Daily Archives

November 6, 2020

ବର୍ଷା-ଅନୁଭବ ବିଦାଦରେ ନୂଆ ମୋଡ଼ । ବର୍ଷାଙ୍କ ସଂଘାତିକ୍ ଅଭିଯୋଗ, କହିଲେ, ଘରୁ ବାହାର କରିବା ପାଇଁ ହେଉଛି ଷଡଯନ୍ତ୍ର

କନକ ବ୍ୟୁରୋ : ରିଲ୍ ଲାଇଭ୍ ବର୍ଷା-ଅନୁଭବ ଯୋଡ଼ି ଯେତିକି ସଫଳ, ରିୟଲ ଲାଇଭ୍ ସେତିକି ବିବାଦୀୟ । ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼, ଶାନ୍ତ ହେବାର ତ’ ନାଁ ଧରୁନି ବରଂ ଦିନକୁ ଦିନ ଆହୁରୀ ତୀବ୍ର ହେବାରେ ଲାଗିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନୂଆ ମୋଡ଼ । ଅଭିନେତ୍ରୀ ବର୍ଷା…

ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗରେ ଓଟିଭିକୁ ବଡ଼ ଝଟକା । ଓଟିଭି ସିଏଫ୍ଓ ପଦରୁ ଦେଲେ ଇସ୍ତଫା ମନୋରଂଜନ ଷଡ଼ଙ୍ଗୀ

କନକ ବ୍ୟୁରୋ : ପ୍ରାୟ ୧୩ ବର୍ଷ ତଳେ ଓଟିଭିରେ ଚାକିରୀ ଆରମ୍ଭ କରିଥିବା ମନୋରଞ୍ଜନ ଷଢ଼ଙ୍ଗୀ ଓଟିଭିର କର୍ପୋରେଟ ଢ଼ାଂଚାରେ ଖୁବଶୀଘ୍ର ନିଜକୁ ଖାପଖୁଆଇବା ପରେ ସିଡି ପରେ ସିଡି ଚଢ଼ି ଚାଲିିଥିଲେ । କିନ୍ତୁ ହଠାତ୍ କମ୍ପାନୀର ଜମି ଦୁର୍ନୀତି ସ୍କାମରେ ଏମିତି ଫସିଗଲେ ଯେଉଁଠାରୁ ବାହାରିବା ସହଜ…

ଭୁବନେଶ୍ୱରରେ ତିଆରି ହେବ କୋଭିଡ୍ ଟିକା । ୩୦୦ କୋଟି ଟଙ୍କା ବ୍ୟୟରେ ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍ ପ୍ରତିଷ୍ଠା କରିବ…

କନକ ବ୍ୟୁରୋ : ସମଗ୍ର ବିଶ୍ୱର ଜନତା କରୋନା ଟିକା ଓ ଔଷଧ ପାଇଁ ଅପେକ୍ଷା କରିଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ କରୋନା ଟିକା ଉତ୍ପାଦନ ହେବ। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃ ଏହି ଟିକାକୁ ଉତ୍ପାଦନ କରିବ। କମ୍ପାନି ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ…

ଆମେରିକାର ଶାସନ କ୍ଷମତା ଆଡକୁ ଆଉ ପାଦେ ଆଗେଇଲେ ବାଇଡେନ୍ । ଶାସନ ବଦଳିଲେ ଭାରତରେ କ’ଣ ପଡ଼ିବ ପ୍ରଭାବ?

କନକ ବ୍ୟୁରୋ : ଆମେରିକାର ଶାସନ କ୍ଷମତା ଆଡକୁ ଆଉ ପାଦେ ଆଗେଇଲେ ଜୋ ବାଇଡେନ୍ । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ବିଳମ୍ବ ହେଉଥିଲେ ମଧ୍ୟ ବାଇଡେନଙ୍କ ବିଜୟ ସମ୍ଭାବନା ଧିରେ ଧିରେ ଉଜ୍ୱଳ ହେଉଛି । ଗଣତି ସରି ନଥିବା ରାଜ୍ୟ ଗୁଡିକ ମଧ୍ୟରୁ ଜର୍ଜିଆରେ ଭଲ ଲିଡ୍ ନେବା କାରଣରୁ ତାଙ୍କ…

ରାଜ୍ୟରେ ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ 

କନକ ବ୍ୟୁରୋ : ରାଜ୍ୟରେ ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସ୍କୁଲ ସବୁ ସ୍କୁଲ । ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ । ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ ।…

ଆଜି ଏଲିମିନେଟର ମ୍ୟାଚ । ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର 

କନକ ବ୍ୟୁରୋ : ଆଜିର ଆଇପିଏଲ ଏଲିମିନିଟର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଡଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଏହି ମ୍ୟାଚ ଉଭୟ…