁରୋ: ଖରସ୍ରାତା ପାଣି ଭଦ୍ରକବାସୀଙ୍କୁ ଦିଆଗଲେ ନଦୀ ଶୁଖି ଯିବ ନାହିଁ । ମେଗା ଜଳ ଯୋଗାଣ ପ୍ରକଳ୍ପ କରି ଭଦ୍ରକ ଜିଲ୍ଲାକୁ ପାଣି ଦିଆଯାଉ ବୋଲି ଦାବି କରିଛି ଆଳି ଓ ରାଜକନିକା ବ୍ଲକ ବିଜୁ ମହିଳା ସାମ୍ମୁଖ୍ୟ । ରାଜ୍ୟ ସରକାର ମେଗା ପାନୀୟଜଳ ଯୋଜନାରେ ଭଦ୍ରକ ଜିଲ୍ଲାକୁ ପାଣି ଦେବା…

ସୁନ୍ଦରଗଡର ସ୍ମାର୍ଟ ଗର୍ଲ । କମ ବୟସରେ ବଡ କମାଲ । ଇଂରାଜୀ ଆଲଫାବେଟଠୁ ଦେଶ ଦୁନିଆର ଅଧା କଥା ଅନର୍ଗଳ କରି ସମସ୍ତଙ୍କୁ…

କନକ ବ୍ୟୁରୋ: କୁନି ପାଟିରେ କୁହୁକି ଉତ୍ତର । କମ ବୟସରେ କମାଲ କରୁଛି ଏ କୁନି ଝିଅ । ମାତ୍ର ଦୁଇ ବର୍ଷରେ ଦୁନିଆର ଅଧା କଥା ଅନର୍ଗଳ କହୁଛି । ଆଉ ମୁହଁରେ ମୁହଁରେ ସବୁ ପ୍ରଶ୍ନର ଉତ୍ତର ଦେଉଛି । ରିତମ୍ଭରା ପଟେଲ । ବୟସ ମାତ୍ର ୨ ବର୍ଷ । ସୁନ୍ଦରଗଡ ଆରଆରଇଟି କଲୋନୀରେ ରହୁଥିବା ଏ କୁନି…

ଚର୍ଚ୍ଚାରେ ମାଲକାନଗିରିର ମଲାଲା: ସ୍ୱାଭିମାନ ଅଂଚଳ ଗୋରାସେତୁ ଗାଁରେ ଶିକ୍ଷାର ଆଲୋକ ବାଂଟୁଛନ୍ତି କୁସ୍ମଣୀ ଖିଲୋ;…

କନକ ବ୍ୟୁରୋ: ମଲାଲା । ଏହି ନାଁଟି ଶୁଣିବା କ୍ଷଣି ମନ ଚାଲିଯାଏ ପାକିସ୍ତାନରେ ସେହି ଯୁବତୀଙ୍କ ପାଖକୁ । ଯିଏ ଆତଙ୍କର ଉପତ୍ୟାକାରେ ଶିକ୍ଷା ବାଂଟିବା ପାଇଁ ଗୁଳି ଖାଇଥିଲେ । ପରେ ନୋବେଲ ପୁରସ୍କାର ପାଇଁ ଶାରା ବିଶ୍ୱାରେ ପରିତିର ହୋଇଥିଲେ ମଲାଲା ୟୁସୁଫଜାଇ । ହେଲେ ଆଜି ଆମେ ଦେଖିବା…