Daily Archives

November 6, 2020

ଭୁବନେଶ୍ୱରରୁ କମିଲେ ଆକ୍ରାନ୍ତ : ଆଜି ୬୧ କରୋନା ପିଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୯୧ ଜଣ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ ଜଣ ସଂଗରୋଧ ଓ ୪୮ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୯୧ ଜଣ କରୋନା ଆକ୍ରାନ୍ତ…

ବିଜେଡି ଛାଡିଲେ ଜୀବନ ପ୍ରଦୀପ ଦାଶ । ଗତକାଲି ଦଳରୁ ହୋଇଥିଲେ ନିଲମ୍ବିତ । ଦଳ ଅଣଦେଖା କରୁଥିବା କଲେ ଅଭିଯୋଗ

କନକ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ । ଗତକାଲି ଦଳରୁ ନିଲମ୍ବିତ ହୋଇଥିଲେ ଜୀବନ । ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ବାଲେଶ୍ୱର ସଦର ନିର୍ବାଚନର ଠିକ ଗୋଟିଏ ଦିନ ପରେ ବିଜେଡ଼ିରୁ…

ଆସନ୍ତାକାଲି ବିହାରର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ୭୮ ଟି ଆସନ ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ଭୋଟର

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆସନ୍ତା କାଲି ତୃତୀୟ ବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ଶେଷ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାର ୭୮ ଟି ବିଧାନସଭା ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ଭୋଟର । ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…

ନବରଙ୍ଗପୁରରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର । ବେସରକାରୀ କମ୍ପାନୀରୁ ଧାନ ବିହନ କିଣି ଚାଷୀ ହତାଶ

କନକ ବ୍ୟୁରୋ : ଧୋକାଦେଲା ବିହନ । ସୁନାର ଫସଲ ଜାଗାରେ ଫମ୍ପା ହେଲା ଧାନ । ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ଉମରକୋଟରେ । ବେସରକାରୀ କମ୍ପାନୀରୁ ଧାନ ବିହନ କିଣି ହତାଶ ହୋଇଛନ୍ତି ଚାଷୀ । ଧାନ ଜମିରେ ଫଳିଛି ସୁନାର ଫସଲ । କ୍ଷେତରେ ସୁନାର ଫସଲ ଦେଖି ଚାଷୀ ବି ବେଶ ଉତ୍ସାହି ।…

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳା ଫଳକୁ ନେଇ ଏବେ ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଆମେରିକା…

କନକ ବ୍ୟୁରୋ : ବିଶ୍ୱରେ ସର୍ବବୃହତ ବିକାଶଶୀଳ ରାଷ୍ଟ୍ର ଆମେରିକାରରେ ରାଷ୍ଟ୍ରପତି ନିର୍ବାଚନର ଫଳା ଫଳକୁ ନେଇ ଏବେ ସାରା ବିଶ୍ୱବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । କିଏ ହେବ ଆମେରିକାର ରାଷ୍ଟ୍ରପତି ? । ଜୋ ବାଇଡେନ ନା ଡୋନାଲ୍ଡ ଟ୍ରମ୍ପ । ଏନେଇ ଫଳା ଫଳ ଶେଷ ପର୍ଯ୍ୟାୟରେ…

ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ…

କନକ ବ୍ୟୁରୋ : ଦିନକୁ ଦିନ ଓଡିଶା ଇନଫ୍ରାଟେକ ପାଇଁ ଅଡୁଆ ବଢିବାରେ ଲାଗିଛି । ସାରୁଅ ଜମି ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଜ ଓ ଇଓଡବ୍ଲ୍ୟୁ ପକ୍ଷରୁ ତନା ଘନା ଚାଲିଥିବା ବେଳେ ଆଜି ନିର୍ଦ୍ଦେଶକ ପଦରେ ଥିବା ମନୋରଂଜନ ଷଡଙ୍ଗୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ…