Daily Archives

November 5, 2020

ଗରାଖ ବେଶରେ ଆସିଲେ, ଗହଣା ଲୁଟି ଚାଲିଲେ । ରାଜଧାନୀ ଉପକଣ୍ଠରେ ଆତଙ୍କ ରଚିଲା ଲୁଟେରା । ମାଡ ମାରିଲା, ଚେନ୍ ନେଇ…

କନକ ବ୍ୟୁରୋ: ସାବଧାନ ! ଗରାଖ ବେଶରେ ବୁଲୁଛନ୍ତି ଚୋର । ଦିନ ଦ୍ୱିପହରେ ଦୋକାନରୁ କରୁଛନ୍ତି ଖୁଲମ ଖୁଲା ଲୁଟ୍ । ନା ଧରାପଡିବାର ଭୟ ନା ଗିରଫ ହେବାର ପରବାୟ । ପୋଲିସକୁ ଓପନ ଚାଲେଞ୍ଜ ଦେଇ, ଲୋକଙ୍କୁ ମାଡ ମାରି ଲୁଟି ନେଉଛନ୍ତି ସୁନା ଗହଣା । ଆପଣଙ୍କ ମୋବାଇଲ ସ୍କ୍ରିନରେ ଲୁଟର ଏ ଲାଇଭ…

ଭୁବନେଶ୍ୱରରୁ କମିଲେ ଆକ୍ରାନ୍ତ : ଆଜି ୬୮ କରୋନା ପିଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୧୫ ଜଣ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ଜଣ ସଂଗରୋଧ ଓ ୫୪ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୧୧୫ ଜଣ କରୋନା ଆକ୍ରାନ୍ତ…

ଦିଲ୍ଲୀରେ ଚମକିଲେ ଓଡ଼ିଆ ଝିଅ : ମିସେସ୍ ଇଣ୍ଡିଆ ବିୟୁଟି କୁଇନ୍ ହେଲେ ରାୟଗଡ଼ାର ବୋହୂ । ଓଡ଼ିଶା ପାଇଁ ଗର୍ବ ଆଣିଲେ…

କନକ ବ୍ୟୁରୋ: ଦିଲ୍ଲୀରେ ଚମକିଲେ ଓଡିଆ ଝିଅ । ମିସେସ ଇଣ୍ଡିଆ ବିୟୁଟି କୁଇନ ହେଲେ ରାୟଗଡାର ବୋହୂ । ବଣମଲ୍ଲୀ ଆଉ ବଣରେ ଫୁଟି ମଉଳିଯାଉନି ବରଂ ତାର ମହକ ସାରା ଦେଶକୁ ବ୍ୟାପିଛି । ଆଉ କଲ୍ୟାଣସିଂହପୁର ଭଳି ଏକ ପଛୁଆ ଅଞ୍ଚଳରୁ ଦିଲ୍ଲୀ ଯାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ରାୟଗଡାର…

ରୋଚକ ମୋଡରେ ଆମେରିକା ରାଷ୍ଟ୍ରପତି ଭୋଟ ଗଣତି । ପରାଜୟ ସ୍ୱିକାର କରିବାକୁ ଟ୍ରମ୍ପ୍ ନାରାଜ । ହ୍ୱାଇଟ୍ ହାଉସ୍ ଦଖଲ…

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥ୍ିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । ଏବେଯାଏଁ ଆମେରିକାର ୫୦ ଟି ରାଜ୍ୟରୁ ୪୩ ଟି ରାଜ୍ୟର ଭୋଟ ଫଳା ଫଳ ଆସି ସାରିଛି । ଏହି ଫଳା ଫଳ ମୁତାବକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପଛରେ ପକାଇଛନ୍ତି ଜୋ-ବାଇଡେନ । ଇଲେକ୍ଟ୍ରୋରାଲ…

ଭୟ ବଢାଉଛି ଡିସେମ୍ୱର : ଡିସେମ୍ୱର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦେଶରେ କରୋନାର ଦ୍ୱିତୀୟ ୱେଭ୍ ଆସିବା ସମ୍ଭାବନା

କନକ ବ୍ୟୁରୋ : ଆସୁଛି ଡିସେମ୍ବର, ବଢୁଛି ଭୟ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଡିସେମ୍ବର ୧୫ରୁ ଜାନୁଆରୀ ୧୫ ଭିତରେ ଏହି ସେକେଣ୍ଡ ୱେଭ୍ ଆସିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ…

ଖୋଲିଲା ସ୍କୁଲ ମାଡ଼ିଲା କରୋନା : ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ୩ ଦିନରେ ୨୬୨ ଛାତ୍ର, ୧୬୦ ଶିକ୍ଷକ କରୋନା ପଜିଟିଭ

କନକ ବ୍ୟୁରୋ : ଚଳିତ ମାସରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ବେଳେ ଆନ୍ଧ୍ରରୁ ଆସିଛି ଚିନ୍ତାଜନକ ଖବର । ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ…